ଗୋଟିଏ ପିଲାର ଜୀବନ ବଞ୍ଚାଇବା ପାଇଁ ବର୍ଷାରେ ଛିଡା ହେଲେ ୪୮୦୦ ଲୋକ, ଜାଣନ୍ତୁ କାହିଁକି ?

ବନ୍ଧୁମାନେ ଆଜିର ଜମାନାରେ ଲୋକମାନେ ନିଜ କାମରେ ହିଁ ମତଲବ ରଖିଥାନ୍ତି । ଏହି ଦୁନିଆରେ ପ୍ରାୟତଃ ଲୋକମାନେ ଅନ୍ୟର ସାହାର୍ଯ୍ୟ କରିବା ପାଇଁ ଅଧିକ ରୁଚି ରଖନ୍ତି ନାହିଁ । କିନ୍ତୁ ଆଜି ବି ଦୁନିଆରେ କିଛି ଲୋକମାନେ ଅଛନ୍ତି ଯେଉଁମାନେ ଅନ୍ୟକୁ ସାହାର୍ଯ୍ୟ ଏବଂ ଅନ୍ୟର ସେବା କରିବା ପାଇଁ ଆଗକୁ ଆସିଥାନ୍ତି । ଏହିଭଳି ଏକ ମାମଲା ଆମେରିକାର Worcester ସହରରେ ଦେଖିବାକୁ ମିଳିଛି ।

ଯେଉଁଠି ପାଖାପାଖି ୪୮୦୦ ଲୋକମାନେ ବର୍ଷା ହେବା ସତ୍ବେ ବି କେବଳ ଏଥିପାଇଁ ଛିଡା ହୋଇଥିଲେ କାରଣ ସେହି ଶିଶୁର ଜୀବନ ବଞ୍ଚାଇ ଯାଇ ପାରିବ ।

କହିବାକୁ ଗଲେ ୫ ବର୍ଷର Oscar Saxelby-Lee ନାମକ ଏକ ପିଲାକୁ ଦୁର୍ଲଭ ଟାଇପର କ୍ୟାନ୍ସର ହୋଇଥିଲା । ଏଥିରେ ତାଙ୍କର ପରିବାର ଲୋକମାନେ ତାହାର ଜୀବନ ବଞ୍ଚାଇବା ପାଇଁ ଭରପୁର ଚେଷ୍ଟା କରୁଥିଲେ । ଡାକ୍ତରମାନଙ୍କର କହିବା ଅଟେ କି ଏହି ଶିଶୁ ପାଖରେ ମାତ୍ର ୩ ମାସର ସମୟ ଅଛି । ଏହା ଭିତରେ ଯଦି ଏହାର ମୈଚିଂଗ ସ୍ଟୀମ ସେଲ ଡୋନର (ରକ୍ତ କୋଶିକା ଦାତା) ମିଳିଯାଏ ତେବେ ତାହାର Acute Lymphoblastic Leukaemia (ALL) ନାମକ ରୋଗର ଚିକିସ୍ଛା ସମ୍ଭବ ଅଟେ ।

ଏବଂ ଏହାର ଡୋନର ମିଳିବା ବହୁତ କଷ୍ଟ ଅଟେ । ଏହା ପରେ ଶିଶୁର ମାତା ପିତା ସୋସିୟାଲ ମିଡିୟା ସାହାର୍ଯ୍ୟରେ ଲୋକମାନଙ୍କୁ ଅପିଲ କରିଥିଲେ କି ତାଙ୍କ ପୁଅକୁ ସାହାର୍ଯ୍ୟ କରନ୍ତୁ ।

ଜଲ୍ଦି ହିଁ ଏହି ମ୍ୟାସେଜ ଭାଇରାଲ ହୋଇଗଲା ଏବଂ ଏହି ପିଲାର ଜୀବନ ବଞ୍ଚାଇବା ପାଇଁ ପାଖାପାଖି ୪୮୮୫ ଲୋକମାନେ ଆଗକୁ ଆସିଲେ । ଏହା ପରେ ସମସ୍ତଙ୍କର ବ୍ଲଡ ଟେଷ୍ଟ ହେବ ଏବଂ ଯାହାର ବି ବ୍ଲଡ ମ୍ୟାଚିଙ୍ଗ କରିବ ତାହ ପରେ ଯାଇ ସେହି ଶିଶୁର ଚିକିସ୍ଛା ସମ୍ଭବ ଅଟେ । ସବୁଠୁ ଆଶ୍ଚର୍ଯ୍ୟର କଥା ଏହା ଅଟେ କି ନିଜର ବ୍ଲଡ ଟେଷ୍ଟ କରିବା ପାଇଁ ସମସ୍ତେ ଲାଇନ ହୋଇ ବର୍ଷା ମଧ୍ୟରେ ଛିଡା ହୋଇଥିଲେ । ସମସ୍ତଙ୍କ ମନରେ କେବଳ ଗୋଟିଏ ହିଁ କଥା ଥିଲା କି ଭଗବାନ ସେହି ଶିଶୁର ଜୀବନ ବଞ୍ଚାଇ ଦିଅନ୍ତୁ ।

ଏଠି ଏହି ଶିଶୁର ଜୀବନ ବଞ୍ଚାଇବା ପାଇଁ କାହାକୁ କୌଣସି ଟଙ୍କା ବି ମିଳିବ ନାହିଁ । କିନ୍ତୁ ତଥାପି ଲୋକମାନେ ନିଜର ସମୟ ବାହାର କରି ଏଠାକୁ ଆସିଥିଲେ । ଆପଣ ଜାଣିବା ନିମନ୍ତେ କହିଦେଉଛୁ ଯେ Oscarଙ୍କର ବର୍ତ୍ତମାନ ପର୍ଯ୍ୟନ୍ତ ୨୦ ଥର ବ୍ଲଡ ଟ୍ରାନ୍ସଫର ହୋଇସାରିଛି । ଏହା ସହିତ ତାଙ୍କର କେତେ ଥର କମିଯୋଂଥେରପୀର କେତେକ ସେଶନ ବି କରାଯାଇଛି ।

ବନ୍ଧୁମାନେ ଆପଣଙ୍କୁ ଯଦି ଏହି ଖବର ପସନ୍ଦ ଆସିଥିବ ତେବେ ଏହାକୁ ଅନ୍ୟମାନଙ୍କ ସହ ନିଶ୍ଚିତ ଶେୟାର କରନ୍ତୁ । ଯାହା ଦ୍ଵାରା ବି ଏହିଭଳି ଭ୍ବାବରେ ମଣିଷତ୍ଵ ଭରା କାମ କରିବା ଏପାଇଁ ପ୍ରେରିତ ହୋଇ ପାରନ୍ତି ।