ପିଠି ଉପରେ ଲାଞ୍ଜ ନେଇ ଜନ୍ମ ହେଲା ଏହି ଶିଶୁଟି, ଲୋକମାନେ ଦେଲେ ହନୁମାନଙ୍କର ନାମ, ଫଟୋସବୁ ଦେଖିଲେ ଆପଣ ବିଶ୍ବାସ କରିପାରିବେନି

କହିବାକୁ ଗଲେ ଭଗବାନଙ୍କର ଲୀଳା ଅଜବ ଅଟେ, ତାକୁ କେହି ବି ବୁଝି ପାରିବେ ନାହିଁ । କେତେ ଥର ଆମ ସାମ୍ନାରେ ଏମିତି କିଛି ଘଟଣା ଘଟିଥାଏ, ଯାହାକୁ ଦେଖି ଆମକୁ ଏହି ପୃଥିବୀରେ ଭଗବାନଙ୍କର ଉପସ୍ଥିତିର ଅନୁଭବ ହୋଇଯାଏ । ଏକ ଏମିତି ହିଁ ବଡ ଅଜବ ଗଜବ ଜିନିଷ ଆମେ ଆପଣଙ୍କୁ ଆଜି କହିବାକୁ ଯାଉଛୁ, ଯାହାକୁ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଏହି ମାମଲାଟି ଏକ ଛୋଟ ପିଲାର ଅଟେ, ଯାହାକୁ ଦେଖିବା ପାଇଁ ଦୂର ଦୂରରୁ ଲୋକମାନେ ଆସିଥାନ୍ତି ।

ଇଲାହାବାଦର କୌଂଧିୟାରାରେ ଏକ ଗ୍ରାମ ଅଛି । ଏଠି ରହୁଥିବା ରାମସୁନ୍ଦର ର ପରିବାର ବର୍ତ୍ତମାନ ସମୟରେ ବହୁତ ଚର୍ଚ୍ଚାର ବିଷୟ ହୋଇ ଯାଇଛି । ଏହାର କାରଣ ଅଟେ ତାଙ୍କର ଛୋଟ ପୁଅ । ଏହି ଶିଶୁର ଏକ ଲାଞ୍ଜ ଅଛି । ଲାଞ୍ଜ ଶିଶୁଟିର ଜନ୍ମ ସମୟରୁ ହିଁ ଶରୀର ସହିତ ଯୋଡି ହୋଇ ଥିଲା । ଯେତେବେଳେ ଏହି ଛୋଟ ପିଲାଟି ଜନ୍ମ ହୋଇଥିଲା ସେତେବେଳେ ତାହାର ଏହି ଲାଞ୍ଜ ଛୋଟ ଥିଲା, କିନ୍ତୁ ବୟସ ସହିତ ଏହି ଲାଞ୍ଜଟି ବି ଲମ୍ବିବାକୁ ଲାଗିଲା ।

ପିଲାଟିର ଲାଞ୍ଜ ଏତେ ବଡ ହୋଇ ଗଲାଣି କି ତାହା ପ୍ୟାଣ୍ଟ ବାହାରକୁ ବି ଦେଖା ଯାଉଛି । ବର୍ତ୍ତମାନ ଏହି ଲାଞ୍ଜଟି ପାଖାପାଖି ୬ ଇଞ୍ଚ ଲାମ୍ବା ହୋଇ ଯାଇଛି ।

ଆଖପାଖର ଲୋକମାନେ ଏହି ପିଲାଟିକୁ ଛୋଟ ହନୁମାନ ବୋଲି ମାନୁଛନ୍ତି । ଏହି କାରଣରୁ ଏହି ପିଲାଟିର ନାମ ବଜରଙ୍ଗୀ ବି ରଖା ଯାଇଛି । ଦୂରରୁ ଆସୁଥିବା ଲୋକମାନେ ଏହି ପିଲାଟିକୁ ଦେଖି ଏହାକୁ ଭଗବାନଙ୍କର ଅଦ୍ଭୁତ ଚମତ୍କାର ବୋଲି ବି କହୁଛନ୍ତି । ପିଲାଟିର ମା’ କହିଲା କି ଯେତେବେଳେ ତାଙ୍କ ପୁଅର ଜନ୍ମ ହୋଇଥିଲା ସେତେବେଳେ ତାହାର ପିଠି ପଛ ପଟେ ଏକ ଛୋଟ ମାଂସ ଖଣ୍ଡ ଝୁଲୁଥିଲା ଓ ଏହି ମାଂସ ଖଣ୍ଡଟି ଧୀରେ ଧୀରେ ଲମ୍ବା ହେବାକୁ ଲାଗିଲା ।

ଏହା ପରେ ଯେତେବେଳେ ଆମେ ଡାକ୍ତରମାନଙ୍କର ପରାମର୍ଶ ନେଇ ଏହାକୁ ଅପରେସନ କରିବାକୁ ନିଷ୍ପତି ନେଇଥିଲୁ, ଯାହା ପରେ ପୁରା ପରିବାର ଅସୁସ୍ଥ ହୋଇ ଯାଇଥିଲା । ଏହା ପରେ ଯେତେବେଳ ବି ଏହି ଲାଞ୍ଜର ଅପରେସନ କଥା ଘରେ ଉଠିଥାଏ ତେବେ ସମସ୍ତେ ଅସୁସ୍ଥ ହୋଇ ଯାଆନ୍ତି । ସେଥିପାଇଁ ଘରେ ଆଉ ଲାଞ୍ଜ ବିଷୟରେ କିଛି ବି ଚର୍ଚ୍ଚା କରାଯାଏ ନାହିଁ ।

ଡାକ୍ତରମାନଙ୍କର ମାନିବେ ତ ଏହା ହର୍ମୋନଲ ପ୍ରୋବ୍ଲେମ ଅଟେ । ଯଦି ଏହି ଲାଞ୍ଜକୁ ସଠିକ ସମୟରେ କଟା ନ ଯାଏ ତେବେ ଶିଶୁକୁ ଭବିଷ୍ୟତରେ ଅସୁବିଧା ହୋଇ ପାରେ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ବଜରଙ୍ଗୀର ମା’ର କହିବା ଅଟେ କି ବଜରଙ୍ଗୀ ଜନ୍ମ ହେବା ପରେ ହିଁ ତାଙ୍କ ଘରର ପରିସ୍ଥିତିରେ ସୁଧାର ଆସିଛି ଓ ତା’ର ପିତାକୁ ବି ଗୋଟିଏ ଭଲ ଚାକିରି ମିଳିଛି ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।