ପ୍ରଥମ ଥର ପାଇଁ ଇତିହାସ ରଚିବେ ବର୍ଷା ପ୍ରିୟଦର୍ଶିନୀ, ଅନୁଭବ ମହାନ୍ତିଙ୍କୁ ଦେବେ ଭରଣପୋଷଣ କହିଲେ ବରିଷ୍ଠ ଆଇନଜୀବୀ Byomekesh Tripathy

ବର୍ଷା ପ୍ରିୟଦର୍ଶିନୀ ଦେବେ ଅନୁଭବ ମହାନ୍ତି ଙ୍କୁ ଟଙ୍କା । ଡିଭୋର୍ସ ପରେ ଅନୁଭବ କେତେ ଟଙ୍କା ଦେବେ ବର୍ଷା ଙ୍କୁ ? ହଁ ଦର୍ଶକ ବନ୍ଧୁ ଏବେ ଏମିତି କିଛି ଚର୍ଚ୍ଚା ହେଉଛି । ଆଉ ଏହି ଚର୍ଚ୍ଚା ର କାରଣ ହେଉଛି ମାନ୍ୟବର କୋର୍ଟ ଅନୁଭବ ଓ ବର୍ଷା ଙ୍କ ଛାଡପତ୍ର କୁ ଅନୁମତି ପ୍ରଦାନ କରିଛନ୍ତି । ଯାହା ପରେ ଅନୁଭବ ମହାନ୍ତି ବେଶ ଖୁସି ବ୍ୟକ୍ତ କରିଛନ୍ତି । ଅନଭବ ନିଜର ଦ୍ଵିତୀୟ ବିବାହ କୁ ନେଇ ମଧ୍ୟ ଚାରି ଆଡେ ଚର୍ଚ୍ଚା ଆରମ୍ଭ ହେଲାଣି ।

ଆଉ ଏହାରି ମଧ୍ୟରେ ଏବେ ବର୍ଷା ଅନୁଭବ ଙ୍କୁ ନା ଅନୁଭବ ବର୍ଷା ଙ୍କୁ ଟଙ୍କା ଦେବେ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଲାଣି । ଏହାର କାରଣ ଆଇନଜୀବୀ ବ୍ୟୋମେକେଶ ତ୍ରିପାଠୀ ଙ୍କ ପ୍ରତିକ୍ରିୟା ପରେ । ବ୍ୟୋମେକେଶ ତ୍ରିପାଠୀ ମତ ଦେଇଛନ୍ତି କି “ଅନୁଭବ ମହାନ୍ତି ଙ୍କ ପାଖରେ ଆଉ କିଛି ନାହିଁ । ଯାହା ଏମପି ହିସାବ ରେ ସେ ସରକାରଙ୍କ ଠାରୁ ଦରମା ପାଉଛନ୍ତି । ନା ସେ ସିନେମା କରୁଛନ୍ତି ନା ସ୍ଟେଜ ସୋ କରୁଛନ୍ତି ।

ଏଣୁ ଅନୁଭବ ଙ୍କ ଆଖରେ ଆଉ ଏତେ ଟଙ୍କା ନାହିଁ । ଅନ୍ୟ ପଟେ ବର୍ଷା ପ୍ରିୟଦର୍ଶିନୀ ଅନେକ ସମାଜ ସେବା କରୁଛନ୍ତି । ଗନ୍ତା କମ୍ବଳ ଠାରୁ ଆରମ୍ଭ କରି ଚାଉଳ ଛତୁଆ ବାଣ୍ଟୁଛନ୍ତି । ମାନେ ବର୍ଷା ଙ୍କ ପାଖରେ ଏବେ ଅନେକ ଟଙ୍କା ଅଛି । ଆଉ ଏହା ପ୍ରଥମ ଘଟଣା ହେବ କି ବର୍ଷା ପ୍ରିୟଦର୍ଶିନୀ ଡିଭୋର୍ସ ପରେ ଅନୁଭବ ଙ୍କୁ ଟଙ୍କା ଦେବେ । କାରଣ ଏଟା ପ୍ରଥମ ଘଟଣା ହେବ ସ୍ତ୍ରୀ ଛାଡପତ୍ର ପରେ ସ୍ଵାମୀ କୁ ପଇସା ଦେବ ।

ଆଗକୁ ତ୍ରିପାଠୀ କହିଛନ୍ତି କାହାର ଅଧିକ ହେଲେ ସେମାନେ ବାଣ୍ଟନ୍ତି । ଯଦି ବର୍ଷା ବାଣ୍ଟୁଛନ୍ତି ତେବେ ସେ ଅନୁଭବ ଙ୍କୁ ଦେବେ । ବର୍ଷା ଅନେକ ଇତିହାସ ମଧ୍ୟ ରଚିଛନ୍ତି । ଆଉ ଏହି ଘଟଣା ମଧ୍ୟ ଇତିହାସ ରହିବ । ଅର୍ଥାତ ଛାଡପତ୍ର ପରେ ବର୍ଷା ଅନୁଭବ ଙ୍କୁ ଭରଣପୋଷଣ ପାଇଁ ତାଙ୍କ ଦେବେ” । ଆଉ ଏ ସବୁ ମଧ୍ୟରେ ସାଂସଦ ଅନୁଭବ ମହାନ୍ତି ଙ୍କ ଜନ୍ମ ଦିନ ସରିଛି ।

ଆଉ ଜନ୍ମ ଦିନ ପରେ ପରେ ଏବେ କୁଆଡେ ଅନୁଭବ ମହାନ୍ତି ଙ୍କର ନୂଆ ସିନେମା ଆଗକୁ ଆସୁଛି । ଯାହାର ନାଁ ହେଉଛି “କୁହୁଡି” । ଆଉ ଏହି ନୂଆ ସିନେମା କୁ ନେଇ ଗତ କାଲି ନିଜ ଜନ୍ମ ଦିନ ଅବସରରେ ଅନୁଭବ ଘୋଷଣା ମଧ୍ୟ କରିଛନ୍ତି । ତେବେ ଏ ସବୁ ଭିତରେ ସମସ୍ତେ ଚାହୁଁ ଛନ୍ତି କି କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ବର୍ଷା ଉଭୟ ଭଲରେ ରୁହନ୍ତୁ । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।