ଆଜି ରାତିରେ ତୁଳସୀ ମୁଳରେ 3 ଥର କହିଦିଅନ୍ତୁ ଏହି 2 ଅକ୍ଷରର ମନ୍ତ୍ର, ତାପରେ ଦେଖନ୍ତୁ ଚମତ୍କାର

କୁଣ୍ଡଳୀ ରେ ଗୁରୁଗ୍ରହ ର ଅନୁକୂଳ ପାଇଁ ଜାଣିବା କିଛି ଏମିତି ମନ୍ତ୍ର ଯାହାକୁ କେବଳ ତୁଳସୀକୁ ଛୁଇଁ ଆପଣ କହିଦେବେ ତେବେ ଗୁରୁ ଗ୍ରହଙ୍କର କୃପା ଆପଣଙ୍କ ଉପରେ ବର୍ଷିବ । ଆପଣଙ୍କୁ ଧନର କୌଣସି ଅଭାବ ରହିବ ନାହିଁ । ଯଦି କୌଣସି ବ୍ଯକ୍ତିର ଜୀବନରେ ଗୁରୁଗ୍ରହର ଅନୁକୂଳ ହୋଇ ନାହିଁ ତେବେ ସେହି ବ୍ୟକ୍ତି ର ଜୀବନରେ ବିଭିନ୍ନ ପ୍ରକାରର ଅସୁବିଧା ଯେମିତି କି ବିବାହ, ଟଙ୍କା ପଇସା ଓ କୌଣସି କାମ ହୋଇ ନ ପାରିବା ଭଳି ସମସ୍ଯା ବ୍ୟକ୍ତିକୁ ସାମ୍ନା କରିବାକୁ ପଡିଥାଏ । ଗୁରୁଗ୍ରହର ଶାନ୍ତି ଓ ଗୁରୁଗ୍ରହକୁ ନିଜ ଆଡକୁ ଅନୁକୂଳ କରିବା ପାଇଁ ଗୁରୁବାର ଦିନଟି ବହୁତ ଶୁଭ ବୋଲି ଶାସ୍ତ୍ର ରେ କୁହାଯାଇଛି । ଗୁରୁଗ୍ରହକୁ ନିଜର କାରକ ଗ୍ରହ କୁହା ଯାଇଥାଏ ।

ଉପାୟଟି ହେଉଛି, ଗୁରୁବାର ଦିନ ସନ୍ଧ୍ୟାରେ କରିବାକୁ ପଡିବ । ଏହି ଉପାୟ ପାଇଁ ସଫା ଧଳା ଫୁଲର ଆବଶ୍ୟକ ରହିଛି । ଏହାକୁ ନେଇ ନିଜ ତୁଳସୀ ଗଛ ପାଖକୁ ଯାଇ ପ୍ରଥମେ ଗୋଟେ ଘିଅ ଦ୍ବୀପ ତୁଳସୀ ଗଛ ସାମ୍ନାରେ ଲଗେଇ ଦିଅନ୍ତୁ । ତା ପରେ ସେହି ଫୁଲକୁ ଗୁରୁ ବୃହସ୍ପତିଙ୍କ ଧ୍ୟାନ କରି ତୁଳସୀ ଗଛ ଉପରେ ଚଢାଇ ଦିଅନ୍ତୁ । ଏହି ପୂଜା ଠିକ ସନ୍ଧ୍ଯା ୭ଟା ସମୟରେ କରିବା ଦରକାର । ପୂଜା କରିବା ସମୟରେ ଏହି ମନ୍ତ୍ର ର ଉଚାରଣ ବି କରିବାକୁ ହେବ ।

ମନ୍ତ୍ର ଟି ହେଉଛି

ଓଁ ଅଂଗିରସାୟ ବିଦ୍ମହେ ଦିବ୍ୟଦେହାୟ ଧୀମହି ତନ୍ନୋ ଜୀହ୍ଵା ପ୍ରଚୋଦୟାତ୍

ଏହି ମନ୍ତ୍ରକୁ ଆପଣ ୧୧ ଥରରୁ ୨୧ ଥର ଗୁରୁ ବୃହସ୍ପତିଙ୍କୁ ସ୍ମରଣ କରି କହିବାକୁ ପଡିବ । ଏହାକୁ କରି ସାରିବା ପରେ ତୁଳସୀ ଗଛ ମୂଳରେ ମୁଣ୍ଡିଆ ମାରନ୍ତୁ ଓ ମନ ଖୋଲି ସବୁ କିଛି ଅସୁବିଧା ଓ ଦୁଖ କହି ଦିଅନ୍ତୁ ଏବଂ ପୁଣି ମୁଣ୍ଡିଆ ମାରି ଘରକୁ ଫେରି ଆସନ୍ତୁ । ଏହି ଉପାୟ କରିବା ଦ୍ଵାରା ମନୁଷ୍ୟ ଗୁରୁ ଗ୍ରହର ଅନୁକୂଳ ହୋଇଥାନ୍ତି । ଏବଂ ମନୁଷ୍ୟର ସବୁ ଦୁଖ ଦୁର୍ଦଶା ଦୂର ହୋଇ ଯାଇଥାଏ ଓ କେବେବି ଧନର ଅଭାବ ମଧ୍ୟ ରହି ନଥାଏ ।

ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ । ସାଙ୍ଗମାନେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ, ଧନ୍ୟବାଦ ।