ଓଡ଼ିଆ ରେ ମାସ୍କକୁ କ’ଣ କୁହାଯାଏ ? ଆପଣ ଜାଣନ୍ତି କି, ଜାଣିଥିଲେ ମିଳିବ..

ଅମିତାଭ ବଚନଙ୍କୁ କିଏ ଅବା ନଜାଣେ ବଲିଉଡ ର 70-80 ଦଶକ ର ସୁପରଷ୍ଟାର ଅଟନ୍ତି, ଅମିତାଭ ବଚନ । ଅମିତାଭ ବଚନ ବଲିଉଡ ରେ ଜୀବିତ ଥିବା ବରିଷ୍ଠ ତାରକା ମଧ୍ୟରେ ଏକ ମାତ୍ର ଜୀବିତ ଥିବା ହିରୋ ଅଟନ୍ତି । ସେ ତାଙ୍କ ସମୟରେ ଅନେକ ହିଟ ଫିଲ୍ମ ମଧ୍ୟ ଦେଇଛନ୍ତି । କୌନ୍ ବନେଗା କରୋଡ଼ ପତି ଭଳି ଅମିତାଭ ବର୍ତ୍ତମାନ ଏକ ଫଟୋ ସୋସିଆଲ ମିଡ଼ିଆ ରେ ପୋଷ୍ଟ କରିଛନ୍ତି ।

ଅମିତାଭ ବଚ୍ଚନ ଏକ ଫଟୋ ମଧ୍ୟ ସେୟାର କରିଛନ୍ତି । ଅମିତାଭ ବଚ୍ଚନ ଏଥିରେ ମାସ୍କ ପିନ୍ଧିଛନ୍ତି । ତାଙ୍କର ମାସ୍କ ମଧ୍ୟ ବହୁତ ସ୍ୱତନ୍ତ୍ର । ଏହି ଛବିରେ, ବିଗ୍ ବି ଗୁଲାବୋ ସିତାବୋଙ୍କ ପୋଷ୍ଟର ସହିତ ମାସ୍କ ପିନ୍ଧିଥିବାର ନଜର ଆସିଛନ୍ତି । ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚାରେ ରହିଛନ୍ତି । ସେ ପ୍ରାୟତ ତାଙ୍କ ଫ୍ୟାନ ଙ୍କ ସହିତ ତାଙ୍କ ଜୀବନର ବିଶେଷ ମୁହୂର୍ତ୍ତ ଏବଂ ମଜାଳିଆ ପୋଷ୍ଟଗୁଡିକ ସେୟାର କରନ୍ତି । ଏଥି ସହିତ ବିଗ୍ ବି ଙ୍କର ଏକ ସ୍ୱତନ୍ତ୍ର ଶୋ ରେ ପୋଷ୍ଟ ସେୟାର ମଧ୍ୟ କରିଛନ୍ତି,ଏହି ପୋଷ୍ଟରେ ସେ ମାସ୍କର ହିନ୍ଦୀ ଅନୁବାଦ ବିଷୟରେ କହିଥିଲେ ।

ଫଟୋ ସେୟାର କରିବା ବେଳେ ଅମିତାଭ ବଚ୍ଚନ ଲେଖିଛନ୍ତି ବହୁ ପରିଶ୍ରମରେ ମାସ୍କ ଅନୁବାଦ ପାଇଲି । ନାକ ପାଇଁ ଅନୁକୂଳ ସଂରକ୍ଷଣ ପରଦା । ଏହାକୁ ହିନ୍ଦୀ ରେ ନାସା କବଚ ବୋଲି ମଧ୍ୟ କୁହାଯାଏ । ଅମିତାଭ ବଚ୍ଚନଙ୍କ ଏହି ପୋଷ୍ଟକୁ ସୋସିଆଲ ମିଡ଼ିଆ ରେ ବହୁତ ପସନ୍ଦ କରାଯାଇଛି । ଅମିତାଭ ଏଭଳି ମଜାଳିଆ ପୋଷ୍ଟ କରିବା ପ୍ରଥମ ଘଟଣା ନୁହେଁ । ବର୍ତ୍ତମାନ ଅମିତାଭ ବଚନ ଙ୍କ ଫିଲ୍ମ ରିଲିଜ ହୋଇଛି ।

କହିବାକୁ ଗଲେ ଅମିତାଭ ବଚ୍ଚନଙ୍କ ଚଳଚ୍ଚିତ୍ର ଗୁଲାବୋ ସୀତାବୋ ଆମାଜନ ପ୍ରାଇମରେ ପ୍ରସାରିତ ହୋଇଛି । ଏହି ଚଳଚ୍ଚିତ୍ରରେ ତାଙ୍କ ସହ ମୁଖ୍ୟ ଭୂମିକାରେ ଆୟୁଷ୍ମାନ ଖୁରାନା ନଜର ଆସିଛନ୍ତି । ସେମାନଙ୍କୁ ଖୁବ୍ ଶୀଘ୍ର ଫିଲ୍ମ ଫେସ୍,ଗୂଡ଼ ଏବଂ ବ୍ରହ୍ମାସ୍ତ୍ରରେ ଦେଖିବାକୁ ମିଳିବ ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।