୧୪ ଲକ୍ଷ ଟଙ୍କା ଖର୍ଚ୍ଚ କରି ସେରୋଗେସୀ ସାହାର୍ଯ୍ୟରେ ପାଇଥିଲେ ପିଲା, କିନ୍ତୁ କାହିଁକି ପ୍ରଥମ ଜନ୍ମ ଦିନରେ ପୋଲିସ ତାହାକୁ ମା-ବାପାଙ୍କ ଠାରୁ ନେଲା ଛଡାଇ

କର୍ଣ୍ଣାଟକର ରାଜଧାନୀ ବଙ୍ଗଲୁରରେ ଗୋଟିଏ ପିଲାକୁ ନିଜ ଜନ୍ମ ଦିନରେ ତା ମାତା ପିତାଙ୍କ ଠାରୁ ଅଲଗା କରା ଯାଇଛି । ସେହି ପିଲାର ପ୍ରଥମ ଜନ୍ମ ଦିବସରେ ଯେତେବେଳେ ଘରେ ସାଜସଜା ଚାଲିଥିଲା ସେତେବେଳେ ପୋ-ଲି-ସ ଆସି ସେହି ପିଲାକୁ ସେଠାରୁ ନେଇ ଯାଇଛି ।

ଯେତେବେଳେ ମାତା ପିତା ଏହାର କାରଣ କଣ ପଚାରିଥିଲେ ସେତେବେଳେ ପୋଲି ଏହି ପିଲା ଆଉ କାହାର ବୋଲି କହିଥିଲେ । କଣ ରାଶିଛି ପୁରା ଘଟଣା : ସରୋଗେସୀ ମାଧ୍ୟମରେ ଏହି ଦମ୍ପତିଙ୍କ ଘରେ ପିଲାଟି ଏକ ବର୍ଷେ ପୂର୍ବେ ଜନ୍ମ ନେଇଥିଲା । ସରୋଗେସିରେ ଦମ୍ପତି ଦୁହେଁ ୧୪ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରିଥିଲେ । ଏହି ଦମାପ୍ତିଙ୍କ କହିବା ଅନୁସାରେ ବିଜୟନଗରରେ ରହିଥିବା ଡାକ୍ତର ରଶ୍ମି ଶଶିକୁମାର ବନେରଘଟ୍ଟା ରୋଡରେ ଥିବା ଏକ ହସପିଟାଲରେ କା କରନ୍ତି ।

ସେ ଏହି ଦମ୍ପତିଙ୍କୁ ସରୋଗେସୀ ମାଧ୍ୟମରେ ପିଲା କରିବାକୁ ପରାମର୍ଶ ଦେଇଥିଲେ । ଏଥିପାଇଁ ସେହି ଡାକ୍ତର ଟଣକ ଠାରୁ ୧୪.୫ ଲକ୍ଷ ଟଙ୍କା ନେଇଥିଲେ । ଏହା ପରେ ମେ ୨୦୨୦ରୁ ଏହି ପିଲାକୁ ଡାକ୍ତର ତାଙ୍କ ପିଲା କହି ଦେଇଥିଲେ ।

ହସପିଟାଲରୁ ଚୋ-ରୀ ହୋଇଥିଲା : ପୋ-ଲି-ସର କହିବା ଅନୁସାରେ ଏହି ପିଲାଟି ସରୋଗେସୀ ମାଧ୍ୟମରେ ହୋଇନଥିଲା । ଏହି ପିଲାଟିକୁ ସେହି ହସପିଟାଲରୁ ଚୋ-ରୀ କରାଯିବ ପରେ ତା ମାତା ପିତା ମାମଲା ରୁଜୁ କରିଥିଲେ । ଦୀର୍ଘ ୧ ବର୍ଷ ହେବ ପୋ-ଲି-ସ ପିଲାଟିର ସନ୍ଧାନ କରୁଥିଲା । ଠିକ ସେହି ସମୟରେ ଶନିବାର ମେ ୨୯ରେ ପୋ-ଲି-ସ ଟିମ କର୍ଣ୍ଣାଟକ ଉତ୍ତରର କୋପ୍ପଲରେ ପହଞ୍ଚି ସେହି ଦମ୍ପତିଙ୍କୁ ଏହାର ସୂଚନା ଦେଇଥିଲେ ।

ପୋ-ଲି-ସର କଥା ଶୁଣି ଦମ୍ପତି ଆଶ୍ଚର୍ଯ୍ୟ ହୋଇଥିଲେ ଓ ଏହି ପିଲାଟି ସରୋଗେସୀ ମାଧ୍ୟମରେ ହୋଇଥିଲା ବୋଲି ନିଜ ମତରେ କହିଥିଲେ । ଦମ୍ପତି ଦୁହେଁ ସେହି ଡାକ୍ତର ସହ କେବେ ବି ଆଉ ଦେଖା କରି ନାହାନ୍ତି ବୋଲି କହିଥିଲେ । ଏହା ପରେ ପୋ-ଲି-ସ ପିଲାଟିର ଡିଏଏନ ଟେଷ୍ଟ କରିଥିଲା ଓ ରିପୋର୍ଟ ଅନୁଯାୟୀ ପିଲାଟିର ଅସଲି ମାତା ପିତାର ପରିଚୟ ମିଳିଥିଲା । ଏହା ପରେ ଡାକ୍ତର ରଶ୍ମିଙ୍କୁ ଆ-ରେ-ଷ୍ଟ କରା ଯାଇଥିଲା ।

ଏହିପରି ଭାବେ ପିଲା ଚୋ-ରୀ କରାଯାଇଥିଲା : ପୋ-ଲି-ସର କହିବା ଅନୁସାରେ ପିଲାଟିର ଜନ୍ମ ମେ ୨୯ ସକଳ ୭:୫୦ ରେ ହୋଇଥିଲା । ସକଳ ୧୦ଟା ସମୟରେ ଯେତେବେଳେ ପିଲାର ପିତା ନବିଦ ନିଜର କୌଣସି ସମ୍ପର୍କୀୟଙ୍କୁ ଛାଡିବାକୁ ଯାଇଥିଲେ ସେତେବେଳେ ମହିଳା ଡାକ୍ତର ପିଲାର ମା ହୁସନାଙ୍କ ସହ ଆଲୋଚାନ କରିବା ପରେ ତାଙ୍କଉ ମେଡ଼ିସିନ ଖାଇବାକୁ ଦେଇଥିଲେ । ମେଡ଼ିସିନ ଖାଇବା ପରେ ପିଲାର ମା ଶୋଇ ପଡିଥିଲେ । ଯେତେବେଳେ ତାଙ୍କ ଆଖି ଖୋଲିଲା ସେତେବେଳେ ପିଲା ଚୋ-ରୀ ହୋଇ ସାରିଥିଲା ।

ଏହି ଘଟଣାର ପର ଦିନ ପିଲାର ମାତା ପିତା ମାମଲା ରୁଜୁ କରିବା ପରେ ଡିସେମ୍ବର ୨୦୨୦ରେ ଏହି କେ-ସ ବସାବନଗୁଡି ମହିଳା ଥାନାରେ ଟ୍ରାଂସପର କରାଗଲା । ଯାଞ୍ଚ କରିବା ପରେ ଜଣା ପଡିଲା ଯେ ଯେଉଁ ମହିଳା ପିଲାର ମାକୁ ମେଡ଼ିସିନ ଦେଇଥିଲେ ସେ ଡାକ୍ତର ରଶ୍ମି ଥିଲେ ଯିଏ ନର୍ସ ବେଶରେ ଆସିଥିଲେ ।

ସୂଚନା ଅନୁସାରେ ଦମ୍ପତିଙ୍କୁ ଡାକ୍ତର ରଶ୍ମି ସରୋଗେସୀ ଜରିଆରେ ପିଲା ଦେବେ ବୋଲି କହି ତାଙ୍କ ଠାରୁ ଟଙ୍କା ନେଇଥିଲେ । ଯେତେବେଳେ ୨୦୨୦ରେ ହୁସନ ନିଜ ପିଲାକୁ ଜନ୍ମ ଦେଇଥିଲେ ସେହି ସମୟ ଫାଇଦା ଉଠାଇ ରଶ୍ମି ତାଙ୍କ ପିଲାକୁ ସେହି ଦମ୍ପତିଙ୍କ ହାତକୁ ଦେଇଥିଲେ । ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ଆର୍ଟିକଲଟି ଭଲ ଲାଗିଥାଏ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ପୋଷ୍ଟଟି ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।