ଆମ ଦେଶରେ ଯେପରି ଭାବେ କୋରୋନାର ଦିତୀୟ ଲହର ବଢିବାରେ ଲାଗିଛି ସେଥି ପାଇଁ ପୁରା ବିଶ୍ବରେ ଭୟର ଆତଙ୍କ ଖେଳି ଯାଇଛି । କୋରୋନା ଭାଇରସ ଯୋଗୁ ଅନେକ ଲୋକଙ୍କର ଜୀବନ ହା- ନି ହେଲାଣି । ବର୍ତ୍ତମାନ ଆମ ଦେଶରେ କୋରୋନା ବ୍ଯତୀତ ଅକ୍ସିଜେନର ମଧ୍ୟ ଘୋର ଅଭାବ ଦେଖା ଯାଉଛି । ଯାହା ଫଳରେ କେତେ ଯେ ଲୋକଙ୍କର ମୃ-ତ୍ୟୁ-ବ-ର-ଣ ହେଲାଣି ତାହା କହିବା ଅସମ୍ଭବ ହେବ । ଆଜି ଆମେ ଆପଣ ମାନଙ୍କୁ ଏମିତି ଜଣେ ମହିଳାଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ନିଜ ଘରେ ରହି କୋରୋନାକୁ ହରାଇଛନ୍ତି ଓ ବର୍ତ୍ତମାନ ସୁସ୍ଥ ଅଛନ୍ତି ।
ଏଠାରେ ଯେଉଁ ମହିଳାଙ୍କ ବିଷୟରେ ଆମେ କହିବାକୁ ଯାଉଛୁ ସେ ହେଉଛନ୍ତି ମଥୁରାର ଲକ୍ଷ୍ମୀ ସିଂ ଓ ତାଙ୍କ ପୁରା ପରିବାର ଯିଏ କୋରୋନାରେ ଆକ୍ରାନ୍ତ ହୋଇ କିଛି ଘରୋଇ ଚିକିତ୍ସା କରି ବର୍ତ୍ତମାନ ସୁସ୍ଥ ଅଛନ୍ତି ।
ଘରେ ରହି ସେ ଡାକ୍ତରଙ୍କ ପରାମର୍ଶ ବ୍ଯତୀତ ଏମିତି କିଛି ନୁସଖା ଉପଚାର କରିଥିଲେ ଯେ ସେ କୋରୋନାକୁ ହରାଇ ପାରିଥିଲେ । ସେ ଗରମ ପାଣିରେ ଷ୍ଟିମ ବା ବାମ୍ଫ ନେଉଥିଲେ । ଏହା ଛଡା ସବୁଠାରୁ ବଡ ଜିନିଷ ହେଉଛି ସେ ପାଣିରେ କିଛି ହଳଦୀ ଓ ଜୁଆଣୀ ମିଶାଇ ଏହାର ଷ୍ଟିମ ନେଇଥିଲେ । ସେ ପ୍ରତି ଦିନ ପାଣିରେ ଲେମ୍ବୁ ମିଶାଇ ପିଇବା ସହ ଗିଲୋଇ କାଢା ମଧ୍ୟ ସେବନ କରୁଥିଲେ । ଗିଲୋଇ କାଢା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ ।
ଗିଲୋଇ କାଢା ସେବନ କରିବା ଦ୍ଵାରା ଜ୍ଵର ଭଲ ହେବା ସହ ଆମକୁ ଅଧିକ ଭୋକ ମଧ୍ୟ ଲାଗିଥାଏ । ଏହା ଛଡା ସେ ନିଜ ଘରେ ଅନ୍ୟ ଏକ ପ୍ରକାରର କାଢା ପ୍ରସ୍ତୁତ କରିଥିଲେ । ଯେଉଁଥିରେ ଲବଙ୍ଗ, ଗୋଲମରୀଚ, ତୁଳସୀ ପତ୍ର, ଅଦା ଓ ମହୁର ମିଶ୍ରଣ କରି କାଢା ପ୍ରସ୍ତୁତ କରିଥିଲେ । ଏହି କାଢାକୁ ସେବନ କରିଲେ କଫ ଆଦି ସମସ୍ଯା ଦୂର ହୋଇଥାଏ । ଏହା ବ୍ଯତୀତ ସେ ନିଜ ଘରେ ମାସ୍କ ପିନ୍ଧିବା ସହ ସୋସିଆଲ ଡିଷ୍ଟାନ୍ସ ମଧ୍ୟ ମେଣ୍ଟେନ କରୁଥିଲେ ।
ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ସେ ଇମ୍ୟୁନିଟି ପାୱାର ବୃଦ୍ଧି କରିବା ପାଇଁ ଜିଙ୍କୋବିଟ, ଭିଟାମିନ-ସି ଆଦି ଅନେକ ପ୍ରକାରର ଔଷଧ ସେବନ କରୁଥିଲେ । ଯଦି କୌଣସି ବ୍ୟକ୍ତି କୋରୋନା ରେ ଆକ୍ରାନ୍ତ ହୋଇଥିବେ ତେବେ ସେମାନଙ୍କୁ ପଜିଟିବ ଚିନ୍ତା କରିବା ଉଚିତ ।
ଯେଉଁ ମାନଙ୍କୁ କୋରୋନା ସଂକ୍ରମଣ ହୋଇଥିବା ସେମାନେ ନିଜକୁ କୌଣସି କାମରେ ବ୍ୟସ୍ତ ରଖିବାକୁ ଚେଷ୍ଟା କରିବେ ଯେମିତିକି ମୋବାଇଲ ଦେଖିବା, କୌଣସି ବହି ପଡିବା ବା ଲ୍ୟାପଟପ ବା କମ୍ପୁଟର ବ୍ୟବହାର କରି ପାରିବେ । ଏହି ଭଳି ଭାବେ ଲକ୍ଷ୍ମୀ ସିଂ ନିଜର ଓ ନିଜ ପରିବାରର କୋରୋନା ସମୟରେ ଯତ୍ନ ନେଇଥିଲେ । ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ବିବରଣୀଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।