ରାଗିବାରେ ଏହି ତିନୋଟି ରାଶିର ଲୋକଙ୍କୁ କେହି କାଟି ପରିବେନି – ଦେଖନ୍ତୁ ଆପଣଙ୍କ ରାଶି ଅଛି କି??

ରାଗିବାରେ ଏହି ତିନୋଟି ରାଶିର ଲୋକଙ୍କୁ କେହି କାଟି ପରିବେନି

କ୍ରୋଧ ତ ସମସ୍ତଙ୍କୁ ଆସିଥାଏ । କାହାକୁ କମ, କାହାକୁ ବହୁତ, ଆଉ କାହାକୁ ତ ଆବଶ୍ୟକତାଠୁ ଅଧିକା । ବହୁତଥର ଆପଣ ଦେଖିଥିବେ କିଛି ଲୋକଙ୍କୁ ବିନା କୀଚଚି କାରଣରେ ମଧ୍ୟ କ୍ରୋଧ ଆସିଥାଏ ଏବଂ ଗୋଟେ ଗୋଟେ ଲକଙ୍କୁ ଯେତେ ବଡ ଭୁଲ ଦେଖିଲେ ମଧ୍ୟ କ୍ରୋଧ ଆସେ ନାହିଁ । ରିସର୍ଚ କହୁଛି ଯେ ଅଲଗା ଅଲଗା ଲୋକଙ୍କୁ ଅଲଗା- ଅଲଗା କାରଣରୁ କ୍ରୋଧ ଆସିଥାଏ । ଜଣେ ବ୍ୟକ୍ତିକୁ କେଉଁ କଥାରେ କ୍ରୋଧ ଆସୁଛି ଏହା ତାର ବୟସ ଓ ସଂସ୍କୃତି ଉପରେ ନିର୍ଭର କରୁଛି । ଜ୍ଯୋତିଷ ଅନୁସାରେ ରାଶି ଉପରେ ମଧ୍ୟ ଏହା ନିର୍ଭର କରେ କେଉଁ ବ୍ୟକ୍ତିକୁ କେତେ କ୍ରୋଧ ଆସିଥାଏ ।

ସେମିତି କିଛି ରାଶିର ଲୋକ ଅଛନ୍ତି ଯେଉଁମାନଙ୍କ ନାକ ଆଗରେ ରାଗ ରୁହେ । ଆସନ୍ତୁ ଜାଣିବା କେଉଁମାନେ ସେହି ରାଶି ଯେଉଁମାନକୁ ଅବଶ୍ୟକତାଠୁ ଅଧିକ କ୍ରୋଧ ଆସିଥାଏ ।

ମକର-

ଯେଉଁ ବ୍ୟକ୍ତି ମାନଙ୍କର ମକର ରାଶି ସେମାନେ ବହୁତ ବୁଦ୍ଧିମାନ ହେବା ସହ ଅତ୍ୟଧିକ କ୍ରୋଧୀ ମଧ୍ୟ ହୋଇଥାନ୍ତି । କାହିଁକି ନା ଏହି ଲୋକମାନେ ଅତ୍ୟଧିକ ଚିଡଚିଡା ସ୍ଵଭାବର ହୋଇଥାନ୍ତି । ଯେଉଁଥିପାଇଁ ଏମାନେ କାହା କଥା ଶୁଣିବାକୁ ଏତେ ପସନ୍ଦ କରନ୍ତି ନାହିଁ । ତାଙ୍କ ମନ ଯାହା କହେ ସେ ସେଇଟା ହିଁ କରନ୍ତି । ଏହି ଲୋକମାନେ କଥା କଥାରେ କ୍ରୋଧ କରନ୍ତି । ଭଲ ଲୋକମାନଙ୍କୁ ତାନା ମାରି ମାରି ଏମାନେ କନ୍ଦେଇ ଦିଅନ୍ତି । ଏମାନଙ୍କ କ୍ରୋଧ ବହୁତ ଖରାପ ହୋଇଥାଏ ।

ବୃଷ-

ଏହି ଲୋକମାନେ ବହୁତ ଜିଦ୍ଦି ହୋଇଥାନ୍ତି । ଜଲ୍ଦି କାହାର ଜାଲରେ ଫସନ୍ତି ନାହିଁ । ଯଦି ତାଙ୍କୁ କୌଣସି କଥା ପସନ୍ଦ ଲାଗେ ନାହିଁ ତେବେ ସେ ସେଇଟା କ୍ରୋଧ ଦେଖାଇ କହିଥାନ୍ତି । ଏହି ଗୁଣ ପାଇଁ ବିବାହ ପରେ ଏମାନଙ୍କର ନିଜ ଜୀବନସାଥୀ ମାନକ ସହ ଭଲ ପଡେ ନାହିଁ । ଏମାନେ ଯେତେବେଳେ ରାଗ ଆସେ ଏମାନେ ଚିଲେଇ ଚିଲେଇ ନିଜ ଦେହ ଖରାପ କରି ଦିଅନ୍ତି । ଯଦି ଏମାନେ ଆପଣଙ୍କ ବନ୍ଧୁ ବା ସାଙ୍ଗ ହୋଇଥିବେ ତେବେ ଏମାନଙ୍କ ସହ କୌଣସି ଯୁକ୍ତିତର୍କରୁ ବଞ୍ଚନ୍ତୁ । ସେମାନେ ରାଗିଥିବା ସମୟରେ ତାଙ୍କ ଆଗରେ ଚୁପ ରହିଯିବା ଉଚିତ ।

ସିଂହ-

ସିଂହ ରାଶିର ପ୍ରତୀକ ହେଉଛି ସିଂହ । ଏହି ରାଶିର ଲୋକଙ୍କ ଗୁଣ କେମିତି ହୋଇଥିବ ଏହା ଆପଣ ଜାଣିପାରୁଥିବେ । ଏମାନଙ୍କ କ୍ରୋଧ ଅତି ଭୟାନକ । ଏମାନଙ୍କୁ କୋଣ୍ଟ୍ରୋଲ କରିବା ବହୁତ କଷ୍ଟ । କିନ୍ତୁ ଏମାନଙ୍କ କ୍ରୋଧ ବିନା କାରଣର ନୁହେଁ । ଏମାନେ ବେକାର କଥାରେ ନିଜ ଏନେର୍ଜୀ ନଷ୍ଟ କରନ୍ତି ନାହିଁ । ଭୁଲ କୁ ଭୁଲ ପ୍ରମାଣ କରିବା ପାଇଁ ଏମାନେ ରୁଦ୍ର ରୂପ ମଧ୍ୟ ନେଇଯାନ୍ତି । ଏମାନଙ୍କ ଭିତରେ ଆତ୍ମବିଶ୍ଵାସ ଭରପୁର ହୋଇ ରହିଛି । ଦେଖିବାକୁ ଗଲେ କ୍ରୋଧ ଏମାନଙ୍କ ଶକ୍ତି ଓ ଦୁର୍ବଳତା ମଧ୍ୟ ।

ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଲାଇକ କରନ୍ତୁ ଓ ଏବେହିଁ ସେୟାର କରନ୍ତୁ ଏହି ପୋଷ୍ଟଟିକୁ – ଧନ୍ୟବାଦ