ଯେତେ ଧନୀ ହୋଇଥାନ୍ତୁ ନା କାହିଁକି ପୂଜାଘରେ ଭୁଲରେ ବି ରଖନ୍ତୁ ନାହିଁ ଏହି 3 ଜିନିଷ, ନହେଲେ ଅକାଳରେ ମାଡି ବସିବ ଗରିବୀ, ଦେଖୁ ଦେଖୁ ହୋଇଯିବେ କାଙ୍ଗାଳ !

ବନ୍ଧୁଗଣ ପ୍ରତେକ ବ୍ୟକ୍ତି ନିଜ ଘରେ ମନ୍ଦିର ଅବଶ୍ୟ ତିଆରି କରିଥାନ୍ତି । ଯାହା ଭିତରେ ସେମାନେ ନିଜର ପ୍ରିୟ ଦେବୀଦେବତା ଙ୍କ ସହ ଜଡିତ ଅନେକ ମହତ୍ଵ ପୂର୍ଣ୍ଣ ସାମଗ୍ରୀ ରଖିଥାନ୍ତି । ଯେମିତିକି ଠାକୁରଙ୍କ ଫୋଟୋ, ପୂଜା ସାମଗ୍ରୀ ଇତ୍ୟାଦି ଜିନିଷ ରଖାଯାଏ । ଶାସ୍ତ୍ର ଅନୁଯାୟୀ ଠାକୁର ଘରେ ଯେତିକି ଜିନିଷ ରଖିବା ଫଳଦାୟୀ ହୋଇଥାଏ ଠିକ ସେତିକି କିଛି ଜିନିଷ ରଖିବା ଦ୍ଵାରା ଅମଙ୍ଗଳକାରି ଓ ଶୁଭ ହୋଇଥାଏ । ଯାହା ପାଇଁ ଘରେ ନେଗେଟିଭ ବୃଦ୍ଧି ପାଇଥାଏ । ଆଜି ଆମେ ଆପଣଙ୍କୁ ପୂଜା ଘରେ କେଉଁ ଜିନିଷ ରଖିବା ଉଚିତ ଓ କେଉଁ ଜିନିଷ ରଖିବା ଅନୁଚିତ ସେହି ବିଷୟରେ କହିବାକୁ ଯାଉଛୁ ।

୧- ଦୀପ ଦାନ : ଭାରତର ପରମ୍ପରା ମାଟି ସହ ଯୋଡି ହୋଇ ରହିଛି । ଏଥିପାଇଁ ମନ୍ଦିରରେ ପାରମ୍ପରିକ ମାଟିର ଦୀପ ରହିବା ଆଉଚିତ । ଭଗବାନଙ୍କ ଆସ୍ଥା ପାଇବାକୁ ହେଲେ ଉପବାସ ରହି ଗୁଡ ଓ ଘିଅ ର ଦୀପ ଦାନ କରିବା ଉଚିତ । ଏମିତି କରିବା ଦ୍ଵାରା ଘରେ ସୁଖ ଶାନ୍ତି ବୃଦ୍ଧି ପାଇଥାଏ ।

୨- ସ୍ଵସ୍ତିକ : ଘରର ପୂଜା ଘରେ ସ୍ଵସ୍ତିକ ରହିବା ନିହାତି ଜରୁରୀ ଅଟେ । କାରଣ ଏହା ଦ୍ଵାରା ଗୃହରେ ଶକ୍ତି, ସୌଭାଗ୍ୟ, ସମୃଦ୍ଧି, ଶୁଭତା ଆସିଥାଏ । ଏହି ମୁଖ୍ୟ କାରଣରୁ କୌଣସି ଶୁଭ କାର୍ଯ୍ୟ କରିବା ଆଗରୁ ସ୍ଵସ୍ତିକ ଚିହ୍ନ ଆଣିକିବା ଉଚିତ ।

୩- କଳସ : ଭଗବାନ କୃଷ୍ଣଙ୍କ ମତରେ ସୁଖ ସମୃଦ୍ଧିର ପ୍ରତୀକ ହେଉଛି କଳସ । ପୂଜା ଘରେ କୁଙ୍କୁମରେ ଅଷ୍ଟ କଳସର ଆକୃତି କରି ସେଥିରେ ଏହି ମଙ୍ଗଳ କଳସ ରଖିଲେ ଘରେ ସୁଖ ସମୃଦ୍ଧି ଓ ଐଶ୍ଚର୍ଜ୍ୟ ପ୍ରାପ୍ତି ହୋଇଥାଏ ।

୪- ଶଙ୍ଖ : ବହୁତ କମ ଲୋକେ ଜାଣିଥାନ୍ତି ଶଙ୍ଖ ର ଉତପତି ସମୁଦ୍ର ମନ୍ଥରୁ ୧୪ ରତ୍ନ ସହ ହୋଇଥିଲା । ଏହି କାରଣରୁ ମା ଲକ୍ଷ୍ମୀଙ୍କ ଅତ୍ୟନ୍ତ ପ୍ରିୟ ହୋଇଥାଏ । ଏହାର ଧ୍ୱନିରୁ ପଜେଟିଭ ଊର୍ଜା ହୋଇଥାଏ । ତେଣୁ ପୂଜା ଘରେ ଶଙ୍ଖ ରହିବା ଉଚିତ ।

୫- ଘଣ୍ଟି : ପୂଜା ଘରେ ଘଣ୍ଟି ନିଶ୍ଚୟ ରଖାଯାଏ କାରଣ ଏହା ଶୁଭ ହୋଇଥାଏ । ଘଣ୍ଟି ର ଶବ୍ଦରେ ଘରର ବାତାବରଣ ସୁଧ ଓ ପବିତ୍ରତା ବନିଯାଏ । ଯେଉଁ ଘରେ ପୂଜା ସମୟରେ ଘଣ୍ଟି ବଜାଯାଏ ସେଠରୁ ନେଗେଟିଭ ଶକ୍ତି ଦୂର ହୋଇଯାଏ ।

୬- ଗଣେଶଙ୍କ ବିଷମ ମୂର୍ତ୍ତି : ପୂଜା ଘରେ ଗଣେଶଙ୍କ ମୂର୍ତ୍ତି ୧ଟି, ୩ଟି ବ ୫ଟି ରଖିବା ଉଚିତ ନୁହେଁ । ଦୁଇଟି ମୂର୍ତ୍ତି ରଖିଲେ ଶୁଭ ମାନାଯାଇଥାଏ । ଗୃହର ମୁଖ୍ୟ ଦ୍ଵାରର ଭିତର ପଟକୁ ମୁଖ କରି ଗଣେଶଙ୍କ ମୂର୍ତ୍ତି ଲଗାଇବା ଉଚିତ ।

୮- ଭାଙ୍ଗି ଯାଇଥିବା ଚାଉଳ : ପୂଜା ଘରେ କେବେ ବି ଭାଙ୍ଗି ଯାଇଥିବା ଚାଉଳ ବା ପୁରୁଣା ହୋଇଥିବା ଚାଉଳ ରଖିବା ଉଚିତ ନୁହେଁ । ଏହା ନେଗେଟିଭ ଊର୍ଜା ଆଣିଥାଏ ।

୯- ପିତୃପୁରୁଷଙ୍କ ଫୋଟୋ : ପୂଜା ଘରେ ପିତୃପୁରୁଷଙ୍କ ଫୋଟୋ ରଖିବା ଅଶୁଭ ମାନଯାଏ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।