ଇଂଟରବ୍ୟୁ ରେ ଝିଅ କୁ ପଚରା ଗଲା କିଛି “ଅଜୀବ” ପ୍ରଶ୍ନ, ଝିଅ ମାନେ ଦେଲେ ଏମିତି ଉତ୍ତର କି….

ହୋଇପାରେ କୌଣସି ଇଂଟରୱ୍ଯୂ ରେ ଆପଣଙ୍କୁ ପଚରା ଯାଏ କିଛି ଏମିତି ପ୍ରଶ୍ନ ଯାହା ଶୁଣି ଘୂରାଇବ ମୁଣ୍ଡ । କି ଏମିତି ମଧ୍ୟ ହୋଇଥାଏ ଆପଣ କିଛି ଏଭଳି ପ୍ରଶ୍ନ ଶୁଣିଥିବେ ଯାହାକୁ ଶୁଣି ଆପଣଙ୍କୁ ଲାଗେ କି ଏଭଳି ଅଶ୍ଳୀଳ ପ୍ରଶ୍ନ କେମିତି ପଚରା ଯାଉଛି । ଯଦିଓ ଏହି ପ୍ରଶ୍ନ ର ଜବାବ ବହୁତ ସହଜ ହୋଇଥାଏ ଏବଂ ଏହି ପ୍ରଶ୍ନ କୁ ପଚାରିବାର କାରଣ କେବଳ କ୍ଯାନ୍ଡିଡେଟ ଙ୍କର ବୁଦ୍ଧି ପରୀକ୍ଷା କରିବା । ଆପଣଙ୍କୁ କହି ରଖୁଛୁ ଏହିଭଳି କିଛି ପ୍ରଶ୍ନ ଆଜିକାଲି ସୋଶିଆଲ ମିଡିୟା ରେ ବହୁତ ଭାଇରାଲ ହେଉଛି । ଭାଇରାଲ ହୋଇଥିବା ଏହି ପ୍ରଶ୍ନ କୁ ଇଂଟରୱ୍ଯୂ ରେ ପଚରା ଗଲା । ଯେଉଁଥିରୁ କିଛି ପ୍ରଶ୍ନ ଦୁଇଟି ଅର୍ଥ ବାଲା ଥିଲା । କିନ୍ତୁ କିଛି ଲୋକ ଏହି ପ୍ରଶ୍ନ ର ସିଧା ଓ ସଠିକ ଜବାବ ଦେଲେ କି ସେମାନଙ୍କର ପ୍ରଜେଂସ ଫ ମାଇଂଡ ଦେଖି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।

ପ୍ରଶ୍ନ-

କଣ ଝିଅକୁ ପ୍ରପୋଜ କରିବା ଏକ ଅପରାଧ?

ଉତ୍ତର-

IPC ର କୌଣସି ଧାରା ରେ ପ୍ରପୋଜ କରିବା କୁ ଅପରାଧ ବୋଲି ଧରାଯାଏ ନାହିଁ । ସେଥିପାଇଁ ଏହା ଏକ ଅପରାଧ ନୁହେଁ ।

ପ୍ରଶ୍ନ-

ପୁଅ ଧଳା – ଧଳା ବାହାର କରେ ଓ ଝିଅ ପି ଯାଏ, କୁହନ୍ତୁ କଣ?

ଉତ୍ତର-

ପ୍ରଶ୍ନ ପଢି ମୁଣ୍ଡରେ କିଛି ଖରାପ ଭାବନା ଆସିଲା କି, ତେବେ ଭୁଲ ଭାବୁଛନ୍ତି ଆପଣ । ଏହାର ଉତ୍ତର ହେଲା – ଲୁହ ।

ପ୍ରଶ୍ନ-

1ରୁ 100 ଭିତରେ 3 କେତେଥର ଆସେ?

ଉତ୍ତର-

1 ରୁ 100 ଗଣିବା ଭିତରେ 3, 20 ଥର ଆସେ ।

ପ୍ରଶ୍ନ-

ଏମିତି କଣ ଜିନିଷ ଅଛି ଯାହାକୁ ପୁରୁଷ ମାନେ ଲୁଚାଇ ଚାଲନ୍ତି ଓ ସ୍ତ୍ରୀ ମାନେ ଦେଖେଇ ହୋଇ ଚାଲିନ୍ତି ।

ଉତ୍ତର-

ପର୍ଶ । ଆଜ୍ଞା ହଁ, ଏହା ହିଁ ସେହି ଜିନିଷ ।

ପ୍ରଶ୍ନ-

ଯଦି ଗୋଟେ ଟେବଲ ରେ, ଟୋକେଇ ରେ 5ଟି କଦଳୀ ଅଛି, ତେବେ ଆପଣ 6ଜଣ ଲୋକଙ୍କ ମଧ୍ୟରେ ସମାନ ଭାବେ କିପରି ବାଣ୍ଟିବେ?

ଉତ୍ତର-

ଗୋଟେ କଦଳୀ ଟେବୁଲ ଉପରେ ଓ ଆଉ 5ଟି ଟୋକେଇରେ ଅଛି ତେବେ ସବୁ ମିଶାଇ 6ଟି କଦଳୀ ଅଛି ଏବଂ 6ଟି ଲୋକ ଅଛନ୍ତି ତ ଆପଣ ସମାନ ଭାବେ ବାନ୍ତି ପାରିବେ।