ରାମ ମନ୍ଦିରକୁ ମହାଦାନ କଲେ ଏହି ଅଭିନେତ୍ରୀ, ହେଲେ ମିଳିଲା ନାହିଁ ନିମନ୍ତ୍ରଣ I ଏମିତି କିଛି କହିଲେ ଅଭିନେତ୍ରୀ ।

ରାମ ମନ୍ଦିରକୁ ଦାନ କରି ଏବେ କାନ୍ଦୁଛନ୍ତି ଅଭିନେତ୍ରୀ । ଅନେକ ବଡ ବଡ ତାରକାଙ୍କୁ ହୋଇଛି ନିମନ୍ତ୍ରଣ । କିନ୍ତୁ ସେ ଯାଇ ପାରିବେନି । ହଁ ଦର୍ଶକ ବନ୍ଧୁ ଆସନ୍ତା 22ରେ ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ହେବ । ସମୟ ଯେତିକି ପାଖେଇ ପାଖେଇ ଆସୁଛି ଲୋକଙ୍କ ମଧ୍ୟରେ ସେତେ ଉଶ୍ଚାହ ଭରି ରହୁଛି । ଏମିତିକି କିଛି ଲୋକ ରାମ ମନ୍ଦିରକୁ ଖୋଲା ହାତରେ ଏମିତି ଦାନ କରିଛନ୍ତି ଯାହାକି କୋଟି କୋଟି ଟଙ୍କା ମନ୍ଦିରକୁ ଦାନ କରୁଛନ୍ତି ।

ଆଉ ଏମିତି ବି ଲୋକ ଅଛନ୍ତି ଯେଉଁ ମାନେ ନିଜର ଜୀବନର ପୁଞ୍ଜି କୁ ଭଗବାନ ରାମ ଙ୍କ ପାଦ ତଳେ ଥୋଇ ଦେବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ଏହାରି ମଧ୍ୟରେ ଜଣେ ତେଲୁଗୁ ଅଭିନେତ୍ରୀ ଙ୍କ ନାଁ ଆଗରେ ଆସିଛି । ସେ ହେଉଛନ୍ତି ଟଲିଉଡ ଅଭିନେତ୍ରୀ ପ୍ରଣିତା ସୁବାସ ଯିଏ ଏହି ରାମ ମନ୍ଦିର ର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ପରେ ଏକ ବଡ ଆମାଉଣ୍ଟ ର ଦାନ କରିଥିଲେ । ସେ ଜଣେ ଧାର୍ମିକ ମଣିଷ ଓ ଭଗବାନଙ୍କ ଉପରେ ତାଙ୍କର ଆସ୍ଥା ଓ ବିଶ୍ଵାସ ଅଧିକ ରହିଛି ।

କିନ୍ତୁ ତାଙ୍କୁ ରାମ ମନ୍ଦିରର ପ୍ରତିଷ୍ଠା ନେଇ ନିମନ୍ତ୍ରଣ ନ ଆସିଥିବା ନେଇ ସୋସିଆଲ ମିଡିଆରେ ଏବେ ଚର୍ଚ୍ଚା ହେଉଛି । ଅଭିନେତ୍ରୀ ପ୍ରଣିତା ମଧ୍ୟ ଏହି ବିଷୟରେ ସୋସିଆଲ ମିଡିଆରେ ସୂଚନା ଦେଇଥିବା କଥା ଜାତୀୟ ଗଣମାଧ୍ୟମ ସୂତ୍ର ରୁ ଜଣା ପଡିଛି । ପ୍ରଣିତା ସୁବାସ ସୋସିଆଲ ମିଡିଆରେ ବେଶ ଜଣାଶୁଣା ଅଭିନେତ୍ରୀ ଅଟନ୍ତି । ହେଲେ ଦୁର୍ଭାଗ୍ୟବଶତଃ ତାଙ୍କୁ ଅଯୋଧ୍ୟାକୁ ଆସିବାକୁ କେହି ବି ନିମନ୍ତ୍ରଣ କରି ନାହାନ୍ତି ।

ଯେତେବେଳେ ବଲିଉଡ କଳାକାର ଆଲିଆ ଭଟ୍ଟ, ଅକ୍ଷୟ କୁମାର, ରଣବିର କପୁର, ରଜନୀକାନ୍ତ ଙ୍କ ଭଳି ବଡ ବଡ ତାରକା ଙ୍କୁ ଅଯୋଧ୍ୟାକୁ ଆସିବାକୁ ନିମନ୍ତ୍ରଣ କରା ଯାଇଛି । ଠିକ ସେତିକି ବେଳେ ତାଙ୍କୁ ନିମନ୍ତ୍ରଣ କରାଯାଇ ନ ଥିବାରୁ ସେ ବହୁତ ଦୁଃଖ ପ୍ରକାଶ କରିଛନ୍ତି । ଅନ୍ୟ ପଟେ ଏବେ ସୁଧା ଅଯୋଧ୍ୟା ରାମ ମନ୍ଦିର କୁ 5500 କୋଟି ରୁ ଅଧିକ ଟଙ୍କା ଦାନ ପାଇଛି । ସେଥି ମଧ୍ୟରୁ ଅନେକ ବଡ ବଡ ନାଁ ସାମିଲ ଅଛି ।

ଯେଉଁ ମାନେ ରାମ ମନ୍ଦିର ପ୍ରତିଷ୍ଠା ଅବସର ରେ ଯୋଗ ଦେବାକୁ ଆମନ୍ତ୍ରଣ ହୋଇଛନ୍ତି । ତେବେ ଅଭିନେତ୍ରୀ ପ୍ରଣିତା ଙ୍କୁ ରାମ ମନ୍ଦିର ପ୍ରତିଷ୍ଠା ଅବସରରେ ନିମନ୍ତ୍ରଣ ନ କରା ଯାଇ ଥିବାରୁ ସେ ଦୁଃଖ ପ୍ରକାଶ କରିଛନ୍ତି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।