ମିଳିଗଲା ଉତ୍ତର, ପ୍ରଥମ ଅଣ୍ଡା ଆସିଥିଲା ନା କୁକୁଡା, ଆସନ୍ତୁ ଜାଣିବା

ଏହି ଦୁନିଆରେ ପ୍ରଥମ କୁକୁଡା ଆସିଥିଲା ନା ଅଣ୍ଡା ଆସିଥିଲା । ଏହି ପ୍ରଶ୍ନର ଉତ୍ତର ବହୁତ ଲୋକମାନଙ୍କ ମୁହଁରୁ ଶୁଣିଥିବେ । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ବି କେହି ଏହି ପ୍ରଶ୍ନର ସଠିକ ଉତ୍ତର ଦେଇ ପାରି ନାହାନ୍ତି । କାରଣ ପ୍ରଶ୍ନ ବହୁତ କଷ୍ଟକର ଅଟେ । କିନ୍ତୁ ଆଜି ଆମେ ଆପଣମାନଙ୍କୁ ଏହି ପ୍ରଶ୍ନର ଉତ୍ତର ଦେବୁ । ଆପଣଙ୍କୁ କହିଦେଛୁ କି ଶେଫୀଲ୍ଡ ଓ ବାରବିକ ବିଶ୍ଵବିଦ୍ୟାଳୟର ବୈଜ୍ଞାନିକମାନଙ୍କର ଏକ ଟିମ ଏହି ବିଷୟ ଉପରେ ବହୁତ ସମୟ ହେବ କାମ କରୁଥିଲେ ଓ ବହୁତ ରିସର୍ଚ କରିବା ପରେ ଶେଫୀଲ୍ଡ ଓ ବାରବିକ ବିଶ୍ଵବିଦ୍ୟାଳୟ ବୈଜ୍ଞାନିକ ମାନଙ୍କର ଟିମ କହିଲେ କି ପୃଥିବୀରେ ଅଣ୍ଡା ପୂର୍ବରୁ ଏକ କୁକୁଡା ଜନ୍ମ ହୋଇଥିଲା । ଏହା ପରେ ସେମାନେ କହିଲେ କି ଓବୋକ୍ଲାଇଡିନ ନାମକ ପ୍ରୋଟିନ ଅଣ୍ଡାର ଖୋଳ ନିର୍ମାଣ କରିବା ପାଇଁ ବହୁତ ମହତ୍ୱପୂର୍ଣ ହୋଇଥାଏ ।

 

Image courtesy: Google

କୁକୁଡାମାନଙ୍କର ଓଭାରୀରୁ ଓବୋକ୍ଲାଇଡିନ ନାମକ ଏହି ପ୍ରୋଟୀନ ସୃଷ୍ଟି ହୋଇଥାଏ ଓ ସେଥିରୁ ହିଁ ଅଣ୍ଡା ହୋଇଥାଏ । ବୈଜ୍ଞାନିକମାନେ କମ୍ପ୍ଯୁଟର ହେକ୍ଟର ସାହାର୍ଯ୍ୟରେ ଅଣ୍ଡାକୁ ଖୋଲିଥିଲେ । କହିଦେଉଛୁ କି ଅଣ୍ଡାକୁ ଖୋଲି କରି ଟେଷ୍ଟ କରିବା ପରେ ଜଣା ପଡିଲା କି ଓବୋକ୍ଲାଇଡିନ ନାମକ ଏହି ପ୍ରୋଟିନ କୁକୁଡାର ଅଣ୍ଡାଶୟରୁ ଜନ୍ମ ହୋଇଥାଏ ।

Image courtesy: Google

ଏହି ରିସର୍ଚ ସହ ଜଡିତ ପ୍ରମୁଖ ବୈଜ୍ଞାନିକ ଡା. କୋଲିନ ଫ୍ରୀମୈନଙ୍କର କହିବା ଅଟେ କି – ‘ବହୁତ ସମୟ ହେବ ଏହା ସନ୍ଦେହ ଥିଲା କି ଅଣ୍ଡା ପ୍ରଥମେ ଆସିଥିଲା । କିନ୍ତୁ ବର୍ତ୍ତମାନ ଆମ ପାଖରେ ବୈଜ୍ଞାନିକ ପ୍ରମାଣ ଅଛି କି କୁକୁଡା ପ୍ରଥମେ ଆସିଥିଲା ।‘ କିନ୍ତୁ କହିଦେଉଛୁ କି ଏହି ରିପୋର୍ଟରେ ଏହା କୁହାଯାଇ ନାହିଁ କି କୁକୁଡା କେଉଁଠୁ ଆସିଲା ।

କିନ୍ତୁ ଯଦି ଏହି ସମସ୍ତ ରିପୋର୍ଟ ଉପରେ ନଜର ପକାଇବା ତେବେ ଏହା ସମ୍ଭବ ହୋଇପାରେ କି ଏହି ପୃଥିବୀରେ ବିନା ଅଣ୍ଡାରେ କୁକୁଡା ଆସିଥିବ । ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।