ପୂଜାଘରେ ଦିଆସିଲି ରଖୁଛନ୍ତି କି ? ଏପରି କରୁଥିବା ମହିଳା ନିଶ୍ଚୟ ଜାଣି ରଖନ୍ତୁ ଏହି ଭୟାନକ ସତ୍ୟତା, ଶୀଘ୍ର ଦେଖନ୍ତୁ

ବନ୍ଧୁଗଣ ପ୍ରତେକ ବ୍ୟକ୍ତିଙ୍କ ଘରେ ଠାକୁର ଘରେ ରହିଥାଏ । ଠାକୁର ଘର ଗୃହର ମୁଖ୍ୟ ସ୍ଥାନ ହୋଇଥାଏ ଯେଉଁଠୁ ଆମକୁ ସାକାରାତ୍ମକ ଊର୍ଜା ପ୍ରାପ୍ତ ହୋଇଥାଏ । ତେଣୁ ଗୃହରେ ଠାକୁର ଘର କରିବା ସମୟରେ ବାସ୍ତୁ ଅନୁଯାୟୀ କରିବା ଉଚିତ । ପୂଜା ଘରକୁ ପରିବାରର ରୀତିନୀତି ଅନୁଯାୟୀ ଆମେ ସଜାଇଥାଉ ଓ ସେଥିରେ ଆରାଧ୍ୟ ଦେବିଦେବାଙ୍କୁ ରଖିଥାଉ । ଏମିତିକି ପ୍ରିୟା ବ୍ୟକ୍ତିଙ୍କ ଦେବିଦେବତାଙ୍କ ମୂର୍ତି ମଧ୍ୟ ଘରେ ସ୍ଥାପନ କରାଯାଇ ପୂଜା କରାଯାଏ । ଏହା ଦ୍ଵାରା ପୂଜା ଘରେ ଦେବିଦେବତାଙ୍କ ସଂଖ୍ୟା ବଢିଯାଏ । କିନ୍ତୁ ଏହା ସଂପୂର୍ଣ୍ଣ ଭୁଲ ଅଟେ ।

କାରଣ ପୂଜା ଘରେ ଦେବିଦେତାଙ୍କ ସଂଖ୍ୟା ସମିତି ହେବା ଉଚିତ । ଆଜି ଆମେ ଆପଣଙ୍କୁ ପୂଜାଘରେ ବାସ୍ତୁ ଅନୁଯାୟୀ କେଉଁ ସବୁ ନିୟମ ରହିଥାଏ ସେହି ବିଷୟରେ କହିବାକୁ ଯାଉଛୁ । ୧- ବାସ୍ତୁ ଶାସ୍ତ୍ର ଅନୁଯାୟୀ ପୂଜା ଘରେ ମନିଦ୍ରକୁ ସର୍ବଦା ସଫା ସୁତୁରା ରଖିବା ଉଚିତ । ଠାକୁର ଘରକୁ କେବେ ବି ଅପରିଷ୍କାର ରଖିବା ଉଚିତ ନୁହେଁ । ଚପଲ ବା ଜୋତା ପିନ୍ଧି କି କେବେ ପୂଜା ଘରକୁ ଯିବା ଉଚିତ ନୁହେଁ ।

୨- ପୂଜା ଘରର କବାଟ ଦକ୍ଷିଣ ଦିଗକୁ ରହିବା ଉଚିତ ନୁହେଁ କାରଣ ଦକ୍ଷିଣ ଦିଗ ଯମରାଜଙ୍କ ଦିଶା ହୋଇଥାଏ । ଏମିତିକି ଭଗବାନଙ୍କୁ ଅର୍ପଣ ହୋଇଥିବା ଦୀପ ମଧ୍ୟ ଦକ୍ଷିଣ ଦିଗକୁ ମୁହଁ କରି ରଖିବା ଅନୁଚିତ । ଏହି ପ୍ରାକାରରେ ଦେବିଦେବତାଙ୍କ ମୁଖ ଦକ୍ଷିଣ ଦିଗକୁ କିମ୍ବା ଆମନାସାମନା ରହିବା ଅନୁଚିତ ।

୩- ବାସ୍ତୁ ଅନୁଯାୟୀ ପୂଜା ଘରେ ନାଚୁଥିବା ଗଣେଶ ଓ ଠିଆ ହୋଇଥିବା ଭଗବାନଙ୍କ ମୂର୍ତ୍ତି ରଖିବା ଉଚିତ ନୁହେଁ । ତାଣ୍ଡବ କରୁଥିବା ମହାଦେବଙ୍କ ମୂର୍ତ୍ତି, ହନୁମାନ ବା ମାତା ରାଣୀଙ୍କ ରୌଦ୍ର ରୂପର ଫୋଟୋ ପୂଜା ଘରେ ରଖିବା ଅନୁଚିତ । କୌଣସି ଭଗବାନଙ୍କ ଶାନ୍ତ ବା ବସିଥିବା ମୂର୍ତ୍ତି ସ୍ଥାପନ କରିବା ଉଚିତ ।

୪- ପୂଜା ଘରେ ଦେବିଦେତଙ୍କ ଖଣ୍ଡିତ ମୂର୍ତ୍ତି ରଖିବା ଉଚିତ ନୁହେଁ । ପୂଜା ଘରେ ପିତୃ ପୁରୁଷଙ୍କ ଫୋଟୋ ଦେବିଦେବତାଙ୍କ ପାଖରେ ରଖିବା ଉଚିତ ନୁହେଁ । ଏହା ଅଶୁଭ ହୋଇଥାଏ । କୌଣସି ଦେବତାଙ୍କ ଏକରୁ ଅଧିକ ମୂର୍ତ୍ତି ରଖିବା ଉଚିତ ନୁହେଁ ।

୫- ଘରେ ଦୁଇ ଇଞ୍ଚରୁ ଶିବଲିଙ୍ଗ ରଖିବା ଉଚିତ ନୁହେଁ । ପ୍ରଭୁ ହନୁମାନଙ୍କ ମୂର୍ତ୍ତି ଏମିତି ଆଣନ୍ତୁ ଯିଏ ବସିଥିବା ଅବସ୍ଥାରେ ଆଶୀର୍ବାଦ ରୂପରେ ଥିବେ । ପୂଜା ଘରେ ରଖାଯାଇଥିବା ମୂର୍ତ୍ତି ମାନଙ୍କ ମଧ୍ୟରେ ଦୂରତା ରହିବା ଉଚିତ ।

୬- ଘରେ ମା କାଳୀ, ଭୈରବଙ୍କ ମୂର୍ତ୍ତି ରଖିବା ବର୍ଜିତ ଅଟେ । ପୂଜା ଘରେ ସୂର୍ଯ୍ୟଦେବ, ଭଗବାନ ଗଣେଶ, ମା ପାର୍ବତୀ, ବିଶୁଣୁ ଓ ମହଦେବଙ୍କ ମୂର୍ତ୍ତି ନିଶ୍ଚୟ ରଖନ୍ତୁ ।

୭- ପୂଜା ଘରେ ବାସୀ ଫୁଲ, ଜାଲିଥିବା ଦିଆସିଲି ଆଦି ରଖିବା ଉଚିତ ନୁହେଁ । ପୂଜା ଘରେ ଅସଜଡା ହୋଇଥିବା ବା ଜଳିଥିବା ଦିଆସିଲି ରଖିବା ଅନୁଚିତ । କୌଣସି କାଗଜ ବା କନାରେ ଦିଆସିଲି ରଖିବା ଉଚିତ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।