ଆପଣମାନେ ଜାଣିଛନ୍ତି କି ଗାଡି ଚଳାଇବା ପାଇଁ ବହୁତ ନିୟମ ଅଛି ଏବଂ ତାକୁ ପାଳନ କରିବା ବି ବହୁତ ଆବ୍ଯଶ୍ଯକ ଅଟେ । ପୋଲିସବାଲା ସବୁବେଳେ ଏହି ନିୟମ କୁ ଭାଙ୍ଗୁ ଥିବା ଲୋକ ମାନଙ୍କୁ ଦଣ୍ଡିତ କରନ୍ତି । କିନ୍ତୁ କିଛି ଲୋକ ସେହି ଭୁଲ କୁ ପୁଣି ଥରେ କରନ୍ତି । କିନ୍ତୁ ଆଜି ଆମେ ଏମିତି ଏକ କଥା କହିବୁ ଯାହା ଅନୁସାରେ ଏକ ପୋଲିସ ବାଲା କିଛି ଏମିତି କରିଲେ ଯେ ଲୋକମାନେ ତାହାର ପ୍ରଶଂସା ନ କରି ରହି ପାରିଲେ ନାହିଁ ।
ଆପଣଙ୍କୁ କହିଦେଉଛୁ ଯେ ଏବେ କେଉଁ ପୋଲିସ ବାଲା ଯଦି କାହାକୁ ଟ୍ରାଫିକ ନିୟମ ଭାଙ୍ଗିବା ପାଇଁ ଧରି ନେଉଛି ତେବେ ସେ ସଙ୍ଗେସଙ୍ଗେ ପୁଲିସ ରେ ନିଜର ଲୋକ ମାନଙ୍କୁ ଫୋନ ଲଗେଇବା ଆରମ୍ଭ କରିଦିଏ । ଏବଂ କୌଣସି ପ୍ରକାରର କଥା କହି ପୋଲିସ ଦ୍ଵାରା ନିଜର ଚାଲାଣ ନ କାଟିବା ଚେଷ୍ଟା କରନ୍ତି । ଏବଂ କୌଣସି ବାପା, ଭାଇ, କି ପୁଅ ନିଜର ପୋଳିସ ବାଲା ଅଛି ତେବେ ତାହାର ଚାଲାଣ କାଟିବା କଷ୍ଟ ଅଟେ । ମଧ୍ୟପ୍ରଦେଶରେ ଏମତି ଏକ ମାମଲା ସାମ୍ନାକୁ ଆସିଛି, ଯେଉଁଠି ଟ୍ରାଫିକ ନିୟମ ଭାଙ୍ଗୁଥିବା ସରକାରୀ ଅଧିକାରୀ ର ଚାଲାଣ ନିଜର ପୋଲିସ ବାଲା ପୁଅ ହିଁ କାଟି ଦେଲା ।
ସେଣ୍ଟ୍ରାଲ ମୋଟୋରବାହାନ ନିୟମାନୁସାରେ ୧୯୮୯ ଅନୁସାରେ କାଚରେ ରଙ୍ଗୀନ କିମ୍ବା କଳା ଫିଲ୍ମ ଲଗେଇବାର ଅଛି ଯଦି ୱିଜିବିଲିଟୀ ୫୦ % ରୁ କମ ହେବା ଉଚିତ ନୁହେଁ, ସାମ୍ନା ଏବଂ ପଛ କାଚରେ କାଚ ର ୱିଜିବିଲିଟୀ ୭୦ % ହେବା ଉଚିତ, କିନ୍ତୁ ମଧ୍ୟପ୍ରଦେଶ ଉମରିୟା ଜିଲ୍ଲା ର ପୁଲିସ ସୂବେଦାର ଅଖିଲେଶ ସିଂହ ର ପିତା ଆରବୀ ସିଂହ ର ଚାଲାଣ ଏଥିପାଇଁ କଟା ଗଲା କି ତାଙ୍କ ଗାଡି ଉପରେ ବ୍ଲୈକ ଫିଲ୍ମ ଚଢି ଥିଲା , ପୁଲିସ କର୍ମୀର ପିତା ବି ସରକାରୀ ଅଧିକାର ଅଟନ୍ତି । ଏବଂ ସେ ବହୋରୀବଂଦ ତହସୀଲ ରେ ଏସଡୀଓ ଅଛନ୍ତି ।
ପୁଲିସ କର୍ମୀ ର ପିତା ନିଜ ପରିବାର ସହ ଦେଖା କରିବା ପାଇଁ ଉମରିୟା ଆସିଥିଲେ । ସେଠି ଗାଡି ର କାଚରେ କଳା ଫିଲ୍ମ ଲାଗିଥିବାର ଦେଖି ପୁଲିସ ଗାଡି ଅଟକାଇ ଦେଇ ଥିଲେ , ଯେତେବେଳେ ବାପା –ପୁଅ ପରସ୍ପରକୁ ଦେଖିଲେ ସେମାନେ ଚକିତ ହୋଇ ଗଲେ , ଅଖିଳେଶ ନିଜର ସାଥି ମାନଙ୍କୁ କହିଲେ କି କାହା ସହିତ କିଛି ଭେଦଭାବ ନହିଁ ଏହା ଶୁଣି ପିତା ନିଜ ଗାଡିରୁ କଳା ଫିଲ୍ମ ବାହାର କରିଦେଲେ ଏବଂ ଫାଇନ ମଧ୍ୟ ଦେଲେ । ଏହି ପୁଲିସ ଅନ୍ୟ ମାନଙ୍କ ପାଇଁ ଏକ ଆଦର୍ଶ ପାଲଟିଛନ୍ତି।
ଏହି ସମ୍ବନ୍ଧରେ ଆପଣଙ୍କର ପ୍ରତିକ୍ରିୟା କଣ ଅଛି , କମେଣ୍ଟ ବକ୍ସ ରେ ନିଶ୍ଚୟ ଲେଖିବେ।