ସମସ୍ତଙ୍କ ସାମ୍ନାରେ ବଲୀଉଡ ର ଏହି ଅଭିନେତ୍ରୀ ପୃଥିବୀ ଶା କୁ ଦେଲେ ଖୋଲା ଅଫର, ନାଁ ଜାଣିଲେ …

ଭାରତରେ ଏମିତି ବି କିଛି କ୍ରିକେଟର ଅଛନ୍ତି, ଯିଏ ସମସ୍ତଙ୍କ ହୃଦୟରେ ଘର କରି ରରହିଛନ୍ତି । ଭାରତର ପୁଅଠୁ ଝିଅ , ପିଲା ଠୁ ବୁଢା ସମସ୍ତେ କ୍ରିକେଟ ଖେଳ ଦେଖିବାକୁ ବହୁତ ପସନ୍ଦ କରନ୍ତି । ଯଦି କ୍ରିକେଟର କଥା ଆମେ ଆଲୋଚନା କରିବା, ତେବେ ସାରା ବିଶ୍ବରେ ଭାରତ ଏକ ମାତ୍ର ଏମିତି ଦେଶ ଯେଉଁ ଦେଶରେ ସବୁଠୁ ଆଧିକ କ୍ରିକେଟ ପ୍ରେମି ଦେଖିବାକୁ ମିଳନ୍ତି । ଆପଣ ମାନେ ଜାଣିଥିବେ ସବୁବେଳେ ବଲିଉଡ ଆଉ କ୍ରିକେଟ ଆଫେୟାର ପାଇଁ ଚର୍ଚାରେ ରହିଥାଏ । ଆଗରୁ ଅନେକ ଅଭିନେତ୍ରି ଆଉ କ୍ରିକେଟ ପ୍ଲେୟାରଙ୍କର ଆଫେୟାର କଥା ଆପଣ ଶୁଣିଥିବେ ମଧ୍ୟ । ସେହି ଆଫେୟାର ଗୁଡିକ ମଧ୍ୟରୁ କେତେ ଜଣ ବିବାହ ବନ୍ଧନରେ ବାନ୍ଧି ମଧ୍ୟ ହୋଇଛନ୍ତି । ଏହି ନିକଟରେ ବଲିଉଡ କୁଇନ ଅନୁଷ୍କା ଓ କ୍ରିକେଟ କିଙ୍ଗ ବିରାଟ ଙ୍କ ପ୍ରେମ ଓ ବିବାହ କଥା ତ ଆପଣ ଭଲ ସେ ଜାଣିଥିବେ ।

କେବଳ ବିରାଟ ଅନୁଷ୍କା ନୁହନ୍ତି, ଜାହିର ଖାନ , ଯୁବରାଜ ସିଂ ଆଦି ଅନେକ ପ୍ଲେୟାର ବଲିଉଡ ନାୟିକା ଙ୍କ ପ୍ରେମରେ ପଡିବା ସହ ତାଙ୍କୁ ବିବାହ ମଧ୍ୟ କରିଛନ୍ତି । ଏବେ ଏବେ ପୁଣି ଆଉ ଜଣେ ନବାଗତ କ୍ରିକେଟର ଓ ବଲିଉଡ ହିରୋଇନ ପ୍ରେମ ଖବର ଚାରି ଆଡେ ଚର୍ଚାର ବିଷୟ ପାଲଟିଛି । ସେ ଆଉ କେହି ନୁହଁନ୍ତି ନିଜର ଡେବୁ ମ୍ୟାଚରେ ଶତକ ମାରିଥିବା ପ୍ରିଥିବ ସଉ କଥା ଆମେ କହୁଛୁ । ତାଙ୍କୁ ଜଣେ ବଲିଉଡ ବିରୋଇନ ଖୋଲା ଅଫର ଦେଇଛନ୍ତି ବିବାହ ପାଇଁ, ଆସନ୍ତୁ ଜାଣିବା ।

ଆପଣ ମାନେ ଭଲ ଭାବେ ଜାଣିଛନ୍ତି, ଭାରତରେ କ୍ରିକେଟ ଓ କ୍ରିକେଟର ଖେଳାଳୀଙ୍କୁ କେତେ ପୁସନ୍ଦ କରାଯାଏ । ଯଦି ଜଣେ କ୍ରିକେଟରେ ଭଲ ପ୍ରଦଶନ କରେ, ତେବେ ସେ ସମସ୍ତଙ୍କ ହୃଦୟରେ ଘର କରିନିଏ । ଲୋକଙ୍କ ହୃଦୟରେ ଘର କରି ପାରି ଥିବା ଖେଳାଳୀ ମାନଙ୍କ ମଧ୍ୟରୁ ପୃଥବୀ ସଉ ମଧ୍ୟ ଜଣେ । ନିଜ ପ୍ରଥମ ମ୍ୟାଚରୁ ଦମ ଦାର ପ୍ରଦଶନ କରି ସେ ସମସ୍ତଙ୍କ ହୃଦୟରେ ଘର କରିଛନ୍ତି । ଏମିତି କି ଜଣେ ବଲିଉଢର ସୁନ୍ଦରି ହିରୋଇନ ଙ୍କୁ ସେ ଏମିତି ପସନ୍ଦ ଆସିଛନ୍ତି ଯେ, ସେହି ବଲିଉଢ ହିରୋଇନ ତାଙ୍କୁ ବାହା ହେବା ପାଇଁ ଖୋଲା ଅଫର ଦେଇଛନ୍ତି ।

ସେହି ବଲିଉଢ ହିରୋଇନ ଆର୍ଉ କେହି ନୁହଁନ୍ତି, ବଲିଉଡର ବିଉଟି ଆଲିଆ ଭଟ୍ଟ । ଗତକାଲି ଏକ ପ୍ରେସ କନଫରେନ୍ସରେ ଯେତେ ବେଳେ ସାମ୍ବାଦିକ ମାନେ ଆଲିଆ ଙ୍କୁ ପ୍ରଶ୍ନ କଲେ , ସେ ନିଜ ଜୀବନରେ କେଉଁ ଭଳି ସ୍ବାମୀ ପାଇବାକୁ ଚାହୁଁ ଛନ୍ତି, ଯଦି ଏବେକ ସମୟରେ ଥିବା କ୍ରିକେଟର ମାନଙ୍କ ମଧ୍ୟରୁ ତାଙ୍କୁ ଜଣକୁ ବିବାହ କରିବାକୁ କୁହାଯାଏ , ତେବେ ସେ କାହାକୁ ବିବାହ କରିବେ । ଏଥିରେ ଅଲିଆ ଯମା ବି ଡେରି ନକରି କହିଥିଲେ ପ୍ରଥିବ ସ କୁ ।

ଦେଖା ଯାଉ କ୍ରିକେଟ ଓ ବଲିଉଢର ଯାତ ହେଉଥିବା ଏହି ନୁଆ ପ୍ରେମ କାହାଣୀ କେତେ ବାଟ ଯାଉଛି । ଯଦି ଆପଣ ଏହି ଭଳି ଚଟ ପଟି ଖବର ପଢିବାକୁ ଚାହାନ୍ତି, ତେବେ ଏବେ ହିଁ ଲାଇକ କରନ୍ତୁ ଆମ ପେଜକୁ ।