ପ୍ରାଇଭେଟ ଚାକିରି କରୁଥିବା ଲୋକମାନଙ୍କ ପାଇଁ ମୋଦୀ ସରକାରଙ୍କ ବଡ ଘୋଷଣା, ପ୍ରାଇଭେଟ ଚାକିରି କରୁଛନ୍ତି ତ ନିଶ୍ଚିତ ପଢନ୍ତୁ ଏହି ଖବର

ତିନି ରାଜ୍ୟରୁ ହାର ମିଳିବା ପରେ ବିଜେପିର କର୍ତ୍ତା ଧର୍ତ୍ତା ଏବଂ ଦେଶର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସୁଥିବା ଲୋକସଭା ଇଲେକ୍ସନ ପାଇଁ ସବୁ ପଦକ୍ଷେପ ଦେଖି ଚାହିଁ ନେଉଛନ୍ତି । ଲୋକସଭା ୨୦୧୯ରେ ଇଲେକ୍ସନକୁ ଦେଖି ମୋଦୀ ସରକାର ପ୍ରାଇଭେଟ ଚାକିରି କରୁଥିବା ଲୋକମାନଙ୍କ ପାଇଁ ନୂଆ ବର୍ଷରେ ନୂଆ ଉପହାର ଆଣିଛନ୍ତି । ସରକାର ପ୍ରାଇଭେଟ ଚାକିରି କରୁଥିବା କର୍ମଚାରୀଙ୍କୁ ଚାକିରିରୁ ବାହାର କରିଦେବା ଏବଂ କମ୍ପାନୀକୁ ବନ୍ଦ କରିବା ମଞ୍ଜୁରୀ ଉପରେ କିଛି ନିୟମ ବନାଇଛନ୍ତି ଏବଂ କିଛି ଚ୍ଞ୍ଜେସ କରିଛନ୍ତି । ତେବେ ଚାଲନ୍ତୁ ଜାଣିବା ମୋଦୀ ସରକାରଙ୍କର ନୂଆ ନିୟମ ବିଷୟରେ ।

ପ୍ରାଇଭେଟ ଚାକିରି କରୁଥିବା ଲୋକମାନଙ୍କ ପାଇଁ ମୋଦୀ ସରକାରଙ୍କର ବଡ ଉପହାର

କହିବାକୁ ଗଲେ ପ୍ରାଇଭେଟ ଚାକିରି କରୁଥିବା ଲୋକ ମାନଙ୍କୁ ସବୁବେଳେ ଗୋଟିଏ ଡର ରହିଥାଏ କି ତାଙ୍କର ଚାକିରି ଚାଲି ନ ଯାଉ କିମ୍ବା ତାଙ୍କର କମ୍ପାନୀ ବନ୍ଦ ନ ହୋଇଯାଉ । କିନ୍ତୁ ବର୍ତ୍ତମାନ ତାଙ୍କୁ ଚିନ୍ତିତ ହେବାକୁ ପଡିବ ନାହିଁ । କାରଣ ଯଦି ପ୍ରାଇଭେଟ କମ୍ପାନୀରେ ୧୦୦ ଲୋକରୁ ଅଧିକ କର୍ମଚାରୀ କାମ କରୁଛନ୍ତି ତେବେ କାହାକୁ ବି ହଟାଇବା ପୂର୍ବରୁ କମ୍ପାନୀକୁ ସରକାରଙ୍କୁ ପଚାରିବାକୁ ପଡିବ ଏବଂ ଏହା ସହିତ ଏହି କମ୍ପାନୀକୁ ବନ୍ଦ କରିବା ମଧ୍ୟ ସହଜ ନୁହେଁ ।

କେନ୍ଦ୍ର ସରକାର ଶ୍ରମ ଆଇନରେ ଏହି ବିବାଦସ୍ପଦ ଆଇନକୁ ହଟାଇବା ପାଇଁ ନିସ୍ପତି ନେଇଛନ୍ତି ଏବଂ ଏହା ସହିତ ସରକାର କ୍ଲଜରେ ମଧ୍ୟ କିଛି ଚେଞ୍ଜେସ କରିଛନ୍ତି । ସରକାର କୋଡ ଅନ ଇଂଡସ୍ଟ୍ରିୟଲ ରିଲେଶନର ଅନ୍ତର୍ଗତ ଆଇନ ବନାଇଛନ୍ତି । ବର୍ତ୍ତମାନ ଏହାର ଲାଭ ପ୍ରାଇଭେଟ ଚାକିରି କରୁଥିବା ଲୋକମାନଙ୍କୁ ମିଳିବ ।

ବର୍ତ୍ତମାନ କମ୍ପାନୀ ନେବେ ସରକାରଙ୍କ ଠାରୁ ମଞ୍ଜୁରୀ

ମୋଦୀ ସରକାରଙ୍କର ପ୍ରାଇଭେଟ ଚାକିରି କରୁଥିବା ଲୋକଙ୍କ ପାଇଁ ଏହି ନିୟାମ ।

୧. ଯେଉଁ କମ୍ପାନୀରେ ୧୦୦ରୁ ଅଧିକ କର୍ମଚାରୀ କାମ କରୁଛନ୍ତି ତାହାକୁ ବନ୍ଦ କରିବା ଏତେ ସହଜ ନୁହେଁ ।

୨. କର୍ମଚାରୀକୁ ହଟାଇବା ପୂର୍ବରୁ କମ୍ପାନୀର ମାଲିକ ସରକାରଙ୍କ ଠାରୁ ମଞ୍ଜୁରି ନେବ ।

୩. ଶ୍ରମଆଇନରେ ବିବାଦସ୍ପଦ କ୍ଲଜକୁ ହଟାଇବା ପାଇଁ ନିଷ୍ପତି ନେଇଛନ୍ତି ।

୪. Closure, Layoff-Retrenchment କ୍ଲଜରେ ବି ମୋଦୀ ସରକାର ଚେଞ୍ଜେସ କରିଛନ୍ତି ।

୫. କୋଡ ଅନ ଇଂଟସ୍ଟ୍ରିୟଲ ରିଲେସନ ଅନ୍ତର୍ଗତ ନୂଆ ଚେଞ୍ଜେସ କରିଛନ୍ତି ।

୬. ଡ୍ରାଫ୍ଟ ବିଲରେ କର୍ମଚାରୀଙ୍କ ସଂଖ୍ୟା ୧୦୦ରୁ ୩୦୦ ପର୍ଯ୍ୟନ୍ତ କରି ଦିଆଯାଇଛି । ଯେଉଁଥିରେ ୩୦୦ରୁ କମ କର୍ମଚାରୀ ଥିବା କମ୍ପାନୀ ନିଜ ଇଚ୍ଛାରେ ଚଳାଇବେ ।

୭. ଟ୍ରେଡ ଯୁନିଅନ ପ୍ରସାରରେ ସରକାର କଡା ସୁଧାରରେ ନିଜର କଥାକୁ ଫେରିନେଇଛନ୍ତି ।

୮. ସଂଶୋଧିତ ଡ୍ରାଫ୍ଟ ବିଲ ସରକାର କ୍ଯାବିନେଟ ପାଖରେ ମଞ୍ଜୁରୀ ବି ଦେଇଛନ୍ତି ।

୯. ଦୁଇରୁ ତିନ ସପ୍ତାହ ମଧ୍ୟରେ ସରକାର ନୂଆ କୋଡରେ ଦେବେ ମଞ୍ଜୁରି ।

ଶେୟାର କରନ୍ତୁ ସମସ୍ତଙ୍କ ସହିତ ଓ ଆଗକୁ ଏମିତି ଖବର ପାଇଁ ପାଇଁ ଆମ ପେଜକୁ ଲାଇକ କରି ଦିଅନ୍ତୁ ।