ବଢିଲା କରୋନା ସଂକ୍ରମଣ, ପୁଣି ଆରମ୍ଭ ହେଲା Lockdown ଓ ସଟ ଡାଉନ…. କେଉଁଠି ଦେଖନ୍ତୁ

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଗତ ୨-୩ ବର୍ଷ ହେଲାଣି କୋରୋନା ସଂକ୍ରମଣ ଏତେ ମାତ୍ରା ରେ ବଢିଥିଲା କି ଅନେକ ସମସ୍ଯା ସୃଷ୍ଟି ହୋଇଥିଲା । ତେବେ ଚଳିତ ବର୍ଷ କୋରୋନା ସଂକ୍ରମଣ ପୁରା କମି ଯାଇଥିଲା ଆଉ ଲୋକ ମାନେ ମଧ୍ୟ ବିନା ମାସ ଆଉ କଟକଣା ରେ ଯାତାୟାତ କରୁଥିଲେ । ତେବେ ବର୍ତ୍ତମାନ କିକି ସମୟ ରେ କୋରୋନା ସଂକ୍ରମଣ କୁ ନେଇ ବଡ ଖବର ଆସି ପହଞ୍ଚି ଯାଇଛି ।

ସୂଚନା ଅନୁଯାୟୀ ପୁଣି କୋରୋନା କରିଲାଣି କଲବଲ ସାରା ଦେଶକୁ । ଧୀରେ ଧୀରେ ସଂକ୍ରମଣ ବଢୁ ଥିବା କାରଣରୁ କମ୍ପାନୀ ଗୁଡିକରୁ ଲୋକ ମାନେ ଲୁଚି ଘରକୁ ପଳାଉଛନ୍ତି । ଏମିତି କି କୋରୋନା ସଂକ୍ରମଣ ଭୟର ଭାବେ ବଧୁ ଥିବାରୁ ଅନେକ ସ୍ଥାନରେ ପ୍ରଶାସନ ପକ୍ଷ ରୁ ଲକ ଡାଉନ ଓ ସଟ ଡାଉନ ଘୋଷଣା କରା ଯାଇଛି । ତେବେ ଏମିତି ଭୟର ବାତାବରଣ ଖେଳି ଯାଇଛି ଚୀନ ରେ । ଚୀନ ରେ ପୁଣି ଫେରିଲାଣି କୋରୋନା ଆତଙ୍କ ।

ସଂକ୍ରମଣ ବ୍ୟାପୁ ଥିବାରୁ ଆତଙ୍କିତ ହେଲେଣି ଚୀନ ବାସୀ । ପୁଣି ଠାରେ ଲକ ଡାଉନ ଆରମ୍ଭ ହୋଇଥିବା ବେଳେ ସମସ୍ତଙ୍କୁ ମାସ ପିନ୍ଧିବା ବାଧ୍ୟତା ମୂଳକ କରା ଯାଇଛି । ଏମିତି କି ଯେଉଁ ଅଞ୍ଚଳ ରେ ଭୟ ଙ୍କର ଭାବେ କୋରୋନା ବ୍ୟାପୁଛି ସେଠାରେ ସଙ୍ଗେ ସଙ୍ଗେ ଲକ ଡାଉନ ଓ ସତ ଡାଉନ ଘୋଷଣା ହେଉଛି । କିନ୍ତୁ ହଠାତ କାହିଁକି ଏମିତି କୋରୋନା ସଂକ୍ରମଣ ବଢିଲା ସେ ନେଇ କୌଣସି ସୂଚନା ମିଳିପାରି ନାହି ।

ଏମିତି କି ସଂକ୍ରମଣ ବଢିବା କାରଣରୁ ଭିଡ ସ୍ଥାନ ସହ ରେଷ୍ଟୁରାଣ୍ଟ, ମଲ, ଧାର୍ମିକ ସ୍ଥାନ ଆଦିରେ କଟକଣା ଲଗାଇଛି ପ୍ରଶାସନ । କେବଳ ଏତିକି ନୁହେଁ ବରଂ ବିନା କୋରୋନା ଟେଷ୍ଟ ରେ ଘରୁ ଲୋକଙ୍କୁ ବାହାରିବାରେ କଟକଣା ଲଗା ଯାଇଛି । ହୁ ହୁ ହୋଇ ସଂକ୍ରମଣ ବଢୁ ଥିବାରୁ ଲୋକ ମାନେ ଗୃହ ବନ୍ଦୀ ଭାବେ ଘରେ ରହୁଛନ୍ତି । ଏହା ଉପରେ ଚାଈନା ରେ କୋରୋନା ସଂକ୍ରମଣ ସଂଖ୍ୟା ବଢିବା ଫଳରେ କାରୋବାର ଉପରେ ପ୍ରଭାବ ପଡୁଛି ।

ନିଜ ଜୀବନ ବଞ୍ଚାଇବା ପାଇଁ ଅନେକ କର୍ମଚାରୀ ମାନେ କମ୍ପାନୀ ରୁ କାମ ଛାଡି ଘରକୁ ପଲାଉ ଥିବାର ଦେଖା ଯାଇଛି । କଟକାନ ଭିତରେ ଆଇଫୋନ ଭଳି ବଡ ବଡ କମ୍ପାନୀ ର କର୍ମଚାରୀ ମାନେ ଲୁଚି ପଳାଇ ଯାଉଛନ୍ତି । ତେବେ ଚାଈନା ସରକାର ଗୁରୁତ୍ଵ ପୂର୍ଣ୍ଣ ବୈଠକ ଡାକି ବା ନେଇ ସୂଚନା ମିଳିଛି । ବୈଠକ ରେ କିଭଳି କୋରୋନା ସ୍ଥିତି ର ମୁକାବିଲା କରାଯିବ ଓ କେମିତି ସମସ୍ତେ ସୁରକ୍ଷିତ ରହିବେ ସେ ନେଇ ମାଷ୍ଟର ପ୍ଳାନ ପ୍ରସ୍ତୁତ ହେଉଥିବାର ସୂଚନା ମିଳିଛି । ତେବେ ପ୍ରତେକ ବର୍ଷ ଶିତ ଦିନ ଆରମ୍ଭରେ କୋରୋନା ସଂକ୍ରମଣ ବଢୁ ଥିବାରୁ ଚିନ୍ତା ବଢିଛି । ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।