ରନବୀର ଙ୍କ ପୂର୍ବରୁ ଦୀପିକା ଙ୍କର ଥିଲା ଏହି 6 ଜଣଙ୍କ ସହ ଆଫେୟର, 6ନଂ ସହିତ ତ ବାହାଘର ହେବାକୁ ଥିଲା, ହେଲେ …

ବଲୀଉଡ ଫିଲ୍ମ ଇଂଡସ୍ଟ୍ରୀ ରେ ଏମିତି ଏମତି ହିରୋଇନ ଅଛନ୍ତି ଯେଉଁମାନେ ନିଜର ଅଭିନୟ କ୍ଷମତା ବଳରେ ବହୁତ ହିଟ ଫିଲ୍ମ ବଲୀଉଡ କୁ ଦେଇଛନ୍ତି ଏବଂ ଦର୍ଶକ ମାନଙ୍କର ମଧ୍ୟ ମନୋରଞ୍ଜନ କରିଛନ୍ତି । ଆଜି ଆମେ ବଲୀଉଡ ର ଅଭିନେତ୍ରୀ ଦୀପିକା ପାଦୁକୋଣ ଙ୍କ କଥା କହୁଛୁ ଯାହାଙ୍କର ଏବେ ବାହାଘର ସରିଯାଇଛି । ତାଙ୍କର ବାହାଘର ରଣବୀର ସିଂହ ସହ ସମ୍ପର୍ଣ୍ଣ ହୋଇଛି । ଏମାନେ 14 ନଭେମ୍ବର ରେ ବାହାଘର ବନ୍ଧନରେ ବାନ୍ଧି ହୋଇଛନ୍ତି । ମିଡିୟା ରେ ବହୁତ ଦିନ ହବ ଏହି ଦୁଇଜଣଙ୍କ ବିଷୟରେ ଚର୍ଚ୍ଚା ଚାଲିଥିଲା କି ଦୁଇଜଣ ବାହା ହେବାର ଅଛି । ଏବଂ ସେମାନେ ଏବେ କିଛି ଦିନ ହେବ ନିଜ ବାହାଘର ର ତାରିଖ ସମସ୍ତଙ୍କୁ କହିଥିଲେ । କିନ୍ତୁ କଣ ଆପଣ ଜାଣିଛନ୍ତି ରଣବୀର ଙ୍କ ପୂର୍ବରୁ ଦୀପିକାଙ୍କର ୬ଜଣଙ୍କ ସହ ସମ୍ବନ୍ଧ ଥିଲା ।

୧ – ପ୍ରଥମେ ନମ୍ବର ରେ ଆସୁଛନ୍ତି ନିହାର ପାଂଡ୍ଯା । ଯିଏ କି ଦୀପିକାଙ୍କର ପ୍ରଥମ ବୟଫ୍ରେଂଡ ଥିଲେ ଏବଂ ଏହି ଦୁଇଜଣଙ୍କ ଦେଖା ସବୁଠାରୁ ପ୍ରଥମେ ମୁଂବଈ ର ଏକ୍ଟିଂଗ କ୍ଲାସ ୨୦୦୫ରେ ହେଇଥିଲା ।

୨ – ଦୁତୀୟ ନମ୍ବର ରେ ଆସୁଛନ୍ତି ଉପେନ ପଟେଲ , ନିଜର କୈରିୟର ଆରମ୍ଭ ଦିନରୁ ଦୀପିକା ଉପେନ ପଟେଲଙ୍କ ସହ ଡେଟ କରୁଥିଲେ ।

୩ – ତୃତୀୟ ନମ୍ବର ରେ ମୁଜମ୍ମିଲ ଇବ୍ରାହୀମ, ସେ ଜଣେ ଅଭିନେତା ସହ ଜଣେ ମଡେଲ ବି ଥିଲେ ,ଦୀପିକା ତାଙ୍କୁ ବି ଡେଟ କରୁଥିଲେ ।

୪ – ଆପଣଙ୍କୁ କହିଦେଉଛୁ କି ଦୀପିକା ପାଦୁକୋଣ ଙ୍କର କ୍ରିକେଟର ୟୁବରାଜ ସିଂହ ସହ ମଧ୍ୟ ସମ୍ବନ୍ଧ ଥିବାର ଚର୍ଚ୍ଚା ଥିଲା । କିନ୍ତୁ ବହୁତ ଦିନ ପର୍ଯ୍ଯନ୍ତ ଏମାନଙ୍କର ଲଭ ଅଫେୟର ଚାଲିଲା ନାହିଁ ।

୫ – ପାଞ୍ଚ ନମ୍ବର ରେ ଆସୁଛନ୍ତି ବିଜୟ ମାଲ୍ଯା ର ପୁଅ ସିଦ୍ଦାର୍ଥ ମାଲ୍ଯା । କୁହାଯାଏ କି ସିଦ୍ଦାର୍ଥ ମାଲ୍ଯା ଦୀପିକାଙ୍କୁ ଏକ ଘର ମଧ୍ୟ ଗିଫ୍ଟ କରିଥିଲେ ।

୬ – ଦୀପିକା ସହିତ ସବୁଠାରୁ ବେସୀ ଚର୍ଚ୍ଚା ରେ ରହୁଥିବା ଅଭିନେତା ସୁପର ଷ୍ଟାର ରଣବୀର କପୁର ଥିଲେ । ଏହି ଦୁଇଜଣଙ୍କ ଅଫେୟର ର ଚର୍ଚ୍ଚା ବେସୀ ଥିଲା । ଏହି ଦୁଇଜଣଙ୍କ ଲଭ ଅଫେୟର ଦୁଇ ବର୍ଷ ଯାଏଁ ଚାଲିଲା । କଥା ବାହାଘର ପର୍ଯ୍ଯନ୍ତ ମଧ୍ୟ ଆସି ଯାଇଥିଲା କିନ୍ତୁ ପରେ ଦୁଇଜଣଙ୍କ ମଧ୍ୟର ବ୍ରେକଅପ ହୋଇଗଲା ।