ଝିଅଟି ପୁଅ ହୋଇ ତିନୋଟି ଝିଅଙ୍କ ସହ କରିଲା ବିବାହ, ପ୍ରଥମ ରାତିରେ ଯାହା ହେଲା ତାହା ଆପଣଙ୍କ ହୋସ ଉଡାଇଦେବ

ଆଜିର ଜମାନା ବହୁତ ଆଗକୁ ବଢି ଯାଇଛି । ଏହା ସହିତ ଏହି ବଦଳୁଥିବା ଜମାନା ସହିତ କେତେକ ଏମିତି ଖବର ବି ଶୁଣିବାକୁ ମିଳିଥାଏ ଯାହାକୁ ଶୁଣି ଆମକୁ ବିଶ୍ଵାସ ହୁଏ ନାହିଁ । ଆଜି ଆପଣଙ୍କୁ ଏକ ଏମିତି ହିଁ ଏକ ନାବାଳିକା ଝିଅ ବିଷୟରେ କହିବାକୁ ଯାଉଛୁ, ଯିଏକି ପୁଅ ହୋଇ ତିନି ଜଣ ଝିଅକୁ ନିଜ ଜାଲରେ ଫସାଇ ଦେଇଛି, କେବଳ ଏତିକି ନୁହେଁ ସେ ସେମାନଙ୍କ ସହ ବିବାହ ମଧ୍ୟ କରିଛି । ଏହା ପରେ କିଛି ଦିନ ପର୍ଯ୍ୟନ୍ତ କାହାକୁ କିଛି ଜଣା ପଡିଲା ନାହିଁ । କିନ୍ତୁ ଗୋଟିଏ ଦିନ ଏହି ବହୁରୂପି ପୁଅର ରହସ୍ୟ ସମସ୍ତଙ୍କ ସାମ୍ନାକୁ ଆସିଗଲା ।

ଏହି ଘଟଣା ବିଷୟରେ ଜାଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି କି କଣ ଏମିତି ବି କେହି କରି ପାରେ । ଯେତେବେଳେ ସତ୍ୟତା ସାମ୍ନାକୁ ଆସିଲା ତେବେ ପୋଲିସ ବି ଆଶ୍ଚର୍ଯ୍ୟ ହୋଇ ରହିଗଲେ । କହିଦେଉଛୁ କି ଆରୋପି ୧୭ ବର୍ଷର ଝିଅକୁ ନିଜ ଜାଲରେ ଫସାଇଲା । ଏହା ପରେ ସେ ବଦଳାଇଥିବା ନାମରେ ସୋନିୟାକୁ ନିଜ ପ୍ରେମରେ ବିଶ୍ଵାସ ଦେଇ ତାହା ସହିତ ବିବାହ କରି ନେଲା ।

କହିବାକୁ ଗଲେ ସୋନିୟା ପୁଅ ଭଳି ନିଜ ଚେହରାକୁ କରି ରହୁଥିବା ରାମାଦେବୀର ଜାଲରେ ଫସିଗଲା ଓ ସେ ବୁଝି ପାରିଲା ନାହିଁ କି ସେ ଯାହାକୁ ପ୍ରେମ କରୁଛି ସେ ଅସଲରେ ଏକ ପୁଅ ନୁହେଁ ଏକ ଝିଅ ଅଟେ । କିଛି ଦିନ ପର୍ଯ୍ୟନ୍ତ ପରସ୍ପର ସହିତ କଥାବାର୍ତ୍ତା କରିବା ପରେ ଦୁଇ ଜଣ ବିବାହ କରିନେଲେ । କିନ୍ତୁ ବିବାହର ଦୁଇ ମାସ ପରେ ସୋନିୟାକୁ ରାମାଦେବୀର ସତ୍ୟତା ଜଣା ପଡିଗଲା ।

ଏହା ପରେ ସୋନିୟା ନିଜ ପରିବାର ସହିତ ପୋଲିସରେ FIR ଦେଲା । ପୀଡ଼ିତାର ଆରୋପ ଏହା ଅଟେ କି ଆରୋପି ରାମାଦେବୀ ପୁଅ ହୋଇ ତାହା ସହିତ ଧୋକା କରିଛି । ଯାଞ୍ଚ ପରେ ଜଣା ପଡିଲା କି ସେ ପୂର୍ବରୁ ବି ଏହିଭଳି ଦୁଇଟି ବିବାହ କରିଛି ।

ବର୍ତ୍ତମାନ ପୋଲିସ ଏହି ମାମଲାରେ ଯାଞ୍ଚ କରୁଛି । ଯାହା ଦ୍ଵାରା ଜଣା ପଡିଲା କି ସେ ପୂର୍ବରୁ ଆହୁରି ୨ ଜଣ ନାବାଳିକା ଝିଅଙ୍କ ସହିତ ବିବାହ କରିସାରିଛି । ଯେଉଁମାନେ କି ୧୬ ଓ ୧୭ ବର୍ଷର ଝିଅ ଅଟନ୍ତି । ପୋଲିସ ଅନୁସାରେ ପୂର୍ବରୁ ବିବାହ କରିଥିବା ଦୁଇ ଝିଅଙ୍କର ମେଡିକାଲ ଯାଞ୍ଚ କରାଗଲା ତେବେ ଜଣା ପଡିଲା କି ତାଙ୍କର ମାନସିକ ସ୍ଥିତି ଠିକ ନାହିଁ ।

ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଓଡିଆ ଫାଷ୍ଟ ପେଜ କୁ ଲାଇକ କରନ୍ତୁ ।