ଆଜିର ରାଶିଫଳ, 3 ନଭେମ୍ବର 2022, ଗୁରୁବାର, ମା ଲକ୍ଷ୍ମୀଙ୍କ କୃପା ରହିବ ଏହି ୪ ଟି ରାଶି ଉପରେ, ଆର୍ଥିକ ସ୍ଥିତିରେ ହେବ ଉନ୍ନତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୩ ନଭେମ୍ବର ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆଜି ଆପଣଙ୍କ ଆୟ ର ସାଧନରେ ବୃଦ୍ଧି ହେବ । ଜୀବନ ସାଥିଙ୍କ ସ୍ୱାସ୍ଥ୍ୟ ରେ ସୁଧାର ଆସିବ । ବିଜେନ୍ସ କ୍ଷେତ୍ର ରେ ଗ୍ରହ ର ସ୍ଥିତି ଭଲ ରହିବ । ବିଜେନ୍ସ ବଢାଇବା ପାଇଁ ପାର୍ଟନରସିପ ଲାଭଦାୟକ ସାବ୍ୟସ୍ତ ହେବ । ପ୍ରଭାବଶାଳି ଓ ମହତ୍ଵ ପୂର୍ଣ୍ଣ ବ୍ୟକ୍ତିତ୍ବ ରେ ଆପଣଙ୍କର ବିକାଶ ହେବ । ଏଥିରେ ଆପଣଙ୍କୁ ଫାଇଦା ମିଳିବ । ଆପଣଙ୍କ ଜୀବନ ସାଥି ଆପଣଙ୍କର ପ୍ରଶଂସା କରିବେ । ବନ୍ଧୁ ଙ୍କ ସହଯୋଗ ମିଳିବ । ମାନ ସମ୍ମାନ ପ୍ରାପ୍ତି ହେବ ।

ବୃଷ ରାଶି : ଆଜି ସମ୍ପର୍କୀୟ ଙ୍କ ଠାରୁ ମତଭେଦ ଦୂର ହେବ । ଆକର୍ଷଣ ବଢିବ । ପରିବାର ର ସମସ୍ଯା ଦୂର ହେବ । ଆପଣଙ୍କୁ ଆଜି କାମ ର ଗତି ଉପରେ ଧ୍ୟାନ ଦେବାର ଜରୁରତ ଅଛି । ସମାଜରେ ମାନ ସମାନ ବୃଦ୍ଧି ହେବ । କୌଣସି ମନୋରଞ୍ଜନ ସମ୍ବଧି କାର୍ଯ୍ୟ ରେ ସମୟ ବ୍ଯତୀତ ହେବ । ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସହ ସମ୍ପର୍କ ଭଲ ରହିବ । କୌଣସି ସ୍ଥାନ କୁ ଯାତ୍ରା କରିବାର ଅବସର ପାଇବେ । ବ୍ୟାପାର ବାଣିଜ୍ୟ କ୍ଷେତ୍ରରେ ଲାଭବାନ ହେବେ ।

ମିଥୁନ ରାଶି : ମହତ୍ଵ ପୂର୍ଣ୍ଣ ମାମଲା ରେ ଆଜି ଆପଣଙ୍କୁ କୌଣସି ଯୋଜନା ବନାଇବାର ଆବଶ୍ୟକତା ଅଛି । ଉଧାର ଦେଇଥିବା ପଇସା ଆପଣଙ୍କୁ ଫେରି ମିଳିବ । ଆପଣଙ୍କୁ ସ୍ଵାଭାବିକ ଉଗ୍ରତା  ଓ ବାଣୀ ଉପରେ ସଂଯମ ରଖିବାର ଜରୁରତ ଅଛି । ଆପଣ ଦିନ ରେ ବ୍ୟସ୍ତ ରହିଲେ ବି ନିଜ ପାଇଁ ସମୟ ବାହାର କରିବେ । ଅବିବାହିତ ଲୋକଙ୍କ ପାଇଁ ବିବାହ ପ୍ରସ୍ତାବ ଆସିପାରେ । କୌଣସି କ୍ଷେତ୍ର ରୁ ଅଚାନକ ଧାନ ଲାଭ ହେବାର ଯୋଗ ରହିଛି ।

କର୍କଟ ରାଶି : ମିତ୍ର ବର୍ଗ ଙ୍କ ଠାରୁ ଆପଣଙ୍କ ଲାଭ ମିଳିବ । ଆପଣଙ୍କର ପଜେଟିଭ ବିଚାର ଅନ୍ୟ ମାନଙ୍କୁ ବି ଫାଇଦା ଦେଇପାରେ । ସ୍ୱାସ୍ଥ୍ୟ ମାମଲାରେ ଆପଣ ଫିଟ ରହିବେ । ନିଜକୁ ଆପଣ ଆହୁରି ଭଲ ରଖିବା ପାଇଁ ବ୍ୟାୟମ ଜାରି ରଖନ୍ତୁ । ଯଦି ଆପଣ ଘରୋଇ ଦାୟିତ୍ଵ କୁ ଅଣଦେଖା କରିବେ ତେବେ ଏମିତି କିଛି ଲୋକ ରାଗି ପାରନ୍ତି ଯିଏ ଆପଣଙ୍କ ସହଯୋଗ କରନ୍ତି । ସନ୍ଧ୍ଯା ସମୟରେ ବାହାରକୁ ବୁଲିବାକୁ ଯାଇ ପାରନ୍ତି ।

ସିଂହ ରାଶି : ଆଜି ଆପଣ କଥା କୁ ନେଇ ଅଳ୍ପ ଜିଦି କରିବେ । ଏହି ସ୍ଥିତି ଆପଣଙ୍କୁ ସମସ୍ୟାରେ ପକାଇ ପାରେ । କାର୍ଯ୍ୟ ସମ୍ବଧି  ଯାତ୍ରା ଓ ସହଯୋଗ ସାକାରାତ୍ମକ ପରିଣାମ ଦେବ । ମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟ ଭଲ ରହିବ । ଅଧିନସ୍ଥ ବ୍ୟକ୍ତି ତଥା ଚାକିରି ବର୍ଗ ରେ ଥିବା ଲୋକଙ୍କର ସମସ୍ଯା ଦୂର ହେବ । ସ୍ବଭାବରେ ଆପଣଙ୍କର ପରିବ୍ରତ୍ତାନ ହୋଇପାରେ । ମନରେ ଅସାନ୍ତି ଭାବ ରହିବ । ଆଜି ଆପଣଙ୍କର ବ୍ୟବସାୟରେ ବାଧା ଦୂର ହେବ । ପାର୍ଟି ବ ପିକନିକ ର କାର୍ଯ୍ୟ କ୍ରମ କରିବେ ।

କନ୍ୟା ରାଶି : ଆପଣଙ୍କ ମଧ୍ୟ ରୁ କିଛି ଲୋକ ପ୍ରଭାବଶାଳି ବ୍ୟକ୍ତି ଙ୍କ ସହ ସମ୍ପର୍କ ସ୍ଥାପିତ କରିବେ । ଆଜି ଆପଣ ନିଜ ପାଇଁ ସମୟ ବାହାର କରିବେ । ନିଜର ବ୍ୟକ୍ତିତ୍ବ ଓ ରଙ୍ଗ ରୂପ ରେ ବେହତର ବନାଇବାର ଚେଷ୍ଟା ସନ୍ତୋଷ ଜନକ ସାବ୍ୟସ୍ତ ହେବ । ଏହା ଆପଣଙ୍କ ପୁରା ବୈବାହିକ ଜୀବନ ରେ ସବୁଠାରୁ ଅଧିକ ସ୍ନେହ ପୂର୍ଣ୍ଣ ଦିନ ମଧ୍ୟରୁ ଗୋଟେ ହୋଇପାରେ । ଶାରୀରିକ ରୂପ ରେ ନିଜକୁ ସ୍ଵସ୍ଥ ଅନୁଭବ କରିବେ । ଅନାଥଳାୟ ରେ ଯାଇ ପିଲାଙ୍କୁ କିଛି ଖାଦ୍ୟ ଖାଇବାକୁ ଦିଅନ୍ତୁ ।

ତୁଳା ରାଶି : ଆଜି ଆପଣଙ୍କର ଆର୍ଥିକ ଯୋଜନା ର ଅବସର ମିଳିବ । କିନ୍ତୁ ବିରୋଧୀ ସକ୍ରିୟ ରହିବେ । ସାମାଜିକ ସମାରୋହ ରେ ପରିବାର ସହ ସାମିଲ ହେବାର ଭଲ ଅନୁଭବ ରହିବ । ଶତ୍ରୁ ମାନେ ସକ୍ରିୟ ହୋଇ ପାରନ୍ତି । କିଛି ବନ୍ଧୁ ଆପଣଙ୍କୁ ଗୁପ୍ତ ଭାବେ ସାହାଜ୍ଯ କରିବେ । ଆପଣଙ୍କର ଭଲ ସମୟ ଚାଲିଛି । ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସହ ଦୂର ସ୍ଥାନକୁ ଅଯାତ୍ରା କରିବେ । ଧାର୍ମିକ କାର୍ଯ୍ୟ ରେ ଆଗ୍ରହୀ ହେବେ ।

ବିଛା ରାଶି : ଶିକ୍ଷା ପ୍ରତିଯୋଗୀତା କ୍ଷେତ୍ର ରେ ଚାଲିଥିବା ପ୍ରୟାସ ଫଳପ୍ରଦ ରହିବ । ଚାକିରି ରେ ପଦୋନ୍ନତି ହେବାର ଯୋଗ ରହିଛି । ଆୟ ରେ ବୃଦ୍ଧି ହେବାର ସମ୍ଭାବନା ରହିଛି । ରିୟଲ ସମ୍ବଧି ନିବେଶ ଆପଣଙ୍କୁ ଭଲ ଫାଇଦା ଦେଇପାରେ । ପ୍ରେମ କ୍ଷେତ୍ରରେ ଆପଣଙ୍କୁ ବଡ ସଫଳତା ମିଳିବ । ଏହି ରାଶିର ଲୋକ ମାନେ ନିଜ ସମୟର ସଠିକ ଉପଯୋଗ କରନ୍ତୁ । ନଚେତ କିଛି ଲୋକଙ୍କ ସହ ଆପଣଙ୍କର ସମ୍ପର୍କ ଖରାପ ହୋଇପାରେ । ସେଥି ପ୍ରତି ଧ୍ୟାନ ରଖନ୍ତୁ ।

ଧନୁ  ରାଶି : ସମାଜରେ ଆପଣଙ୍କ ମାନ ସମାନ ବଢିବ । ଦାଂପତ୍ଯ ଜୀବନରେ ସ୍ଵାମୀ ଓ ସ୍ତ୍ରୀଙ୍କ ଭିତରେ ଦୃଢ ସମ୍ପର୍କ ରହିବ । ଦୁହେଁ ପରସ୍ପର ସହ ଅଧିକ ସମୟ ଅତିବାହିତ କରିବେ । ଆପଣ କୌଣସି ଧାର୍ମିକ କାର୍ଯ୍ୟରେ ନିଜକୁ ବ୍ୟସ୍ତ ରଖିବେ । ପରିବାର ଲୋକଙ୍କୁ ଅଧିକ ସମୟ ଦେବାକୁ ଚେଷ୍ଟା କରନ୍ତୁ । ନିଜ ସ୍ଵାସ୍ଥ୍ୟର ଧ୍ୟାନ ରଖନ୍ତୁ । କୌଣସି ଅନୁଭବି ଲୋକଙ୍କ ଠାରୁ ପରାମର୍ଶ ନିଅନ୍ତୁ । ଏହି ରାଶିର ଲୋକ ମାନଙ୍କର ଚେଷ୍ଟାରେ ସଫଳତା ମିଳିପାରେ । ବିଦେଶରେ କାମ କରିବାକୁ ଆଜି ଆପଣଙ୍କୁ ସୁଯୋଗ ମିଳିବ ।

ମକର ରାଶି : ଆଜି ଆପଣ କୌଣସି କାରଣରୁ ମାନସିକ ଚିନ୍ତାରେ ରହିବେ ଯାହା ଆପଣଙ୍କ ଶରୀର ଉପରେ ଖରାପ ପ୍ରଭାବ ପଡିପାରେ । ସେଥି ପ୍ରତି ଧ୍ୟାନ ଦେବେ । ସାମାଜିକ କ୍ଷେତ୍ରରେ ଆପଣଙ୍କର କୌଣସି କଥାକୁ ନେଇ ଆପଣ ପ୍ରଶଂସା ପାଇବେ । ଏହି ରାଶିର ଲୋକ ମାନଙ୍କର ଦାଂପତ୍ଯ ଜୀବନରେ ସ୍ଵାମୀ ଓ ସ୍ତ୍ରୀଙ୍କ ସମ୍ପର୍କରେ ମଧୁରତା ଆସିବ । କର୍ମ କ୍ଷେତ୍ରରେ ଆପଣଙ୍କ ଦକ୍ଷତାର ପରୀକ୍ଷା କରାଯିବ । ସେହି ପରୀକ୍ଷାରେ ଆପଣ ସଫଳ ମଧ୍ୟ ହେବେ । ପରିବାର ଲୋକଙ୍କ ସହ କୌଣସି ସମାରୋହରେ ଯୋଗ ଦେବେ ।

କୁମ୍ଭ ରାଶି : ଏହି ରାଶିର ଲୋକ ମାନେ ଅଫିସରେ ନିଜର ଦଖ୍ୟାତା ପାଇଁ ପ୍ରଶଂସା ପାଇବେ । ସାଙ୍ଗ ସାଥିଙ୍କ ସହ ଅଧିକ ସମୟ ବିତାଇବେ । ଆର୍ଥିକ ଖର୍ଚ୍ଚରୁ ନିଜକୁ ବଞ୍ଚାଇ ରଖନ୍ତୁ । ଦୁଖୀ ଗରିବଙ୍କୁ ସାହାଜ୍ଯ କରନ୍ତୁ । ଛାତ୍ରମାନେ ନିଜ ପରୀକ୍ଷାରେ ସଫଳ ହେବେ । ଆଜି ଆପଣଙ୍କ କୌଣସି ଜିନିଷ ଚୋରି ହୋଇପାରେ । ସେଥି ପ୍ରତି ଧ୍ୟାନ ଦିଅନ୍ତୁ । ବିଦେଶକୁ ଯାତ୍ରା କରିବାର ଆଶଙ୍କା ରହିଛି । ନିଜ ସ୍ଵାସ୍ଥ୍ୟର ଯତ୍ନ ନିଅନ୍ତୁ ।

ମୀନ ରାଶି : ଏହି ରାଶିର ଲୋକ ମାନେ ନିଜ କାମରେ ବ୍ୟସ୍ତ ରହିବେ । ଆପଣ ନିଜ ସମ୍ପତି ଜଡିତ କୌଣସି କାମରେ ମାନସିକ ଚିନ୍ତାରେ ରହିବେ । ନିଜ ପରିବାର ଲୋକଙ୍କ ସହ କୌଣସି ସମାରୋହରେ ଯୋଗ ଦେବେ । ଆଜି ଆପଣଙ୍କର ଆର୍ଥିକ ସ୍ଥିତି ଭଲ ରହିବ । ମହିଳାମାନେ ନିଜ ଘରର କୌଣସି କାମକୁ ନେଇ ବ୍ୟସ୍ତ ରହିବେ । । ସନ୍ତାନମାନଙ୍କ କାରଣରୁ ଆପଣ କୌଣସି ଖୁସି ଖବର ପାଇ ପାରନ୍ତି ।  ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।