ପାଣି ଭିତରେ ବୁଡି ରହିଛି ଦୁନିଆର ଏହି ସବୁ ଅଦ୍ଭୁତ ସୁନ୍ଦର ସହର – 3ନଂ ସହରଟି ଆମ ଭାରତର

ପାଣି ଭିତରେ ବୁଡି ରହିଛି ଦୁନିଆର ଏହି ସବୁ ସୁନ୍ଦର ସହର

ଦୁନିଆରେ ଏମିତି ବହୁତ ରହସ୍ୟ ଅଛି ଯାହା ବିଷୟରେ ଆଜି ପର୍ଯ୍ୟନ୍ତ କିଛି ସଠିକ ତଥ୍ୟ ମିଳି ନାହିଁ । ଆଜି ଆମେ ସେହି ରହସ୍ୟ ମାନଙ୍କ ମଧ୍ୟରୁ ଗୋଟେ ରହସ୍ୟ ବିଷୟରେ ଆପଣଙ୍କୁ କହିବୁ । ଆପଣ ଆଗରୁ ବହୁତ ପ୍ରାଚୀନ ସହର ବିଷୟରେ ପଢିଥିବେ ଓ ଶୁଣିଥିବେ ଯାହା ମାଟି ତାଳୁ ଉଧାର କାରାଯାଇଛି । ବୈଜ୍ଞାନିକ ମାନେ ଏମିତି ବହୁତ କିଛି ରହସ୍ୟ ଉପରୁ ପରଦା ଉଠାଇଛନ୍ତି, କିନ୍ତୁ ଆଜି ମଧ୍ୟ କିଛି ଏମିତି ରହସ୍ୟ ଅଛି ଯାହାର ରହସ୍ୟ କେହିବି ଜାଣି ପାରି ନାହାନ୍ତି ।

ସେହି ମଧ୍ୟରୁ ଗୋଟେ ହେଲା ପାଣିରେ ବୁଡି ଥିବା ସହର । ଆଜି ଆମେ ଆପଣଙ୍କୁ ସେହି ସହର ବିଷୟରେ କହିବୁ ଯାହା ଜଳମଗ୍ନ ହୋଇ ମଧ୍ୟ ସଂପୂର୍ଣ୍ଣ ସୁରକ୍ଷିତ ଅଛି ।

୧-କ୍ଲିୟୋପେଟ୍ରା ର ଅଲେକ୍ଜେଂଡ୍ରିଯା, ଇଜିପ୍ଟ

ଇଜିପ୍ଟ ର ଜଣେ ଶାସକ ଅଲେକ୍ଜେଂଡର ଦ ଗ୍ରେଟ ଇଜିପ୍ଟ ରେ ଥିବା ସହର କ୍ଲିୟୋପାଟ୍ରାର ନିର୍ମାଣ କରାଇଥିଲେ । ଏହି ସହରର ନିର୍ମାଣ ସେହି ସମୟର ପ୍ରସିଦ୍ଧ ସୁନ୍ଦରୀ କ୍ଲିୟୋପେଟ୍ରାର ସ୍ମୃତିରେ କରାଯାଇଥିଲା । ୧୬୦୦ ମସିହାରେ ଏହି ସହର ଜଳମଗ୍ନ ହୋଇଯାଇଥିଲା । ଯାହାକୁ ପୁରାତ୍ତବ ବିଭାଗ ର ଟୀମ ୧୯୯୮ ମସିହାରେ ଖୋଜିକି ବାହାର କରିଥିଲେ । କୁହା ଯାଏ କି ଏହା ଭୂମିକମ୍ପ କାରଣରୁ ଜଳମଗ୍ନ ହୋଇଯାଇଥିଲା ।

୨-  ପୋର୍ଟ ରୟଲ, ଜମୈକା

ୟୁରୋପର ବଡ ସହର ଭିତରୁ ଜମୈକା ସହର ବହୁତ ଜନଗହଳି ବିଶିଷ୍ଟ ସହର ଥିଲା । ଏହି ଦେଶର ମଦ ବହୁତ ପ୍ରସିଦ୍ଧ ଥିଲା । କିନ୍ତୁ ୧୯୬୨ ମସିହାରେ ଏକ ଭୂ-କମ୍ପ କାରଣରୁ ଏହି ସହର ସମୁଦ୍ରରେ ମିସିଯାଇଥିଲା । ଯେଉଁଥିରେ ୨୦୦୦ ଲୋକଙ୍କର ମୃତ୍ୟୁ ମଧ୍ୟ ହୋଇଥିଲା ।

୩- ଦ୍ଵରକା, ଭାରତ

ମହାଭାରତରେ ଭଗବାନ କୃଷ୍ଣ ଙ୍କର ନଗରି ଭାବେ ପରିଚିତ ଥିବା ଏହି ସହର ଭାରତୀୟ କାଥରେ ବହୁତ ପ୍ରଚିଳିତ ଅଟେ । ଗୋମତୀ ନଦୀ କୂଳରେ ଥିବା ଏହି ସହର ଶ୍ରୀକୃଷ୍ଣ ଙ୍କର ଯିବା ପରେ ଧୀରେ ଧୀରେ ଜଳମଗ୍ନ ହୋଇଯାଇଥିଲା ।   ଏହି ସହରର ମହଲ ମାନଙ୍କରେ ଚାନ୍ଦି ଓ ସୁନାର ବହୁତ ଉପଯୋଗ କରାଯାଇଥିଲା ।

୪- ଲାୟନ ସିଟୀ ଅଫ କ୍ଯୂଆନଡାଓ ଲେକ, ଚୀନ

ଚୀନ୍ ର ଲାୟନ ସିଟୀ ଫ କ୍ଯୂଆନଡାଓ ନାମକ ନଦୀରେ ବସିଥିବା ଏହି ସହର ନିଜର ସୁନ୍ଦର କଳାକୃତି ଓ ସୁନ୍ଦରତା ପାଇଁ ବହୁତ ଲୋକପ୍ରିୟ । ଏହି ସହର ବହୁତ ପ୍ରାଚୀନ ଓ ସୁନ୍ଦର ସହର ମଧ୍ୟରୁ ଅନ୍ଯତମ । ଏହି ସହର ମାଟିଠାରୁ ୧୩୧ ft ଗଭୀରରେ ଅଛି ।

ଏମିତି ନୂଆ ନୂଆ ଖବର ପାଇଁ ଲାଇକ କରନ୍ତୁ ଓ ଏବେହିଁ ସେୟାର କରନ୍ତୁ ଏହି ପୋଷ୍ଟଟିକୁ – ଧନ୍ୟବାଦ