ପ୍ରିୟାଙ୍କ ପରେ ନିଜ ସୁନ୍ଦରତାର ଯାଦୁ ଦେଖାଇ ସୋସିଆଲ ମିଡିଆରେ ଭାଇରାଲ ହେଲେ ଏଇ ଝିଅ – ଫୋଟୋ ଦେଖିଲେ ଆପଣ ବି କହିବେ…

ସୋସିଆଲ ମିଡିଆରେ ଭାଇରାଲ ହେଲେ ଏଇ ଝିଅ

ପ୍ରାଜକ୍ତା ଦୁସାନେ- ଆଜି କାଲି ସମୟରେ ଚର୍ଚ୍ଚାକୁ ଆସିବା କିଛି ବଡ କଥା ନୁହେଁ । ଆଜିକାଲି ତ କେବଳ କୌଣସି ବ୍ଯକ୍ତିର ଗୋଟେ ଫୋଟୋ କି ଭିଡିଓକୁ ଟିକେ ଭାଇରାଲ ହେଲା ମାତ୍ରେ ସାରା ବିଶ୍ଵ ସେହି ବ୍ୟକ୍ତିକୁ ଜାଣିବା ପାଇଁ ବେଶି ସମୟ ଲାଗେନି । ବିଗତ କିଛି ଦିନ ହେବ ଏମିତି ବହୁତ ଲୋକ ମାନେ ପ୍ରସିଦ୍ଧ ହେଉଛନ୍ତି । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆଜିକାଲି କିଛି ସାଧାରଣ ଲୋକଙ୍କର ଲୋକପ୍ରିୟତା କୌଣସି ତାରକା ମାନଙ୍କଠାରୁ କିଛି କମ ନୁହେଁ ।

ସୋଶଲ ମୀଡିୟା ରେ ଆଜିକା ସମୟରେ ସମସ୍ତେ ଏହାର ଦିବାନା । ଯାହାକୁ ଦେଖ ସେ  ସୋଶଲ ମୀଡିୟାର ନସାରେ ବାନ୍ଧି ହୋଇଛି । ଆଜି କାଲି ସମସ୍ତେ ସ୍ମାର୍ଟ ଫୋନ ବ୍ୟବହାର କଲେଣି । ଓ ସବୁ ସ୍ମାର୍ଟ ଫୋନ ଧରାଳି ସୋଶଲ ମିଡିୟାର ବ୍ୟବହାର କରୁଛନ୍ତି । ଛୋଟ ମୋଟ କିଛି ଘଟନା ହେଲେ ମଧ୍ୟ ଏହା ଦ୍ଵାରା ସାରା ବିଶ୍ଵ ସେ ବିଷୟରେ ଜାଣିବାକୁ ପାଉଛି ।

ଦେଖୁ ଦେଖୁ ଭାଇରାଲ ହୋଇଯାଉଛି

ସୋସିଆଲ ମିଡିଆରେ କୌଣସି ଜିନିଷ ଭାଇରାଲ ହେବାକୁ ବେଶି ସମୟ ଲାଗୁନି । ସେହି ସବୁ ଜିନିଷ ବେଶି ଭାଇରାଲ ହୁଏ ଯାହା ଟିକେ ସମସ୍ତଙ୍କଠୁ ଅଲଗା ଥାଏ । ବେଳେ ଏମିତି କିଛି ଜିନିଷ ଭାଇରାଲ ହୁଏ ଯାହାକୁ ଦେଖିଲେ ମନରେ ଆସେ କି କେଏନ ଦେଖି ଲୋକ ଏହାକୁ ଭାଇରାଲ କରିଛନ୍ତି?

ପ୍ରାଜକ୍ତା ଦୁସାନେର ସୁନ୍ଦରତା ଆଗାରେ ଫିକା ପଡିଯିବା ପ୍ରିୟାଙ୍କ ସୁନ୍ଦରତା-

ଏବେ କିଛି ଦିନ ତଳେ ଆଖି ମାରି ଭାଇରାଲ ହୋଇଥିବା ପ୍ରିୟା ପ୍ରକାଶ ବାରିୟରଙ୍କ କଥା ତ ମନେ ଥିବା ଆପଣଙ୍କର । ସେହି ଝିଅ ନିଜ ସୁନ୍ଦରତାରେ ଲୋକ ମାନଙ୍କୁ ଏମିତି ଦିବାନା କରିଥିଲେ କି ଲୋକ ମାନେ ପାଗଳ ହୋଇଯାଇଥଲେ । କିନ୍ତୁ ଏବେ ପ୍ରିୟାଙ୍କ ଯାଗା ଆଉ ଜଣେ ନେଇଛନ୍ତି । ଆଜି କାଲି ଆଉ ଜଣଙ୍କର ଫୋଟୋ ଭାଇରାଲ ହୋଇଛି ଯାହାକୁ ଦେଖି ଆପଣ ମଧ୍ୟ କହିବେ ବାଃ କି ସୁନ୍ଦର । ଆଜ୍ଞା ହଁ ଏହି ଝିଅର ସୁନ୍ଦରତା ଆଗରେ ପ୍ରିୟାଙ୍କର ସୁନ୍ଦରତା କିଛି ନୁହେଁ ।

ଇନଷ୍ଟାଗ୍ରାମରେ ଲକ୍ଷେ ପ୍ରଶଂସକ ଅଛନ୍ତି ପ୍ରାଜକ୍ତା ଦୁସାନେଙ୍କର

ଯେଉଁ ଝିଅ ବିଷୟରେ ଆମେ ଆପଣଙ୍କୁ କହୁଛୁ ତାଙ୍କର ନାମ ହେଉଛି ପ୍ରାଜକ୍ତା ଦୁସାନେ ।   ସେ ମୁମ୍ବାଇରେ ରୁହନ୍ତି ଓ ତାଙ୍କର ବୟସ ୨୦ ବର୍ଷ ମାତ୍ର । ଏତିକି କମ ବୟସରେ ତାଙ୍କର ଲକ୍ଷ ଲକ୍ଷ ଦିବାନା ଅଛନ୍ତି ଇନଷ୍ଟାଗ୍ରାମରେ । ସେ ଯେଉଁ ଫୋଟୋ ଛାଡନ୍ତୁ ସେ ତୁରନ୍ତ ଭାଇରାଲ ହୋଇଯାଉଛି ।