GK Questions and Answers: ପୁଅଟି ଝିଅର ନାଁ ପଚାରିଲା ତ ଝିଅଟି ଜବାବ ଦେଲା 311211, ତେବେ କୁହ ତ ଝିଅଟିର ନାଁ କଣ ? 99 % ହେଲେ ଫେଲ

ଯଦି ଆପଣ GK ପଢିବାକୁ ପସନ୍ଦ କରନ୍ତି ବା କୌଣସି କମ୍ପିଟେଟିଭ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି, ତେବେ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ କିଛି ପ୍ରଶ୍ନ ଓ ତାର ଉତ୍ତର ମଧ୍ୟ । ଯାହା ଆପଣଙ୍କ ସାଧାରଣ ଜ୍ଞାନକୁ ଆହୁରି ବଢେଇ ଦେବ ।

ଅନେକ ସମୟରେ ପିଲାମାନେ ଏକ ସାମାନ୍ଯ ପ୍ରଶ୍ନ ପାଇଁ ଇଣ୍ଟରଭ୍ୟୁରେ ଫେଲ ହୋଇଯାଆନ୍ତି । ତେଣୁ ଆପଣଙ୍କ ସୁବିଧା ନିମନ୍ତେ ଆମେ ଅତି ସାଧାରଣରୁ ଜଟିଳ ପର୍ଯ୍ୟନ୍ତ ପ୍ରଶ୍ନ ଓ ଉତ୍ତର ଗୁଡିକ ଆପଣଙ୍କୁ ପାଇଁ ନେଇ ଆସିଛୁ । ତେବେ ଚାଲନ୍ତୁ ଆରମ୍ଭ କରିବା ।

୧- ଭାରତର ସବୁଠୁ ଅଧିକ ଜଙ୍ଗଲ ଥିବା ରାଜ୍ୟ କେଉଁଟି?
ଉ: ମଧ୍ୟପ୍ରଦେଶ

୨-ଇଣ୍ଡିଆ ଗେଟ୍ ର ନିର୍ମାଣ କେବେ ହୋଇଥିଲା?
ଉ: ୧୯୩୧ ମସିହାରେ

୩- ଅନ୍ତରୀକ୍ଷକୁ ଯାଇଥିବା ପ୍ରଥମ ଭାରତୀୟ କିଏ?
ଉ: ରାକେଶ ଶର୍ମା

୪- କିଏ ଭାରତ ଛାଡ଼ ଆନ୍ଦୋଳନର ଆରମ୍ଭ କରିଥିଲେ?
ଉ: ମହାତ୍ମା ଗାନ୍ଧୀ

୫- ସଂସଦର ପ୍ରଥମ ସଦନ କଣ ଅଟେ?
ଉ: ଲୋକସଭା

୬- କ୍ୟାଲେଣ୍ଡର ର ଆବିଷ୍କାର କିଏ କରିଥିଲେ?
ଉ: ବିକ୍ରମାଦିତ୍ୟ

୭- କେଉଁ ଦେଶରେ ସବୁଠୁ ଅଧିକ ତମାଖୁ ଉତ୍ପାଦନ ହୋଇଥାଏ?
ଉ: ଚୀନ

୮- କେଉଁ ଗ୍ରାହକ ସନ୍ଧ୍ୟା ତାରକା କୁହାଯାଏ?
ଉ: ଶୁକ୍ର ଗ୍ରହ

୯- ଘାଟିର ସହର କାହାକୁ କୁହାଯାଏ?
ଉ: ବାରାଣସୀ

୧୦- ଭାରତ ସବୁଠାରୁ ପ୍ରଶସ୍ଥ ନଦୀ କଣ ଅଟେ?
ଉ: ବ୍ରହ୍ମପୁତ୍ର

୧୧- କିଏ ମୁଦ୍ରାରାକ୍ଷସର ରଚନା କରିଥିଲେ?
ଉ: ବିଶାଖଦତ୍ତ

୧୨- ଦୁନିଆର ସବୁଠୁ ଗରମ ଦେଶ କଣ ଅଟେ?
ଉ: ଲିବିଆ

୧୩- ମିନି ପଞ୍ଜାବ କାହାକୁ କୁହାଯାଏ?
ଉ: କାନାଡା

୧୪- ସବୁଠୁ ଅଧିକ ଡାକଘର କେଉଁ ଦେଶରେ ଅଛି?
ଉ: ଭାରତ

୧୫- କେଉଁ ଗ୍ରହକୁ ଲାଲ ଗ୍ରହ କୁହାଯାଏ?
ଉ: ମଙ୍ଗଳ ଗ୍ରହ

୧୬- କଳା ସୁନା କାହାକୁ କୁହାଯାଏ?
ଉ: ଅଫିମ

୧୭- ହାତୀ ଉତ୍ସବ କେଉଁଠାରେ ପାଳନ କରାଯାଏ?
ଉ: ଜୟପୁର

୧୮- ଭବିଷ୍ୟତର ଇନ୍ଧନ କାହାକୁ କୁହାଯାଏ?
ଉ: ହାଇଡ୍ରୋଜେନ

୧୯- କେଉଁ ରାଜ୍ୟକୁ ଭାରତର କୋହିନୂର୍ କୁହାଯାଏ?
ଉ: ଆନ୍ଧ୍ର ପ୍ରଦେଶ

୨୦- କେଉଁ ଗ୍ରହର ସବୁଠୁ ଅଧିକ ଉପଗ୍ରହ ଅଛି?
ଉ: ଶନି ଗ୍ରହ

୨୧- ଏସିଆର ସବୁଠୁ ବଡ଼ ସୁଡ଼ଙ୍ଗ କେଉଁଠାରେ ଅଛି?
ଉ: ଜାପାନ

୨୨- ପ୍ୟାନ କାର୍ଡ କୁ ଓଡ଼ିଆରେ କଣ କୁହାଯାଏ?
ଉ: ସ୍ଥାୟୀ ଖାତା ସଂଖ୍ୟା

୨୩- ଭାରତୀୟ ନୋଟ ଉପରେ ସମୁଦାୟ କେତୋଟି ଭାଷା ରହିଛି?
ଉ: ୧୭ଟି

୨୪- ସବୁଠୁ ଅଧିକ ବେଗରେ ଦୌଡ଼ୁଥିବା ପ୍ରାଣୀ କିଏ?
ଉ: ଚିତା ବାଘ

୨୫- ରାଜସ୍ଥାନର ହୃଦୟ କାହାକୁ କୁହାଯାଏ?
ଉ: ଆଜମେର

୨୬- ଫ୍ୟୁଜିଆମା ଜ୍ୱାଳାମୁଖୀ କେଉଁଠାରେ ଅବସ୍ଥିତ?
ଉ: ଜାପାନ

୨୭- କାହାକୁ ଦେଶନାୟକ ଉପାଧି ଦିଆ ଯାଇଥିଲା?
ଉ: ସୁବାସ ଚନ୍ଦ୍ର ବୋଷ ଙ୍କୁ

୨୮- ରୁକବେଦରେ କୋଟିରୁ ମଣ୍ଡଳ ରହିଛି?
ଉ: ୧୦ଟି

୨୯- ବିଶ୍ଵର ପ୍ରଥମ କ୍ୟାସଲେସ୍ ଦେଶ କେଉଁଟି ଅଟେ?
ଉ: ସ୍ଵିଡେନ

୩୦- ଭୋଜପୁରୀ କେଉଁ ଦେଶର ଭାଷା ଅଟେ?
ଉ: ମୋରିଶିସ୍

୩୧- ସିନ୍ଧୁ ସଭ୍ୟତାର ଆବିଷ୍କାର କେବେ ହୋଇଥିଲା?
ଉ: ୧୯୨୧ ମସିହା

୩୨- ବଗିଚାର ସହର କାହାକୁ କୁହାଯାଏ?
ଉ: କପୁରଥାଲା

୩୩- ବିଶ୍ଵର ସବୁଠୁ ବଡ଼ ସିନେମା ଘର କେଉଁ ଦେଶରେ ଅଛି?
ଉ:ନ୍ୟୁୟର୍କ

୩୪- ବନ୍ଦେ ମାତରମ ସ୍ଲୋଗାନ କି ଦେଇଥିଲେ?
ଉ: ବଙ୍କିମଚନ୍ଦ୍ର ଚାଟାର୍ଜୀ

୩୫- ବିଶ୍ଵର ସବୁଠୁ ବଡ଼ କଇଁଛ କେଉଁଠି ଦେଖିବାକୁ ମିଳିଥାଏ?
ଉ: ଅଷ୍ଟ୍ରେଲିଆ

୩୬- ପୁଅଟି ଝିଅର ନାମ ପଚାରିବାରୁ ଝିଅଟି ଉତ୍ତର ଦେଲା 311211, ତେବେ କୁହନ୍ତୁ ଝିଅର ନାମ କଣ?
ଉ: ଆଶା (ହିନ୍ଦୀ ଭାଷାରେ- 311+211)

ଆଶ କରୁଛୁ ଆମର ଏହି ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ ।