ପୁଞ୍ଚରେ 5 ଜଣ ଭାରତୀୟ ଯବାନ ଶହୀଦ ହେବା ପରେ ଏବେ ସାରା ଭାରତ ପ୍ର-ତି-ଶୋ-ଧ ନିଆଁରେ ଜଳୁଛି । ଶହୀଦ ଯବାନଙ୍କ ପରିବାରର ଦୃଶ୍ୟ ଦେଖିଲେ ହୃଦୟ ଫାଟି ପଡିବ । ଯାହା ଦେଖି ସମସ୍ତଙ୍କ ମନ କେବଳ ପ୍ର-ତି-ଶୋ-ଧ-ର କଥା କହୁଛି । ଆତଙ୍କବାଦୀଙ୍କ ଠାରୁ ପ୍ରତିଶୋଧ ନେବା ପାଇଁ ସାରା ଭାରତ ଚାହିଁ ବସିଛି । କାରଣ ସେମାନେ ଆମ ଠାରୁ 5 ଜଣ ବୀରପୁତ୍ରଙ୍କୁ ଛଡେଇ ନେଇଛନ୍ତି । ଆଜ୍ଞା ହଁ। ପୁଞ୍ଚରେ ଆ-ତ-ଙ୍କ-ବା-ଦୀ ଆ-କ୍ର-ମ-ଣ ପୁରା ଦେଶକୁ ଦୋହଲାଇ ଦେଇଛି ।
ଓଡିଶା ପୁଅ ଦେବାଶିଷ ବିଶ୍ଵାଳଙ୍କ ଭଳି ଆହୁରି ଅନ୍ୟ ଚାରିଜଣ ଯବାନ ଏହି ଆ-କ୍ର-ମ-ଣ-ରେ ଶହୀଦ ହୋଇଛନ୍ତି । ଏହାରି ଭିତରେ ପ୍ର-ତି-ଶୋ-ଧ ପାଇଁ ଆରମ୍ଭ ହୋଇଛି ପ୍ଳାନ । ଭାରତୀୟ ସେନା ଏବେ ପ୍ର-ତି-ଶୋ-ଧ ନେବା ପାଇଁ ଚାହିଁ ରହିଛି । ସର୍ଜିକାଲ ଷ୍ଟ୍ରାଇକ ଏବଂ ଏୟାର ଷ୍ଟ୍ରାଇକ ଭଳି ଶତ୍ରୁ ଘରେ ପଶି ଶତ୍ରୁଙ୍କୁ ମା-ରି-ବା-କୁ ଚାଲିଛି ଭିତିରିଆ ଯୋଜନା । କୁହାଯାଉଛି କି କେତେବେଳେ ବି ପାକିସ୍ତାନ ଉପରେ ଆ-କ୍ର-ମ-ଣ ହୋଇପାରେ ।
ପିଓକେ ଭିତରେ ଲୁଚି ରହି ଆ-ତ-ଙ୍କ-ବା-ଦୀ ମାନେ ଯେଉଁ ସାମ୍ରାଜ୍ୟ ଗଢିଛନ୍ତି ତାକୁ ଧୂଳିସାତ କରିବାକୁ ଭାରତ ଲାଗି ପଡିଛି । ଏଥିପାଇଁ ଭାରତୀୟ ସେନାର ଶକ୍ତିଶାଳୀ କମାଣ୍ଡୋ ମାନେ ନିୟୋଜିତ ହୋଇଛନ୍ତି । ପାରା ମିଲିଟାରୀ ସେକ୍ଟରରୁ ଆରମ୍ଭ କରି ବିଭିନ୍ନ ସେକ୍ଟରରୁ ଆସିଛନ୍ତି ଶକ୍ତିଶାଳୀ କମାଣ୍ଡୋ । ଯେଉଁ ମାନଙ୍କ ତଥ୍ୟକୁ ଲୁଚାଇ ରଖିଛି ଭାରତୀୟ ସେନା । ବହୁତ କମ୍ ଦିନ ଭିତରେ ପିଓକେ ଭିତରେ ଆ-କ୍ର-ମ-ଣ କରିପାରେ ଭାରତ ।
ଆ-ତ-ଙ୍କ-ବା-ଦୀ ମାନେ ଯେଉଁ ଏରିଆରୁ ଆସିଥିଲେ ସେହି ଏରିଆ ଉପରେ ପ୍ରଥମ ନଜର ରଖିଛି ଭାରତୀୟ ସେନା । ପ୍ରଥମେ ସେମାନଙ୍କୁ ମା-ରି-ବା ପରେ ଅନ୍ୟ ଆ-ତ-ଙ୍କ-ବା-ଦୀ-ଙ୍କୁ ମା-ରି-ବ ଭାରତୀୟ ସେନା । ପାକିସ୍ତାନରେ ସାମ୍ରାଜ୍ୟ ବିସ୍ତାର କରିଥିବା ଆ-ତ-ଙ୍କ-ବା-ଦୀ-ଙ୍କ ଭାଗ୍ୟରେ କେତେବେଳେ ମୃ-ତ୍ୟୁ ଆସିବ କି ବା କହିବ ! ଭାରତୀୟ ସେନା ଯେକୌଣସି ମୂହୁର୍ତ୍ତରେ ମୃ-ତ୍ୟୁ ହୋଇ ବର୍ଷିବ ବୋଲି କୁହାଯାଉଛି । ଯେଉଁଥି ପାଇଁ ଏବେ ଭୟରେ ଥରୁଛନ୍ତି ଆ-ତ-ଙ୍କ-ବା-ଦୀ ସଂଗଠନ ଗୁଡିକ ।
ତୁମେ ଆମର 5 ମା-ରି-ଲେ ଆମେ ତୁମର 50 ମା-ରି-ବୁ । ରକ୍ତର ପ୍ର-ତି-ଶୋ-ଧ କେବଳ ରକ୍ତରେ ନେବେ ବୋଲି ଯୋଜନାରେ ଲାଗି ପଡିଛି ଭାରତୀୟ ସେନା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।