ଏଠିକାର ମହିଳାମାନେ ୬୫ ବର୍ଷ ପର୍ଯ୍ୟନ୍ତ ରୁହନ୍ତି ଯବାନ, ଏହା ପଛର କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେଇଯିବେ ଆପଣ

ଆମ ଦେଶର ଏକ ବ୍ୟକ୍ତିର ସାଧାରଣତଃ  ଆୟୁ ୬୦ ରୁ ୭୦ ବର୍ଷ ମଧ୍ୟରେ ହୋଇଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ଏମିତି ସମୁଦାୟ ବିଷୟରେ କହିବାକୁ ଯାଉଛୁ ଯାହାଙ୍କର ସାଧାରଣତଃ ଆୟୁ ୧୦୦ ବର୍ଷରୁ ବି ଅଧିକ ଅଟେ । ଏହି ସମୁଦାୟଙ୍କୁ ହୁଞ୍ଜା ଜନଜାତି ନାମରେ ଜଣାଯାଏ । ଏହି ସମୁଦାୟ ହିମାଳୟରେ ବସବାସ କରନ୍ତି । ଯାହା କି ପ୍ରଥମେ ଭାରତର ଅଂଶ ଥିଲା କିନ୍ତୁ ବିଭାଜନ ପରେ ହୁଞ୍ଜା ସମୁଦାୟର ଅଞ୍ଚଳ ପାକିସ୍ତାନ ଅଧିକୃତ କାଶ୍ମୀର, ଗିଲଗିଟ ଓ ବାଲ୍ଟିସ୍ତାନରେ ବସିଛି ।

Image courtesy: Google

ହୁଞ୍ଜା ଜଣ ଜାତିର ଜନସଂଖ୍ୟା ୮୭ ହଜାର ପାଖାପାଖି ଅଟେ । ଏଠାରେ କୁହା ଯାଉଥିବା ଭାଷାକୁ ବୁରାଶ୍କୀ କୁହାଯାଏ । ଏଠିକାର ଲୋକମାନେ ପୂରାପୂରି ପ୍ରକୃତି ଉପରେ ନିର୍ଭର କରିଥାନ୍ତି । ଏଠିକାର ଲୋକମାନେ ଖାଦ୍ୟ  ପିଇବାକୁ ନେଇ ବୈଜ୍ଞାନିକ ଉପଦେଶ ଉପରେ ବିଶ୍ଵାସ କରନ୍ତି । ଏହା ଛଡା ଏଠିକାର ପ୍ରକୃତି ବହୁତ ସୁନ୍ଦର ଅଟେ । ଏହି କାରଣ ଅଟେ କି ଏଠିକାର ଲୋକମାନେ ବହୁତ କମ ରୋଗରେ ପୀଡିତ ହୁଅନ୍ତି । ଯଦି କେହି ରୋଗରେ ପୀଡିତ ହୋଇ ଯାଉଛି ତେବେ ତାହାର ଚିକିଶ୍ଚା ପ୍ରକୃତିରୁ ମିଳୁଥିବା ଜଡି ବୁଟି ଦ୍ଵାରା ହୋଇଥାଏ ।

Image courtesy: Google

ଏଠିକାର ଲୋକମାନଙ୍କର ଆୟୁ ସାଧାରଣତଃ ୧୧୦ ରୁ ୧୨୦ ବର୍ଷ ବୋଲି କୁହାଯାଏ ଓ ଏଠିକାର ପ୍ରାୟତଃ ଲୋକମାନେ ୧୫୦ ବର୍ଷ ପର୍ଯ୍ୟନ୍ତ ବି ଜୀବିତ ରହିଥାନ୍ତି । ଏଠିକାର ଖାଦ୍ୟ ପାନୀୟରେ କେବଳ ପୃଷ୍ଟିକର ଜିନିଷ ହିଁ ଥାଏ । ଏହା ସହିତ ସବୁଠୁ ବଡ କାରଣ ଏହା ଅଟେ କି ଏଠିକାର ଲୋକମାନେ ବହୁତ ଖୁସମିଜାଜ ଅଟନ୍ତି ।

Image courtesy: Google

ଏହି କାରଣ ଅଟେ କି ଏହି ସମସ୍ତ ଜିନିଷ ଏଠିକାର ଲୋକମାନଙ୍କୁ ଲମ୍ବା ସମୟ ପର୍ଯ୍ୟନ୍ତ ଯବାନ ଓ ସୁସ୍ଥ ରଖିବାରେ ସାହାର୍ଯ୍ୟ କରିଥାଏ । ଏହା ଛଡା ହୁଞ୍ଜା ଜନଜାତିର ମହିଳାମାନେ ୬୫ ବର୍ଷ ପର୍ଯ୍ୟନ୍ତ ବି ମା ହୋଇ ପାରନ୍ତି । ଏଠିକାର ଲୋକମାନଙ୍କର ଏହିଭଳି ଗୁଣ ଦେଖି ଏମିତି ଲାଗୁଛି କି ସତରେ ବର୍ତ୍ତମାନ ସମୟରେବି ଏହି ସ୍ଥାନଟି କୌଣସି ସ୍ଵର୍ଗ ଠାରୁ କମ ହୋଇ ନ ଥିବ । ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।