ନମସ୍କାର ବନ୍ଧୁଗଣ, ଆପଣ ମାନେ ଜାଣିଥିବେ ପ୍ରତେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ପୋଷ୍ଟ ହେଉଛି ଯାହାକୁ ନେଇ ଅନେକ ଚର୍ଚ୍ଚା ହେଉଛି ତ ଆଉ କିଛି ଭିଡିଓ କୁ ନେଇ ବିବାଦ ମଧ୍ୟ ହେଉଛି । ତେବେ ବର୍ତ୍ତମାନ ସମୟରେ ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଆଜିର ସମୟରେ ସ୍ତ୍ରୀ ସ୍ଵାମୀ ଆଉ ପିଲାକୁ ଛାଡି ଅନ୍ୟ ପୁରୁଷ ସହ ସମ୍ପର୍କ ରଖୁଛି ତ ଆଉ କିଏ ନିଜ ସ୍ତ୍ରୀ ଆଉ ପିଲାକୁ ଛାଡି ଅନ୍ୟ ନାରୀ ସହ ଫେରାର ହୋଇ ଯାଉଛି ।
ତେବେ ଏହି ଭାଇରାଲ ହୋଇଥିବା ଭିଡିଓ ରେ ମହିଳା ଜଣକ କହୁଛନ୍ତି ମୁଁ ଯେବେ ପାଟି କରିଲି ସେ ମୋର ପାଟି ବନ୍ଦ କରି ଦେଲା ମୁ ଆଉ କିଛି କହି ପାରିଲି ନାହି ନିସ୍ତେଜ ହୋଇ ପଡିଗଲି ମୁଁ ସ୍ତ୍ରୀ ଲୋକ ଟା ସେ ପୁରୁଷ ମୁଁ ଆଉ କଣ କରିପାରି ଥାନ୍ତି । ଆଉ ସେ ମୋ ସହ ଖରାପ ସମ୍ପର୍କ ରଖିଲ ଆଉ ଏବେ ମୋ ସ୍ଵାମୀ ସନ୍ଦେହ କରି ସବୁ ସତ ଜାଣି ସରାଇଛି । ମୋ ସ୍ଵାମୀ ଜାଣି ସାରିଛି ମୋର ଅନ୍ୟ ପୁରୁଷ ସହ ଖରାପ ସମ୍ପର୍କ ଅଛି ସେ ମୋତେ ଆଉ ରଖିବାକୁ ଚାହୁଁ ନାହି ଏ ବୟସରେ ମୁଁ କୁଆଡେ ଜୀବି ମୋତେ ନ୍ୟାୟ ଦରକାର ।
ଆଗକୁ ପୀଡତା ମହିଳା ଜଣକ କାନ୍ଦି କାନ୍ଦି କହୁଛନ୍ତି କି ଯିଏ ତାଙ୍କୁ ଏଭଳି ନିର୍ଯ୍ୟାତନା ଦେଉଥିଲା ସେ ତାଙ୍କୁ ଧମକ ଦେଇଥିଲା ଯଦି ଏ ବିଷୟରେ କାହାକୁ କୁହନ୍ତି ତେବେ ଜୀବନରୁ ମାରି ଦେବୀ । ସେଥିପାଇଁ ପୀଡତା ନିଜ ସ୍ଵାମୀ ଙ୍କୁ କିଛି ବି କହି ନ ଥିଲେ । କିନ୍ତୁ ପୀଡ଼ିତା ଙ୍କ ସ୍ଵାମୀ ତାଙ୍କୁ ସନ୍ଦେହ କରିବା ପରେ ସେ ସବୁ ସତ କଥା କହିଥିଲେ ଆଉ କେମିତି ସେହି ବ୍ୟକ୍ତି ଜଣକ ତାଙ୍କ ସହ ବାରମ୍ବାର ଅନୈତିକ ସମ୍ପର୍କ ରଖୁଥିଲେ ଆଉ କେଉଁ ସ୍ଥିତି ରେ ଏ ସବୁ ଘଟିଥିଲା ସବୁ କିଛି ଗୋଟି ଗୋଟି କରି ବଖାଣିଛନ୍ତି ପୀଡ଼ିତା ତାଙ୍କ ସ୍ଵାମୀ ଙ୍କ ଆଗରେ ।
ତେବେ ପୀଡ଼ିତା ଙ୍କ ମୁହଁ ରୁ ଏହି ସବୁ କଥା ଶୁଣିବା ପରେ ସ୍ଵାମୀ ଜଣକ ଏବେ ତାଙ୍କ ଉପରେ ଆଉ ବିଶ୍ଵାସ କରୁ ନାହାନ୍ତି ଆଉ ତାଙ୍କୁ ମଧ୍ୟ ପାଖରେ ରଖିବାକୁ ଚାହୁଁ ନାହାନ୍ତି । ଏମିତି କିଛି କାନ୍ଦି କାନ୍ଦି ଗଣ ମାଧ୍ୟମ ଆଗରେ ପ୍ରତିକ୍ରିୟା ଦେଇଛନ୍ତି ପୀଡ଼ିତା ମହିଳା । ତେବେ ତାଙ୍କ କଥା ରୁ ସ୍ପଷ୍ଟ ହେଉଛି କି ପୀଡ଼ିତା ମହିଳା ଙ୍କୁ କେହି ଜଣେ ବଳାତ୍କାର କରିଛି ଆଉ ସେ ଯୌନ ଶୋଷଣର ଶିକାର ହୋଇଛନ୍ତି ।
ଆଉ ଏହି ବିଷୟରେ ପାଟି ଖୋଲିଲେ ତାଙ୍କୁ ମାରି ଦେବା ପାଇଁ ମଧ୍ୟ ଧମକ ଦିଆ ଯାଇଛି । ତେବେ ନିଜ ପ୍ରତି ହୋଇଥିବା ଅନ୍ୟାୟ ର ଏବେ ନ୍ୟାୟ ମାଗୁଛି ପୀଡ଼ିତା ମହିଳା ଜଣକ । ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।