ପତ୍ନୀକୁ ଘରେ କୁକର ସହିତ ଛାଡିବା ପଡିଲା ମହଙ୍ଗା, ଯାହା ହେଲା ଜାଣିଲେ ଆପଣଙ୍କ ହୃଦୟ ଥରି ଉଠିବ

ଆମେରିକାରୁ ଏକ ଏମିତି ଘଟଣା ସାମାନକୁ ଆସିଛି ଯାହାକୁ ଶୁଣିଲେ କାହାର ବି ହୃଦୟ ଥରି ଉଠିବ । କହିଦେଉଛୁ ଯେ ଜଣେ ବ୍ୟକ୍ତି ନିଜର ପତ୍ନୀ ଓ ନିଜର କୁକୁରକୁ ଘରେ ଛାଡି ହେଇ ବାହାରକୁ କିଛି ଜିନିଷ ଆଣିବାକୁ ଯାଇଥିଲା । କିନ୍ତୁ କିଛି ସମୟ ପରେ ଯେମିତି ହିଁ ସେ ଘରକୁ ଫେରିଲା ତେବେ ଘର ଭିତରର ଦୃଶ୍ୟକୁ ଦେଖି ତାର ପାଦ ତଳୁ ମାଟି ଖସିଗଲା । ଆଶ୍ଚର୍ଯ୍ୟ କରିଦେବା ବାଲା ଏହି ମାମଲା ୱଶିଗଂଟନ ଡୀସୀ ର ଅଟେ ।

ଯେଉଁଠି ରବର୍ଟ ଫ୍ରେଜର ନାମକ ଜଣେ ବ୍ୟକ୍ତି ନିଜ ପତ୍ନୀ ସହ ଖୁସିରେ ଜୀବନ ଜାପନ କରୁଥିଲା ଓ ସେ ମାତ୍ର ଦୁଇ ବର୍ଷ ପୂର୍ବେ ହିଁ ବିବାହ କରିଥିଲେ । ତାଙ୍କ ପାଖରେ ଏକ ପାଲତୁ ପିଟବୁଲ ବ୍ରୀଡର କୁକୁର ବି ଥିଲା । ଯାହାର ନାମ କେନ ଥିଲା । ଯାହାକୁ ପ୍ରାୟତଃ ୮ ମାସ ପୂର୍ବେ ହିଁ ଘରେ ଆଣି ଥିଲେ । ଏହି କୁକୁରକୁ ସେ ନିଜେ ହିଁ ଟ୍ରେନେଡ କରୁଥିଲେ ।

ଏହା ମଧ୍ୟରେ ଦିନେ ରବର୍ଟ ନିଜର ପତ୍ନୀ ଏଞ୍ଜିଲା ଓ କେନକୁ ଘର ଛାଡି ବଜାର ଯାଇଥିଲେ । ଏହା ପ୍ରଥମ ଥର ନୁହେଁ ଏହା ପୂର୍ବରୁ ବି ସେ ପ୍ରାୟତଃ ଦୁଇ ଜଣଙ୍କୁ ଘରେ ଛାଡି ଦେଇ ବାହାରକୁ ଯାଇଥାନ୍ତି । କିନ୍ତୁ ଏଥର ଭାଗ୍ୟରେ କିଛି ଅଲଗା ହିଁ ଲେଖା ହୋଇଥିଲା । କହିଦେଉଛୁ ଯେ ରବର୍ଟ ଯେମିତି ହିଁ ବଜାରରୁ ୧୫ ମିନିଟ ପରେ ଘରକୁ ଫେରିଛନ୍ତି ତେବେ ସେ ଦେଖିଲେ କି ଏଞ୍ଜିଲା ରକ୍ତାକ୍ତ ହୋଇ ତଳେ ପଡିଛନ୍ତି ଓ ତାଙ୍କର କୁକୁର କେନ ତାଙ୍କ ପତ୍ନୀଙ୍କ ଉପରେ ଚଢି ଯାଇ ତାଙ୍କୁ କାମୁଡିବାରେ ଲାଗିଛି ଓ ବହୁତ ଖରାପ ଭାବରେ ଏଞ୍ଜିଲାଙ୍କୁ ଆକ୍ରମଣ ବି କରୁଥିଲା ।

ଏହାକୁ ଦେଖି ତାଙ୍କର ହୋସ ଉଡିଗଲା । ସେ ଜାଣି ପାରିଲେ ନାହିଁ ତାଙ୍କ ଆଖି ସାମନାରେ କଣ ହେଉଛି । କାରଣ ଏହା ପୂର୍ବରୁ କେନ ଏହିଭଳି ବ୍ୟବହାର କେବେ ବି କରି ନ ଥିଲା ।

ଏହା ପରେ ରବର୍ଟ ସଙ୍ଗେ ସଙ୍ଗେ ପୁଲିସ ଓ ଏମ୍ବୁଲେନ୍ସକୁ ଫୋନ କରିଲେ । ପୁଲିସ ଓ ମେଡିକାଲ ଟିମ ରବର୍ଟଙ୍କ ଘରେ ପହଞ୍ଚି ଏଞ୍ଜିଲାଙ୍କୁ କେନ ଠାରୁ ବଞ୍ଚାଇଲେ । ଏହି ସମୟରେ ତାଙ୍କ କୁକୁର ଏକ ମେଡିକାଲ ଟିମର ବ୍ୟକ୍ତି ଉପରେ ବି ଆକ୍ରମଣ କରିଦେଲା । ବହୁତ କଷ୍ଟରେ କେନକୁ କାବୁ କରାଗଲା ଓ ଏଞ୍ଜିଲାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଗଲା । କିନ୍ତୁ ସବୁଠୁ ଦୁଖର କଥା ଏହା ଅଟେ କି ହସ୍ପିଟାଲରେ ଏଞ୍ଜିଲାର ଚିକିସ୍ଛା ଚାଲୁଥିବାର କିଛି ସମୟ ପରେ ହିଁ ତାଙ୍କର ମୁର୍ତ୍ୟୁ ହୋଇଯାଇଥିଲା ।

କୌଣସି ବି ବ୍ରିଡ ର କୁକୁର ପାଳିବା ପୂର୍ବରୁ ତା ବିଷୟରେ ଭଲଭାବରେ ଜାଣିନେବା ଉଚିତ । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ସଚେତନତା ପାଇଁ ଏହି ପୋଷ୍ଟଟିକୁ ସମସ୍ତଙ୍କ ସହିତ ଶେୟାର କରନ୍ତୁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।