ପୁଣି ବାତ୍ୟା ସମ୍ଭାବନା ! ପାଣିପାଗ ବିଭାଗ ତରଫରୁ ମିଳିଲା ସତର୍କ ସୂଚନା

ନମସ୍କାର ବନ୍ଧୁଗଣ । ପ୍ରତି ବର୍ଷ ଓଡିଶା ଓ ଭାରତରେ ବାତ୍ୟା ସମ୍ଭାବନା ସୃଷ୍ଟି ହେଉଛି । ଯାହା ଫଳରେ ଅନେକ ଜନ ଜୀବନ କ୍ଷତିଗ୍ରସ୍ତ ହେଉଛି । ବାତ୍ୟାର ପ୍ରଭାବ ଏତେ ଅଧିକ ରହୁଛି ଯାହା ପାଇଁ ନାହିଁ ନ ଥିବା ଅସୁବିଧାର ସମୁଖିନ୍ନ ହେଉଛନ୍ତି ସାଧାରଣ ଲୋକେ । ତେବେ ସରକାରଙ୍କ ପକ୍ଷରୁ ସବୁ ପ୍ରକାରର ବ୍ୟବସ୍ଥା କରା ଯାଇଥିଲେ ମଧ୍ୟ କିଛି ନା କିଛି କ୍ଷତି ହେଉଛି ।

ତେବେ ବର୍ତ୍ତମାନ ସମୟରେ ଆଉ ଏକ ଖବର ଆସି ଅହଞ୍ଚି ବାତ୍ୟା କୁ ନେଇ । ବାତ୍ୟା କୁ ନେଇ ରହିଛି ନୂଆ ଅପଡେଟ । ଯାହା ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । ଆସନ୍ତୁ ଆଉ ଡେରି ନ କରିବା ଜାଣିବା ପୁରା ଖବର ବିଷୟରେ ବିସ୍ତାର ଭାବେ । ସୂଚନା ଅନୁଯାୟୀ ମାଡି ଆସୁଛି ବାତ୍ୟା । ପୁଣି ବାତ୍ୟା ବିପଦ । ଚଳିତ ସପ୍ତାହ ଶେଷ ଆଡକୁ କିମ୍ବା ଆସନ୍ତା ସପ୍ତାହ ଆରମ୍ଭରେ ଆଉ ଏକ ବାତ୍ୟା ଆସୁଛି । ଆରବ ସାଗର ରେ ସୃଷ୍ଟି ହେବାକୁ ଯାଉଛି ଲଘୁଚାପ କ୍ଷେତ୍ର ।

ଏହା ଆସନ୍ତା ସପ୍ତାହ ରେ ଅବପାତ ବା ବାତ୍ୟାର ସୁପ ନେଇପାରେ ବୋଲି ବୋଲି ପାଣିପାଗ ବିଜ୍ଞାନୀ ଆଶା କରୁଛନ୍ତି । ଯଦି ବାତ୍ୟା ହୁଏ ତା ହେଲେ ଏହାର ପ୍ରଭାବ ଓମାନ ରୁ ପାକିସ୍ତାନ ଓ ଉତ୍ତର-ପଶ୍ଚିମ ଭରତ ରେ ପଡିପାରେ ବୋଲି ପାଣିପାଗ ବିଜ୍ଞାନୀ ଅନୁମାନ କରିଛନ୍ତି । କିନ୍ତୁ ଭାରତରେ କଣ ପ୍ରଭାବ ପକାଇବ ସେ ନେଇ ଆଶଙ୍କା ବଢିଛି । ଅନ୍ୟ ପଟେ ୱିଣ୍ଡି ର ଅନୁମାନ ଯେ ଜୁନ 7 ବେଳକୁ ଉଭୟ ଆରବସାଗର ଓ ବଙ୍ଗୋପସାଗର ରେ ଘୂର୍ଣ୍ଣୀ ବଳୟ ହୋଇପାରେ ।

ଏହି ସିଷ୍ଟମ ଆଗକୁ ଘନୀଭୂତ ହେବ କି ନାହିଁ, ସାମୁଦ୍ରିକ ଝଡ ହେବ କି ନାହିଁ ତାହା ଏ ଯାଏଁ ସ୍ପଷ୍ଟ ହୋଇ ନାହିଁ । ତେବେ ଏ ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୌଣସି ପୂର୍ବ ଅନୁମାନ କରାଯାଇ ନାହିଁ । ଚଳିତ ସପ୍ତାହ ବା ଶେଷ ସପ୍ତାହ ରେ ବାତ୍ୟା ହେବାର ଅନୁମାନ କରିଛି ଭାରତୀୟ ପାଣିପାଗ ବିଜ୍ଞାନୀ ଜାସନ ନିକୋଲାସ । ଜୁନ 7 ବେଳକୁ ଆରବ ସାଗର ଓ ବଙ୍ଗୋପସାଗର ରେ ବାତ୍ୟା ହେବାର ସମ୍ଭାବନା ରହିଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।