କେବଳ ପରିଶ୍ରମ କରିବା ଦ୍ୱାରା କେହି ସଫଳ ହୋଇ ନ ଥାଏ, ରାଜା ବନିବାର ଅଛି ତ ମନେ ରଖନ୍ତୁ ଏହି 3 ଟି କଥା- Chanakya Niti

ନମସ୍କାର ବନ୍ଧୁଗଣ ,ବନ୍ଧୁଗଣ ଚାଣକ୍ୟନୀତି ରେ ଚାଣକ୍ୟ କହିଛନ୍ତି ଯେ ଆଖିରେ ଦେଖିକି ପାଦ ରଖିବା ଉଚିତ , କପଡା ଦ୍ବାରା ଶୁଦ୍ଧ କରିକି ପାଣି ପିଇବା ଉଚିତ , ଶାସ୍ତ୍ର ରୁ ଶୁଦ୍ଧ କରିକି ବଚନ କହିବା ଉଚିତ ଏବଂ ମନ ରେ ବିଚାର କରିକି କାର୍ଯ୍ୟ କରିବା ଉଚିତ । ଧନଠାରୁ ହୀନ ବ୍ୟକ୍ତି ହୀନ ଗଣାଯାଇ ନ ଥାଏ ନିଶ୍ରୟ କି ସେ ଧନୀ ଅଛି । ବିଦ୍ୟାଧନ ଠାରୁ ହୀନ ବ୍ୟକ୍ତି ହିଁ ସବୁ ଜିନିଷ ରେ ହୀନ ହୋଇଥାଏ । ଯଦି ବିଦ୍ୟା ଦରକାର ତେବେ ସୁଖ କୁ ଛାଡିଦିଅ ଏବଂ ଯଦି ସୁଖ ଦରକାର ତେବେ ବିଦ୍ୟା କୁ ଛାଡିଦିଅ ।

ସୁଖ ଚାହୁଁଥିବା ବ୍ୟକ୍ତି କୁ ବିଦ୍ୟା କିପରି ପ୍ରାପ୍ତ ହେବ ଏବଂ ବିଦ୍ୟାର୍ଥୀ ମାନଙ୍କୁ କେବେ ସୁଖ ପ୍ରାପ୍ତ ହୋଇନଥାଏ । ଏହା ନିଶ୍ରୟ କି ବିଧି ଧନୀ କୁ ରଙ୍କି ଏବଂ ରଙ୍କି କୁ ଧନୀ କରିଦେଇଥାଏ । ଉଦାରତା , ମଧୁର ବାଣୀ , ଧର୍ଯ୍ୟ ଏବଂ ଠିକ କୁ ଜାଣିବା ଏହି ଚାରି ଟି କଥା ଅଭ୍ୟାସ ଦ୍ବାରା ହୋଇନଥାଏ । ଏଗୁଡିକ ମନୁଷ୍ୟ ର ସ୍ୱାଭାବିକ ଗୁଣ ଅଟେ । ଯିଏ ନିଜ ବର୍ଗ କୁ ଛାଡିକି ଅନ୍ୟ ବର୍ଗ ରେ ଆଶ୍ରୟ ନିଏ ସିଏ ସ୍ୱୟଂ ହିଁ ନଷ୍ଟ ହୋଇଯାଇଥାଏ ।

ଯେମିତି ରାଜା ଅଧର୍ମ ଦ୍ୱାରା ନଷ୍ଟ ହୋଇଯାଇଥାଏ । କଳିଯୁଗ ର ଦଶ ହଜାର ବର୍ଷ ବିଟିଯିବା ପରେ ଶ୍ରୀ ବିଷ୍ଣୁ ଏହି ପୃଥିବୀ କୁ ଛାଡି ଦେଇଥାନ୍ତି । ତାର ଅଧାରେ ଗଙ୍ଗା ଜଳ ଏବଂ ତାର ଅଧା ହେବା ପରେ ଗ୍ରାମ ର ଦେବତା ବି ପୃଥିବୀ ଛାଡି ଦେଇଥାନ୍ତି । ଗୃହ ରେ ଆସକ୍ତ ବ୍ୟକ୍ତି ଙ୍କୁ ବିଦ୍ୟା ଆସି ନ ଥାଏ । ମାଂସ ଖାଇବା ବାଲା ଙ୍କୁ ଦୟା ଆସିନଥାଏ । ଧନ ଲୋଭୀ କୁ ସତ୍ୟ କହିବା ଆସି ନଥାଏ ଏବଂ ବ୍ୟଭିଚାର ରେ ପବିତ୍ରତା ନ ଥାଏ ।

ଦୁର୍ଜନ ମାନଙ୍କ ଉପରେ ସଦୁପଯୋଗ ର କୌଣସି ପ୍ରଭାବ ପଡିନଥାଏ । ଯେପରି କି ନିମ୍ବ ଗଛ ର ତଳେ ଯେତେ କ୍ଷୀର ଘିଅ ଦେଲେ ମଧ୍ୟ ସେ ନିଜର ପିତା ପଣ କୁ ଛାଡିନଥାଏ । ଯେଉଁ ଲୋକ ଦେହରେ ପାପ ଏବଂ କୁଟୀଳତା ଭରି ରହିଥାଏ ସେହି ମନୁଷ୍ୟ ଶହେ ଥର ଗାଧେଇଲେ ବି ତାର ପବିତ୍ରତା ଆସିନଥାଏ ।

ସେମିତି ଯେମିତି ମଦ ପାତ୍ର କୁ ଯେତେ ଧୋଇଲେ ବି ତାହା ପବିତ୍ର ହୋଇନଥାଏ । ଯିଏ ଯାହାର ଗୁଣ ଜାଣିନଥାଏ ସେ ତାର ନିନ୍ଦା ନିରନ୍ତର ରେ କରିଥାଏ । ସେମିତି ଯେମିତି ମୋତି ମାଳା କୁ ଛାଡିକି କୋଳ ସାଧାରଣ ମାଳା ଧରିଥାଏ । ଯେଉଁ ଲୋକ ବର୍ଷ ସାରା ବିନା କଥା କହି ଭୋଜନ କରିଥାଏ , ସେ ହଜାର ଯୁଗ ଯାଏ ସର୍ଵ ଲୋକ ରେ ପୂଜା ପାଇଥାଏ ।

କାମ , କ୍ରୋଧ, ଲୋଭ , ଶୃଙ୍ଗାର , ଖେଳ , ମିଠା ଭୋଜନ ଆଦି ଜିନିଷକୁ ବିଦ୍ୟାର୍ଥୀ ମାନଙ୍କୁ ତ୍ୟାଗ କରିଦେବା ଉଚିତ । ଦେବତା କିମ୍ବା ମନ୍ଦିର ର ଧନ , ଗୁରୁଙ୍କ ଧନ , ଅନ୍ୟ ସ୍ତ୍ରୀ ମାନଙ୍କ ସହ ପ୍ରସଙ୍ଗ କରିବା ବ୍ରାହ୍ମଣ ଙ୍କୁ ଚଣ୍ଡାଳ କୁହାଯାଇଥାଏ ।

ଭାଗ୍ୟଶାଳୀ ଏବଂ ପୁଣ୍ୟାତ୍ମା ଲୋକମାନଙ୍କୁ ଧନ ର ସଂଗ୍ରହ ନ କରି ତାକୁ ଦାନ କରିବା ଉଚିତ । ଦାନ ଦେଉଥିବା କର୍ଣ୍ଣ , ବଳି , ରାଜା ବିକ୍ରମାଦିତ୍ୟ ଙ୍କ କଥା ଆଜି ଯାଏ ରହିଛି । ଏମିତି ଗୃହ ଆଶ୍ରମ ଶ୍ରେଷ୍ଠ ଯେଉଁଠାରେ କି ଆନନ୍ଦ ଭରପୁର ଥିବ । ଯାହାର ସନ୍ତାନ ବୁଦ୍ଧିମାନ , ସ୍ତ୍ରୀ ମୃଦୁଭାସି , ଦରକାର ଠାରୁ ଅଧିକ ଧନ , ସ୍ତ୍ରୀ ସହ ପ୍ରେମ , ଆଜ୍ଞା କାରୀ ସେବକ , ଅତିଥୀଙ୍କର ସେବା ଏବଂ ଘରେ ମିଠା ଭଲ ଜଳ ଥାଏ ତାହା ଶ୍ରେଷ୍ଠ ଘର ହୋଇଥାଏ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।