ମୁକେଶ ଅମ୍ବାନୀ ନିଜ ବୋହୁ ପାଇଁ ମଗାଇଲେ ସୁନାରେ ତିଆରି କାର, ଏହି ଦିନ ଆସିବ ଭାରତ…. ଦାମ ଜାଣିଲେ ଉଡିଯିବ ହୋସ

ମୁକେଶ ଅମ୍ବାନୀ ମଗାଇଲେ ସୁନାରେ ତିଆରି କାର ନିଜ ବୋହୁ ପାଇଁ

ରିଲାଏନ୍ସ ଇନଡସ୍ଟ୍ରି ର ମାଲିକ ମୁକେଶ ଅମ୍ବାନୀ ର ସମ୍ପତି ଆଗରେ ଧନୀ ଲୋକମାନେ ମଧ୍ୟ କିଛି ନୁହନ୍ତି । ମୁକେଶ ଅମ୍ବାନୀ ନିଜ ସମ୍ପତି ପାଇଁ ବହୁତ ଚର୍ଚ୍ଚାରେ ରୁହନ୍ତି । କେବଳ ମୁକେଶ ଅମ୍ବାନୀ ଙ୍କ ଘର ନୁହେଁ, ତାଙ୍କ ସମ୍ପୂର୍ଣ ଜୀବନ ର କାହାଣୀ ଏକ ଚର୍ଚ୍ଚାର ବିଷୟ । ମୁକେଶ ଅମ୍ବାନୀ ଏହି ବର୍ଷ ନିଜ ପୁଅର ବିବାହ କରିବାକୁ ଯାଉଛନ୍ତି । ଖବର ଶୁଣିବାକୁ ମିଳୁଛି କି  ସେ ନିଜ ବୋହୁ ପାଇଁ ଏକ ଭବ୍ୟ ଉପହାର ମଗାଇଛନ୍ତି ଯାହା ଦୁବାଇ ରୁ ସିଧା ଭାରତ ଆସିବ ।

ସେ ନିଜ ବୋହୁ ପାଇଁ ସୁନା ରେ ତିଆରି କାର ମଗାଇଛନ୍ତି । ଯେବେ ଏହି କାର ମୁମ୍ବାଇର ରାସ୍ତା ରେ ଚାଲିବ ଲୋକମାନଙ୍କ ଆଖି ଖୋସି ହୋଇଯିବ । ମୁକେଶ ଅମ୍ବାନୀ ଙ୍କ ପାଖରେ ୧୬୦ ରୁ ଅଧିକ କାର ଅଛି ।

ଦୁବାଇ ରେ ସୁନରେ ତିଆରି ବହୁତ କାର ମିଳୁଛି । ଦୁବାଇ ରେ ଲୋକ ମାନେ ପ୍ରାୟ ସୁନା କାରର ଅନାଦ ନିଅନ୍ତି । କୁହାଯାଉଛି କି ମୁକେଶ ଅମ୍ବାନୀ ଙ୍କ ପାଖରେ ଗୋଲ୍ଡ ପ୍ଲେଟେଡ କାର ମଗାଇବାର ଆଦେଶ ଅଛି । କିଛି ମିଡିୟା ରିପୋର୍ଟର ଙ୍କର ଦାବି ଯେ ମୁକେଶ ଅମ୍ବାନୀ ଏହି କାର ନିଜ ବୋହୁକୁ ଗିଫ୍ଟ ଦେବା ପାଇଁ ମଗାଇଛନ୍ତି । ଏହି କାର ର ମୂଲ୍ୟ ୧୦ ମିଲିୟନ ଡଲାର ଅଟେ ।

ମୁକେଶ ଅମ୍ବାନୀ ଙ୍କ ଘରେ କାମ କରୁଥିବା ଏକ କର୍ମଚାରୀ ସହ କଥାବାର୍ତ୍ତା ଆଧାରରୁ ଏହି ନ୍ଯୁଜ ବାହାରକୁ ଆସିଛି । ଏହି ସମ୍ପର୍କରେ କର୍ମଚାରୀ ମାନେ କହିଥିଲେ ଯେ ତାଙ୍କୁ ଆଦେଶ ମିଳିଛି ସେହି ନୂଆ କାର ପାଇଁ ଗ୍ଯାରେଜ ରେ ଏକ ଜାଗା ଖାଲି କରିବାକୁ । କର୍ମଚାରୀ କହିଥିଲେ ଏହି କାର ୨୦ ଜୁନ ଭିତରେ ଭାରତରେ ଆସି ପହଞ୍ଚିବ । ଏବଂ ଏହାକୁ ଆକାଶ ଅମ୍ବାନୀଙ୍କୁ ଦେଇ ଦିଆ ଯିବ । ଏହା ମଧ୍ୟ କୁହାଯାଉଛି କି ଏହି କାର କୁ ଆକାଶ ଅମ୍ବାନୀ ନିଜ ସ୍ତ୍ରୀକୁ ଉପହାର ଦେବା ପାଇଁ ମଗାଇଛନ୍ତି । ସମୟ ହିଁ କହିବ ଏହି କାର ମୁମ୍ବାଇର ରାସ୍ତାରେ କେବେ ଦେଖିବାକୁ ମିଳିବ । ଏହି କାର ବିଷୟରେ ଅମ୍ବାନୀ ପରିବାର ରୁ କୌଣସି ସଠିକ ତଥ୍ୟ ମିଳି ନାହିଁ ।