ପିଏମ ମୋଦୀ ଙ୍କର ଏହି 6ଟି ଫୋଟୋ ଯାହା ବିଷୟରେ ସବୁବେଳେ ମିଛ କୁହାଯାଇ ଥାଏ, ଦେଖନ୍ତୁ

ଭାରତର ସବୁଠୁ ପ୍ରଭାବଶାଳି ପ୍ରଧାନମନ୍ତ୍ରୀ ମାନଙ୍କ ମଧ୍ୟରୁ ଜେଣ ନରେନ୍ଦ୍ର ମୋଦୀ, ସେ ନିଜର ବ୍ୟକ୍ତିତ୍ଵ ପାଇଁ ପୁରା ଦୁନିଆରେ ଚ୍ଚର୍ଚିତ । ଯେବେଠୁ ସେ ସତ୍ତାରେ ଆସିଛନ୍ତି ସେବେଠୁ ତାଙ୍କ ସହିତ ଜଡିତ ଖବର ଏବଂ ଫଟୋ ଚର୍ଚ୍ଚାର ବିଷୟ ହୋଇଛି ଏବଂ ବିପକ୍ଷ ଦଳର ନେତାମାନେ ବି ତାଙ୍କର ବହୁତ ଆଲୋଚନା କରିଥାନ୍ତି ।

୧୭ ଡିସେମ୍ବର, ୧୯୫୦ରେ ଗୁଜୁରାଟରେ ବାଡନଗର ରେ ଜନ୍ମ ଗ୍ରହଣ କରିଥିବା ନରେନ୍ଦ୍ର ମୋଦୀ ୨୦୦୧ ମସିହାରେ ଗୁଜୁରାଟର ମୁଖ୍ୟମନ୍ତ୍ରୀଙ୍କର ପଦ ସମ୍ଭାଳି ଥିଲେ, ଏବଂ ୨୦୧୪ରେ ଭାରତର ପ୍ରଧାନ ମନ୍ତ୍ରୀ ହେଲେ । ଏହା ପରେ ସୋସିୟାଲ ମିଡିୟାରେ ତାଙ୍କର ବହୁତ ଫଟୋ ଭାଇରାଲ ହେବାକୁ ଲାଗିଲା । ଏଠି ଏମିତି ବହୁତ ଫଟୋ ଅଛି ଯାହା ବିଷୟରେ ଆପଣଙ୍କୁ ମିଛ କୁହାଯାଇଛି ।

ନରେନ୍ଦ୍ର ମୋଦୀଙ୍କର କିଛି ଫଟୋ ଏମିତି ଅଛି ଯାହାକୁ ଫୋଟୋଶପ୍ଡ କରି ଭାଇରାଲ କରାଯାଉଛି । ଲୋକମାନଙ୍କୁ ଲାଗୁଛି ଯେ ଏହି ଫଟୋ ଅସଲି ଅଟେ । ପିଏମ ମୋଦୀଙ୍କର ୬ଟି ଫଟୋ ଯାହା ବିଷୟରେ ସବୁବେଳ ମିଛ କୁହାଯାଏ, କଣ ଆପଣ ଜାଣିଛନ୍ତି ଏହି ଫୋଟ ଗୁଡ଼ିକର ସତ୍ୟତା ? ଦେଖନ୍ତୁ ସେହି ସବୁ ଫୋଟୋ –

ପିଏମ ମୋଦୀଙ୍କର ୬ ଟି ଫଟୋ ଯାହା ବିଷୟରେ କୁହାଯାଏ ସବୁବେଳ ମିଛ

୧. ଯେତେବେଳେ ନରେନ୍ଦ୍ର ମୋଦୀ ନୂଆ ନୂଆ ପ୍ରଧାନ ମନ୍ତ୍ରୀ ହୋଇଥିଲେ ସେହି ସମୟରେ ତାଙ୍କର ସଙ୍ଘର୍ଷ ବିଷୟ ସାମ୍ନାକୁ ଆସିଲା । ସେହି ସମୟରେ ଗୋଟିଏ ଫଟୋ ଭାଇରାଲ ହୋଇଥିଲା ଯେଉଁଥିରେ ସେ ଝାଡୁ ମାରୁଛନ୍ତି କିନ୍ତୁ ପରେ ଜଣା ପଡିଲା ଯେ ଏହି ଫଟୋଟିକୁ ଫୋଟୋଶପ୍ଡ କରାଯାଇଛି ।

୨. ବର୍ଷ ୨୦୧୪ରେ ନରେନ୍ଦ୍ର ମୋଦୀ ଲୋକସଭା ଇଲେକ୍ସନ ଜିତିବା ପରେ କିଛି ମାସ ପରେ ଏକ ଫଟୋ ବହୁତ ଜଲ୍ଦି ଭାଇରାଲ ହୋଇଥିଲା । ଯେତେବେଳେ ସେ ତୁର୍କମେନିସ୍ତାନ ଯାଇଥିଲେ । ସେଠିକାର ପ୍ରଥମ ପ୍ରେସିଡେନ୍ଟଙ୍କର କବର ପାଖରେ କିଛି ଲୋକ ଏବଂ ମୋଦୀ ବି ଯାଇଥିଲେ । ସେଠି ସମସ୍ତେ ନମାଜ ପଢୁଛନ୍ତି ଏବଂ ମୋଦୀ ହାତ ବାନ୍ଧି ଛିଡା ହୋଇଛନ୍ତି କିନ୍ତୁ ଭାଇରାଲ ହେଉଥିବା ଫଟୋରେ ସେ ହାତ ଯୋଡି ନମାଜ ପଢିବାର ଦେଖାଯାଉଛନ୍ତି  ।

୩. ନରେନ୍ଦ୍ର ମୋଦୀ ପିଏମ ହେବା ପରେ ଓବାମାଙ୍କର ଏହି ଫୋଟକୁ ଭାଇରାଲ କରାଗଲା । ଏଥିରେ ଓବାମା ସହିତ ମୋଦୀ ଦେଖା ଯାଉଛନ୍ତି କିନ୍ତୁ ଫଟୋକୁ ଫୋଟୋଶପ୍ଡ କରାଯାଇଛି । ଏଥିରେ ମୋଦୀଙ୍କର ଫଟୋକୁ ପେଷ୍ଟ ଜରାଯାଇଛି ।

୪. ଏହା ପରେ ଆଉ ଏକ ଫୋଟ ଭାଇରାଲ ହୋଇଥିଲା । ଯେଉଁଥିରେ ୱ୍ହାଇଟ ହାଉସର ବାହାରେ ଓବାମା ନିଜ ପତ୍ନୀଙ୍କ ସହ ବୁଲୁଛନ୍ତି କିନ୍ତୁ ତାହାକୁ ଫୋଟୋଶପ୍ଡ କରି ତାଙ୍କର ପତ୍ନୀଙ୍କ ଜାଗାରେ ନରେନ୍ଦ୍ର ମୋଦୀଙ୍କର ଫୋଟ ଲଗାଯାଇଛି ।

୫. ବର୍ଷ ୨୦୧୪ରେ ଲୋକସଭା ଇଲେକସନର ପ୍ରଚାର ସମୟରେ ମୋଦୀଙ୍କର ସ୍ପୀଚର ପ୍ରଭାବକୁ ସୋସିୟାଲ ମିଡିୟାରେ ବଦଳାଇ ଦିଆ ଯାଇଥିଲା । ଟିଭି ସ୍କ୍ରିନରେ ବରାକ ଓବାମା କିଛି ଅନ୍ୟ ବିଷୟବସ୍ତୁ ଦେଖୁଛନ୍ତି କିନ୍ତୁ ଫୋଟକୁ ଫୋଟୋଶପ୍ଡ କରାଯାଇଛି ଏବଂ ଯେଉଁଥିରେ ସେ ମୋଦୀଙ୍କ ସ୍ପୀଚ ଦେଖୁଛନ୍ତି ।

୬. ବର୍ଷ ୨୦୧୫ରେ ଏହି ଫୋଟ ଚେନ୍ନାଇରେ ଥିବା ସମୟରେ ଉଠା ଯାଇଥିଲା । ଯେଉଁ ସମୟରେ ସେ ଚେନ୍ନାଇର ବନ୍ୟା ଅଞ୍ଚଳକୁ ବୁଲି ଦେଖୁଛନ୍ତି । କିନ୍ତୁ ଫୋଟୋଶପ୍ଡ କରି ତାହକୁ ଅନ୍ୟ ରୂପରେ ଦେଖା ଯାଉଛି ।