ପ୍ରତିଦିନ ନାଭିରେ ଲଗାଇ ଦିଅନ୍ତୁ କେବଳ ଏହି 1 ଜିନିଷ, ଧନ କଣ ପୁରା ଦୁନିଆ ହେବ ଆପଣଙ୍କ ମୁଠିରେ…

ଜୀବନରେ ସବୁ ମଣିଷ ଚାହିଁଥାନ୍ତି କି ତାଙ୍କ ପାଖେ ଏତେ ଧନ ରହୁ ଯେ ସେ ନିଜର ସବୁ ଇଛାକୁ ପୂରଣ କରିପାରିବ । ଧନ କମେଇବା ପାଇଁ କେହି କେହି କଠିନ ପରିଶ୍ରମ କରିଥାନ୍ତି ତ ଆଉ କେହି କେହି ଛଳ କପଟର ରାସ୍ତାକୁ ଆପଣେଇଥାନ୍ତି । କେହି କେହି ଯେତେ ଧନ ଅର୍ଜନ କଲେ ମଧ୍ୟ ତାଙ୍କ ପାଖେ ତାହା ରୁହେ ନାହିଁ । ତେବେ ଶାସ୍ତ୍ରରେ ଏଥିପାଇଁ କିଛି ଉପାୟ ରହିଛି । ଆସନ୍ତୁ ଜାଣିବା କେଉଁ ସବୁ ଉପାୟ କରିବା ଦ୍ଵାରା ଆପଣଙ୍କ ପାଖେ ସବୁବେଳେ ଧନ ରହିଥାଏ ।

ଓଠ ଫାଟିବା ପାଖରେ ଧନ ନରହିବାର ଏକ ସଙ୍କେତ ଅଟେ । ଯେବେବି ଆପଣଙ୍କ ଓଠ ଫାଟିଯାଏ ଆପଣ ଅଠାରେ ବିଭିନ୍ନ ପ୍ରକାରର ଜିନିଷ ଲଗେଇବା ଆରମ୍ଭ କରି ଦିଅନ୍ତି । କିନ୍ତୁ ଏପରି କରିବା ପରିବର୍ତ୍ତେ ଯଦି ଆପଣ ନିଜ ନାଭିରେ କିଛି ସୋରିଷ ତେଲ ପକାଇଦେବେ ତେବେ ଦେଖିବେ ଆପଣଙ୍କ ଓଠ ଫାଟିବା ଭଲ ହୋଇଯିବ । ଗୁରୁ ଗ୍ରହାଙ୍କୁ ଭାଗ୍ୟ ସହିତ ଯୋଡା ଯାଇଥାଏ ।

ଯେଉଁ ବ୍ୟକ୍ତିଙ୍କ ଗୁରୁ ଗ୍ରହ ବଳବାନ ରହିହାନ୍ତି ତାଙ୍କ ଜୀବନରେ କୌଣସି ଅଭାବ କିମ୍ବା ସମସ୍ଯା ରୁହେ ନାହିଁ ଓ ତାଙ୍କ ଜୀବନ ଧନଧାନ୍ଯରେ ପରିପୂର୍ଣ୍ଣ ରୁହେ । କିନ୍ତୁ ଗୁରୁ ଗ୍ରହ ଦୁର୍ବଳ ଥିଲେ ଏହାର ବିପରୀତ ଫଳ ମିଳିଥାଏ । ଯଦି ଆପଣଙ୍କ ଜୀବନରେ ବ୍ନାହୁତ ଅଭାବ ଅସୁବିଧା ଚାଲିଛି ତେବେ ଜାଣି ରଖନ୍ତୁ ଯେ ଆପଣଙ୍କ ଗୁରୁ ଗ୍ରହ ଦୁର୍ବଳ ଅଛନ୍ତି ।

ତେଣୁ ଗୁରୁ ଗ୍ରହକୁ ସବଳ କରିବା ପାଇଁ ଆପଣ ନିଜ ନାଭିରେ ହଳଦୀର ତିଳକ ଲଗାନ୍ତୁ । ଏପରି କରିବା ଦ୍ଵାରା ଆପଣଙ୍କ ଆଡକୁ ଧନ ଆକର୍ଷିତ ହୋଇ ଆସିଥାଏ । ଯେଉଁ ମାନଙ୍କ ବିବାହ ଶୀଘ୍ର ହେଉନାହିଁ କିମ୍ବା ବୈବାହିକ ଜୀବନରେ ସମସ୍ୟାର ସାମ୍ନା କରିବାକୁ ପଡୁଛି ତେବେ ଜାଣି ରଖନ୍ତୁ ଆପଣଙ୍କର ଶୁକ୍ର ଗ୍ରହ ଖରାପ ଅଛନ୍ତି । ଏହିସବୁର ପ୍ରଭାବ ଆପଣଙ୍କ କାର୍ଯ୍ୟ ଉପରେ ମଧ୍ୟ ପଡିଥାଏ । ବ୍ୟକ୍ତିଙ୍କ ଶୁକ୍ର ଗ୍ରହ ଖରାପ ଥିଲେ ତାଙ୍କୁ ବିବାହ ପରେ କେବେବି ସୁଖ ମିଳେ ନାହିଁ ।

ଏପରି ହେଉଥିଲେ ଆପଣ ନିଜ ନାଭିରେ ଚନ୍ଦନର କେପ ଲଗାନ୍ତୁ । ଏହା ଶୁକ୍ର ଗ୍ରହଙ୍କ ସହ ସମ୍ବନ୍ଧିତ ଓ ନାଭିରେ ଏହାକୁ ପ୍ରତିଦିନ ଗାଧୋଇବା ପରେ ଲଗାଇବା ଦ୍ଵାରା ଆପଣଙ୍କ ଆଡକୁ ପ୍ରେମ ଆକର୍ଷିତ ହୋଇ ଆସିଥାଏ । ଯେଉଁ ମାନଙ୍କୁ ପ୍ରେମ ସୁଖ ମିଳୁ ନଥାଏ ଏବଂ ବୈବାହିକ ଜୀବନରେ ଅଶାନ୍ତି ହେଉଥାଏ ତେବେ ସେମାନେ ଏହି ଉପାୟକୁ କରିବା ଉଚିତ ।

କିନ୍ତୁ ଏଥିପାଇଁ ଚନ୍ଦନ ଅସଲି ହେବା ବହୁତ ଜରୁରୀ । ଏହାକୁ ନାଭିରେ ଲଗାଇବା ଦ୍ଵାରା ଆପଣଙ୍କ ସକାରାତ୍ମକ ଊର୍ଜାରେ ବୃଦ୍ଧି ହୁଏ ଓ କେହିବି ଆପଣଙ୍କ ଆଡକୁ ଆକର୍ଷିତ ହୋଇଥାଏ । ଚନ୍ଦନର ବହୁତ ଶକ୍ତି ରହିଛି । ଏହିସବୁ ଉପାୟ କରିବା ଦ୍ଵାରା ଆପଣଙ୍କ ଜୀବନର ସବୁ ସମସ୍ଯା ଦୂର ହୋଇଯିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।