କିଛି କରି ପାରବ ନାହିଁ ଆତଙ୍କବାଦୀ । 21 ହଜାର ପୂଜାରୀ ଙ୍କ ରାମ ନାମରେ କାମ ହେବନି କିଛି । ରାମ ନାମରେ କମ୍ପି ଉଠିବ ପୁରା ବିଶ୍ଵ । ହଁ ଦର୍ଶକ ବନ୍ଧୁ ଯେବେ ଅଯୋଧ୍ୟାରେ ହାଇ ଆଲର୍ଟ ଜାରି ହୋଇଛି ସେତେବେଳେ କୁହା ଯାଉଛି ଆତଙ୍କି ଆକ୍ରମଣ ଆଶଙ୍କା ରହିଛି । ଆସନ୍ତା 22 ତାରିଖରେ ଅଯୋଧ୍ୟାରେ ଭଗବାନ ରାମ ଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ ଆୟୋଜିତ ହେବାକୁ ଯାଉଛି । ଆଉ ଜାନୁଆରୀ 22 ରେ ଅଯୋଧ୍ୟାକୁ ଦେଶା ବଡ ବଡ ନେତା, ଭିଆଇପି, ସାଧୁ ସନ୍ଥ ଙ୍କ ସହ ଲକ୍ଷାଧିକ ଶ୍ରଦ୍ଧାଳୁ ଙ୍କ ସମାଗମ ହେବ ।
ସେହି ଜନ ଗହଳିର ସୁଯୋଗ ନେଇ ଆତଙ୍କବାଦୀ ମାନେ ଆକ୍ରମଣ କରିବାକୁଉ ଉଦ୍ୟମ କରି ପାରନ୍ତି ବୋଲି ଗୁଇନ୍ଦା ସସ୍ଥା ମାନେ ଆଶଙ୍କା ପ୍ରକାଶ କରିଛନ୍ତି । ବିଶେଷ କରି ଆତଙ୍କବାଦୀ ମାନେ ବଡ ବଡ ନେତା, ଭିଆଇପି, ରାଜନେତା, ସରକାରୀ ଅଧିକାରୀଙ୍କୁ ଟାର୍ଗେଟ କରିବା ସହ ସହର ରେ ହିଂସା ଘଟାଇବାର ସମ୍ଭାବନା ରହିଛି । ଆଉ ଏହାକୁ ନଜରରେ ରଖିକି ସମସ୍ତେ କହୁଛନ୍ତି ଏ ହେଉଛି ରାମ ନାମ ର ଯଜ୍ଞ ।
ଅଯୋଧ୍ୟାରେ ପ୍ରାଣ ପ୍ରତିଷ୍ଠା ହେବେ ପ୍ରଭୁ ରାମଚନ୍ଦ୍ର । ନେପାଳ ରୁ ଯେବେ 21 ହଜାର ପୂଜାରୀ ଆସିବେ । ମନ୍ତ୍ର ରେ କମ୍ପନ କରିବ ପୁରା ବିଶ୍ଵ । ସମସ୍ତଙ୍କ ରାମ ନାମ ଉଚ୍ଚାରଣରେ କମ୍ପି ଉଠିବ ପୁରା ବିଶ୍ଵ । ସତେ ଯେମିତି ଭୂମିକମ୍ପ ହେବ । ଅଯୋଧ୍ୟାରେ ପୂଜା ପାଇବେ 108 ଶିବଲିଙ୍ଗ । ଆଉ ଏ ସବୁ ଭିତରେ ଯେବେ 21 ହଜାର ପୂଜାରୀ ବସି ଯେବେ ରାମ ନାମ ସହ ଜୟା ଶ୍ରୀରାମ ଜପୁଥିବେ ଠିକ ସେତିକି ବେଳେ ଆତଙ୍କବାଦୀ ମାନେ ହୁଏ ତ ଭୟ କରି ପାରନ୍ତି ।
କାରଣ ଏ ହେଉଛି ପ୍ରଭୁ ଶ୍ରୀରାମଙ୍କ ଆଗମନ ରେ ଖୁସି ର ମାହୋଲ । ଏ ସବୁ ମଧ୍ୟରେ କିଛି କାମ ଦେବ ନାହିଁ ଆତଙ୍କବାଦୀ ଙ୍କ ଆକ୍ରମଣର ଆଶଙ୍କା । ସୂଚନା ଅନୁଯାୟୀ ସହର ରେ ହିଂସା ଲିଭାଇବା ଏପାଇଁ ନିର୍ଦିଷ୍ଟ ସଂପ୍ରଦାୟ କୁ ଉତେଜିତ କରି ପାରନ୍ତି ବୋଲି ସୁରକ୍ଷା ଏଜେନ୍ସି ରୁ ଅନୁମାନ କରା ଯାଇଛି ।
ଏହି ଏଜେନ୍ସି କହିଛି ଯେ ଇସ୍ରାଏଲ ଥାମସ ଯୁଦ୍ଧରେ ଭାରତ ଇସ୍ରାଏଲ କୁ ସମର୍ଥନ କରି ଥିବାରୁ ଆତଙ୍କବାଦୀ ମାନେ ଆକ୍ରମଣ ଘଟାଇବାର ଏମିତି କିଛି ଆଶଙ୍କା ରହିଛି । ତେବେ ଏ ସବୁ ମଧ୍ୟରେ ସେଦିନ କିଛି ହେବ ନାହିଁ କାହିଁକି ନା ସେଦିନ ପ୍ରଭୁ ରାମଚନ୍ଦ୍ର ଅଯୋଧ୍ୟାକୁ ଆଗମନ କରିବାକୁ ଯାଉଛନ୍ତି । ତେବେ ଆତଙ୍କବାଦୀ ଆକ୍ରମଣର ଭୟ ରହିବ ନାହିଁ ବୋଲି ଅନୁମାନ କରା ଯାଉଛି । କାହିଁକି ଯେଉଁଠି ଭଗବାନ ଅଛନ୍ତି ସେଠାରେ ଅନ୍ୟାୟ କେବେ ବି ତିଷ୍ଠି ପାରିବ ନାହିଁ । ପୁରା ବିଶେଷ ଯେବେ ରାମ ନାମରେ କମ୍ପନ କରୁଥିବ ସେତେବେଳେ କେହି ବି ଶତ୍ରୁ କେହି ବି କରି ପାରିବେ ନାହିଁ ।
ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।