ସୁଶାନ୍ତଙ୍କ ମୃତ୍ୟୁ ଆତ୍ମହତ୍ୟା ନା ଷଡଯନ୍ତ୍ର! ଖୋଲୁଛି ନୂଆ ରହସ୍ୟ, ପୋଲିସ କରିପାରୁନାହିଁ ରଫା ଦଫା

ସୁଶାନ୍ତ ସିଂ ରାଜପୁତ ଙ୍କ ମୃତ୍ୟୁ ପରେ ବଲିଉଡ ପ୍ରତି ତୀବ୍ର ଜନ ଅସନ୍ତୋଷ ଦେଖାଯାଇଛି । ସୁଶାନ୍ତ ଙ୍କ ମୃତ୍ୟୁବରଣ କୁ ବହୁତ ଦିନ ବିତିଗଲେ ମଧ୍ୟ ମୁମ୍ବାଇ ପୋଲିସ ଏ ପର୍ଯ୍ୟନ୍ତ କୌଣସି ଅପରାଧୀଙ୍କୁ ଧରି ପାରି ନାହିଁ । ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାଙ୍କ ପିତାଙ୍କୁ ସବୁଠାରୁ ବଡ ଝଟକା ଲାଗିଛି । ଏହି ଦୁର୍ଘଟଣା ପରେ ତାଙ୍କୁ ଅଲଗା କରାଯାଇଛି । ବର୍ତ୍ତମାନ ନିକଟରେ ଏକ ସାକ୍ଷାତକାରରେ ସୁଶାନ୍ତଙ୍କ ପିତା କେ.କେ ସିଂ କହିଥିଲେ ଯେ ସୁଶାନ୍ତ ଆରମ୍ଭରୁ ବହୁତ ଦକ୍ଷ ଥିଲେ । ବର୍ତ୍ତମାନ ସମୟରେ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲା କ୍ରମାଗତ ଭାବରେ ଏକ ରହସ୍ୟ ଖୋଲୁଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି ।

କାରଣ ସୁଶାନ୍ତ ଙ୍କ ମୃତ୍ୟୁ ସହିତ ନୂଆ ନୂଆ ଖୁରାକ, ସୁରାକ ମୁମ୍ବାଇ ପୋଲିସ କୁ ମିଳୁଅଛି । ଏପଟେ ବିହାର ରେ ସୁଶାନ୍ତ ଙ୍କ ପରିବାର ଲୋକ କହୁଛନ୍ତି କି ,ଆମର ମୁମ୍ବାଇ ପୋଲିସ ଉପରେ ଭରସା ନାହିଁ । ଯଦି ପୋଲିସ ଆକାଉଣ୍ଟ କୁ କୌଣସି ଡ଼ାଇରେକ୍ଟର ପାଖରୁ 5 କୋଟି ଟ୍ରାନ୍ସଫର ହୋଇଯାଏ ତେବେ ସେମାନେ କେସ କୁ ରଫାଦଫା କରିଦେବେ । ଏଣୁ ପରିବାର CBI ଯାଞ୍ଚ ର ଦାବି କରୁଛନ୍ତି । ପୋଲିସ କିନ୍ତୁ ଏ ପର୍ଯ୍ୟନ୍ତ ସୁଶାନ୍ତ ସୁଇସାଇଡ଼ ମିଷ୍ଟ୍ରି କୁ ସଲ୍ଭ କରି ପାରୁନାହିଁ । ପୋଷ୍ଟ ମଟର୍ମ ରିପୋର୍ଟ ଶ୍ୱାସ ରୁଦ୍ଧ ବା ଆତ୍ମହତ୍ୟା ଆସିଥିବା ବେଳେ ପୋଲିସ ନିଜ ଇଂଭେସ୍ଟିଗେସନ ଜାରି ରଖିଛି ।

ଏହି ମାମଲାର ତଦନ୍ତ କରୁଥିବା ମୁମ୍ବାଇ ପୋଲିସ ମଧ୍ୟ ଏହି ଘଟଣାର ଗମ୍ଭୀରତାର ସହ ଅନୁସନ୍ଧାନ କରୁଛି । ଏହି ସଂପର୍କରେ ନିକଟରେ ପୋଲିସ ମୁଖ୍ୟ ନିର୍ମାତାଙ୍କୁ ପଚରାଉଚରା ପାଇଁ ଡାକିଥିଲା । ସୁଶାନ୍ତଙ୍କ ମୃତ୍ୟୁ ପରେ ବିଭିନ୍ନ ପ୍ରଶ୍ନ ଉଠିଥିଲା ​​ଯେଉଁଥିରୁ କବାଟ ବାହାରେ ତାଲା ପଡିଥିଲା କି ନାହିଂ ବୋଲି ପ୍ରଶ୍ନ ଉଠିଥିଲା । ବର୍ତ୍ତମାନ ଏହି ପ୍ରଶ୍ନର ଉତ୍ତର ମଧ୍ୟ ପ୍ରକାଶ ପାଇଛି । ପୋଲିସକୁ ଦେଇଥିବା ବିବୃତ୍ତିରେ ପାୟଲ କହିଛନ୍ତି ଯେ ସୁଶାନ୍ତଙ୍କ କୋଠରୀକୁ ଭାଙ୍ଗିବା ପାଇଁ ଉଦ୍ୟମ କରାଯାଇଥିଲା କିନ୍ତୁ ଜାଣିବାକୁ ମିଳିଥିଲା ଯେ ଭିତରରୁ ଲକ ହୋଇନଥିଲା । ବାହାରୁ ଲକ ହୋଇଥିଲା ଏବଂସୁଶାନ୍ତ ଙ୍କ ରୁମ ଭିତରେ ଚାବି ଥିଲା ଏହା ସହିତ ରୁମ ର ଡୁପ୍ଲିକେଟ ଚାବି ଗାୟବ ଥିଲା । ସୁଶାନ୍ତ ଙ୍କ ମୃତ୍ୟୁ ପୂର୍ବରୁ କାହିଁକି ଘର ସିସି ଟିଭି କ୍ୟାମେରା କିଏ ବା କାହିଁକି ବନ୍ଦ କରିଥିଲେ । ଏହି ପ୍ରଶ୍ନ ମଧ୍ୟ ପାୟଲ,ପୋଲିସ କୁ ପଚାରିଛନ୍ତି ।

କେବଳ ଏତିକି ନୁହେଁ, ସୁଶାନ୍ତ ଙ୍କ ସାଙ୍ଗ ପାୟଲ ରେହାତଗି, ସୁଶାନ୍ତଙ୍କ ଡାକ୍ତରଙ୍କୁ ମଧ୍ୟ ପ୍ରଶ୍ନ କରିଥିଲେ ଏବଂ କହିଥିଲେ ଯେ ସେ ନିଜେ ଚିକିତ୍ସା କରୁଥିବା ମାନସିକ ରୋଗ ବିଶେଷଜ୍ଞଙ୍କ ଦ୍ୱାରା ଚିକିତ୍ସିତ ହୋଇଛନ୍ତି । ସେ ତାଙ୍କର ସମସ୍ତ ରୋଗୀଙ୍କୁ ଦ୍ୱିପାକ୍ଷିକ ବ୍ୟାଧି ବା ବାଇ ପୋଲାର ଡିସ ଅର୍ଡର ବୋଲି ବର୍ଣ୍ଣନା କରିଛନ୍ତି । ଲୋକମାନେ ଔଷଧ ଖାଇବା ପରେ ଆହୁରି ଉଦାସ ହୋଇଯାଆନ୍ତି ।

ସୁଶାନ୍ତଙ୍କୁ ଡାକ୍ତର ସୁଜିତ ହତ୍ୟା କରିଛନ୍ତି ବୋଲି ପାୟଲ ରୋହତଗି କହିଛନ୍ତି ସେ ଏହା ମଧ୍ୟ କହିଛନ୍ତି ଯେ ତାଙ୍କୁ ଗଳା ଚାପି ହତ୍ୟା କରାଯାଇଛି । ଭିଡିଓ ସେୟାର କରି ପାୟଲ ରୋହତଗୀ କହିଛନ୍ତି ଯେ ମୁଁ ସୁଶାନ୍ତଙ୍କ ବିଷୟରେ ପଢୁଥିବା ସମସ୍ତ ଖବର ଦେଖି ତାଙ୍କୁ ଅନୁଭବ ହେଲା ଯେ ସୁଶାନ୍ତ ଙ୍କୁ ଷଡଯନ୍ତ୍ର କରି ହତ୍ୟା କରାଯାଇଛି । ସେ ଏହା ମଧ୍ୟ କହିଛନ୍ତି ଏହି ମର୍ଡର ରେ ମହେଶ ଭଟ, ତାଙ୍କ ପ୍ରେମିକା ରିୟା ଚକ୍ରବର୍ତ୍ତୀ, ଘର ଚାକର ,ସୁଶାନ୍ତ ଙ୍କ ସାଙ୍ଗ ଆଦି ସାମିଲ ଅଛନ୍ତି ।