ପୁରା କାଶ୍ମୀରରେ କେବଳ ଏଇ ଦୁଇ ଜଣ ହିଁ ମହିଳା IAS ଅଛନ୍ତି ପୋଷ୍ଟିଂରେ, ଏମିତି ଚ୍ୟାଲେଞ୍ଜକୁ ସାମନା କରି ହେଉଛନ୍ତି ପ୍ରଶଂସିତ

କହିଦେଉଛୁ ଯେ ବର୍ତ୍ତମାନ ସମୟରେ ଜାମ୍ମୁ ଓ କାଶ୍ମୀରରେ ଅବସ୍ଥା ଅଳ୍ପ ଖରାପ ଅଛି । ଏମିତିରେ କେତେକ ସେନା ପ୍ରମୁଖ ଓ ଅଫିସରମାନେ ଏଠି ଶାନ୍ତିପୂର୍ଣ ପରିବେଶକୁ ବଜାୟ ରଖିବା ପାଇଁ ଚେଷ୍ଟା କରୁଛନ୍ତି । କାରଣ ଜାମ୍ମୁ ଓ କାଶ୍ମୀର ଓ ଲଦ୍ଦାଖର କାଶ୍ମୀର ଘାଟିକୁ ସବୁଠୁ ଅଧିକ ସଂବେଦନଶୀଳ କୁହାଯାଇଥାଏ । ଏମିତିରେ ଏହି ଘାଟିରେ ଯେଉଁଠି କେତେକ ପୁରୁଷ କାମ କରୁଛନ୍ତି ତ ଅନ୍ୟ ପଟେ ଦୁଇ ଜଣ ମହିଳା ବି ଅଛନ୍ତି ଯେଉଁମାନେ କାଶ୍ମୀରରେ ଏହି ପରିସ୍ଥିତର ସମ୍ମୁଖୀନ କରୁଛନ୍ତି ।

ଏହା ଛଡା ଏହି ଦୁଇ ଜଣ ମହିଳା ନିଜର କାମ ପାଇଁ ପ୍ରଶଂସିତ ବି ହେଉଛନ୍ତି । ଏମିତିରେ ପ୍ରଥମ ମହିଳାଙ୍କର ନାମ ଡକ୍ଟର ସୈୟଦ ସହରୀଶ ଅସଗର ଅଟେ । ସେ ଜାମ୍ମୁ କାଶ୍ମୀରରେ ସୂଚନା ନିର୍ଦେଶକ ପଦରେ କାର୍ଯ୍ୟରତ ଅଛନ୍ତି । କହିବାକୁ ଗଲେ ୩୭୦କୁ ହଟାଇବା ପରେ ଯାହା ବି ଅସୁବିଧା ଅଛି ତାହା ମଧ୍ୟରେ ତାଙ୍କୁ କ୍ରାଇସିସ ମୈନେଜମେଂଟର କାମ କରିବାକୁ ପଡିଥାଏ ।

ଏହା ପରେ ଅନ୍ୟ ମହିଳାଙ୍କର ନାମ ପୀଡୀ ନିତ୍ୟା ଅଟେ । ଯିଏକି ଶ୍ରୀନିଗରରେ ଡ୍ଯୂଟୀ ଅଛନ୍ତି । ନିତ୍ୟାଙ୍କର ଡ୍ଯୂଟୀ ୪୦ କିଲୋମୀଟର ମଧ୍ୟରେ ବ୍ୟାପୀଥିବା ରାମ ମୁଂଶୀ ବାଗ ଓ ହନୱ ଦାଗଜୀ ଗ୍ରାମ ଅଞ୍ଚଳ ପର୍ଯ୍ୟନ୍ତ ଅଟେ । ଆପଣଙ୍କୁ କହିଦେଉଛୁ ଯେ ଏହି ଅଞ୍ଚଳଟି ବହୁତ ସଂବେଦନଶୀଳ ଅଟେ । ଏହି ଅଞ୍ଚଳରେ ଡଲ ଝୀଲ ଓ ରାଜ୍ୟପାଲଙ୍କର ଆବାସ ସ୍ଥଲ ବି ଅଛି । ଏହା ଛଡା ଏଠି ଭିଆଇପି ଲୋକ ବି ଅଛନ୍ତି ଯାହାଙ୍କୁ ହିରାସତରେ ରଖା ଯାଇଛି ।

ଅସଗରଙ୍କର କଥା କହିବା ତ ତାଙ୍କର ଏକ ବର୍ଷକର ଝିଅ ବି ଅଛି । ଏତିକି ନୁହେଁ ସେ ଏବୀବୀଏସ ବି କରିଛନ୍ତି । ସେ ଜଣେ ଡାକ୍ତର ବି ଅଟନ୍ତି ସେଥିପାଇଁ ସେ ସେଠିକାର ରୋଗୀମାନଙ୍କର ଧ୍ୟାନ ବି ରଖନ୍ତି । କହିବାକୁ ଗଲେ କାଶ୍ମୀର ଘାଟିର ପରିସ୍ଥିତି ବହୁତ ସଂବେଦନଶୀଳ ହୋଇଥିବାରୁ ଏଠି ସରଳ ଓ କ୍ରୋଧ ସ୍ଵଭାବ ଦୁଇଟି ହିଁ ଦେଖାଇବାକୁ ପଡିଥାଏ । ଅସଗରଙ୍କର ସ୍ଵାମୀ କମିଶ୍ନର ଅଟନ୍ତି । ଯାହାଙ୍କର ଡ୍ଯୂଟୀ ପୁଲୱାମା ଭଳି ସଂବେଦନଶୀଳ ଅଞ୍ଚଳରେ ଲାଗିଛି ।

ଅନ୍ୟ ପଟେ ୨୮ ବର୍ଷୀୟ ନିତ୍ୟା ବି ନିଜର ଡ୍ଯୂଟୀ ସମୟରେ କେତେକ ପରିସ୍ଥିତର ସମ୍ମୁଖୀନ କରି ସାରିଛନ୍ତି । ନେହରୁ ପାର୍କର ଉପ-  ବିଭାଗୀୟ ପୁଲିସ ଅଧିକାରୀ ନିତ୍ୟା ସାଧାରଣ ନାଗରିକମାନଙ୍କର ସୁରକ୍ଷା ସହିତ ଭିଆଇପି ଲୋକମାନଙ୍କର ସୁରକ୍ଷାର ଦାୟିତ୍ଵ ବି ସମ୍ଭାଳି ଥାନ୍ତି । ସେ କୁହନ୍ତି କି କେତେ ଥର ସେଠିକାର ଲୋକମାନଙ୍କର କ୍ରୋଧର ବି ସେ ସାମନା କରିଛନ୍ତି । ନିତ୍ୟାଙ୍କର ଖାସ କଥା ଏହା ଅଟେ କି ସେ ଜଣେ କେମିକଲ ଇଂଜିନିୟର ବି ରହିସାରିଛନ୍ତି ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଓଡିଆ ଫାଷ୍ଟ ପେଜ କୁ ଲାଇକ କରନ୍ତୁ ।