ଆସନ୍ତା କାଲି ଶେଷ ହେବ ଶନି ସାଢେସାତୀ, 5 ଟି ରାଶିରେ ହେବ ଧନର ବର୍ଷା, ଦେଖନ୍ତୁ ଏଥିରେ ଆପଣଙ୍କ ରାଶି ନାହିଁ ତ ?

ଆମେ ମାନେ ଅନେକ ସମୟରେ ଗୋଟେ ଜିନିଷ ନିଶ୍ଚିତ ଅନୁଭବ କରିଥାଉ କି କିଛି କାମ ଖୁବ କମ ସମୟରେ ହୋଇ ଯାଏ ଯେତେବେଳେ ଏହା ପାଇଁ ଅଧିକ ସମୟ ଲାଗିବା କଥା । କିଛି ଏଭଳି କାମ ମଧ୍ୟ ଅଟକି ଯାଇ ଥାଏ ଯାହା ଖୁବ କମ ସମୟରେ ସରିଯିବା କଥା ।

ଏଭଳି ହେବାର କାରଣ ହେଉଛି ଯଦି ଆମ ୧୨ ଘରେ ଶନି ଥାଏ ତାହେଲେ ଏହାକୁ ଶନି ଦଶା ବୋଲି କୁହା ଯାଏ । ଏହି ଦଶାରୁ ନିଜକୁ ମୁକ୍ତ କରିବା ପାଇଁ ଆମେ ଆନେକ ସମୟରେ ଭଗବାନ ହନୁମାନ ଜି ଙ୍କ ଆରାଧନା କରିବା ସହ ଆମେ କିଛି ବସ୍ତୁ କୁ ଆମ ସହ ରଖିଥାଉ । କିଛି ଭଲ କାମ କରିବା ପାଇଁ ଚେଷ୍ଟା କରିଥାଉ ଯାହା ଦ୍ଵାରା ଆମେ ନିଜକୁ ଏହି କଷ୍ଟରୁ ମୁକ୍ତ କରାଇ ପାରିବା ବୋଲି ଚିନ୍ତା କରି ଥାଉ।

ତେବେ ଏବେ କିଛି ରାଶିଙ୍କ ଉପରୁ ଶନି ଦଶା ସରିବା ସହ ସେମାନଙ୍କ ଭଲ ସମୟ ଆସିବାକୁ ଯାଉଛି । ସେହି ରାଶି ମାନେ ହେଲେ ।

ଧନୁ ରାଶି –  ଆପଣଙ୍କ ଉପରେ ଥିବା ଶନି ର ଢାଇୟା ସାରିବାକୁ ଯାଉଛି । ଏହା ପରେ ଆପାଣଙ୍କ ପାଇଁ ଭଲ ଫଳ ରହିବ । ଆପଣ ନିଜ ବ୍ୟାପାରରେ ଖୁବ ଭଲ କରିବେ । ଆପଣ ନିଜ କାମକୁ ନେଇକି ଖୁବ ପ୍ରଶଂସା ପାଇବେ ।

ମକର ରାଶି – ଏହି ରାଶିଙ୍କ ସ୍ଵାମୀ ହେଉଛନ୍ତି ଭଗବାନ ଶନି ଏହି ରାଶିଙ୍କ ଉପରେ ଶନିଙ୍କର ଦ୍ଵିତୀୟ ଚରଣ ଚାଲୁଅଛି । ଆପଣଙ୍କ ଉପରେ ଏବେ ଭଗବାନ ଶନି ଖୁବ ଖୁସି ଦେବେ । ଆପଣ ଘର କିମ୍ବା ଜାଗା କିଣି ପାରନ୍ତି । ପରିବାର ରେ ଆପଣ ଖୁସିରେ ରହିବେ । ଆପଣ ଚାହୁଁ ଥିବା କାମ ଏବେ ହେବ । ଆପଣ ନିଜ ଚାକିରି କ୍ଷେତ୍ରରେ ଉଚ୍ଚ ପଦାକୁ ଯାଇ ପାରନ୍ତି ।

ମିଥୁନ ରାଶି – ଆପଣଙ୍କ ଉପରେ ଶନି ଦେବଙ୍କ ଢାଇୟା ସାରିବାକୁ ଯାଉଛି ଏହା ପରେ  ଆପଣଙ୍କ ଜୀବନରେ ପରିବର୍ତ୍ତନ ଆସିବାକୁ ଯାଉଛି । ଆପଣ ନିଜ ସହକର୍ମୀ ମାନଙ୍କ ପାଖରୁ କିଛି ସାହାଜ୍ଯ ପାଇ ପାରନ୍ତି । ଆପଣ କିଛି ଧନ ନିବେଶ କରି ପାରନ୍ତି । ଆପଣ ଏହି ସମୟରେ ନିଜର ସ୍ଵପ୍ନ ପୂରଣ କରିବା ପାଇଁ ନିଜକୁ ବଦଳେଇବା ପାଇଁ ଚେଷ୍ଟା କରିନ୍ତୁ । ଯେଉଁ ମାନେ ଭଲ ପାଉଛନ୍ତି ସେମାନେ ବିବାହ କରିବେ ।

ତୁଳା ରାଶି – ଆପଣଙ୍କ ଉପରେ ଶନି ଦଶା ଚାଲିଛି ମାତ୍ର ଏହା ପାଇଁ ଆପଣ ବ୍ୟସ୍ତ ହୁଅନ୍ତୁ ନି ଆପଣଙ୍କ ଜୀବନ ବଦଳିବା ପାଇଁ ଯାଉଛି । ଆପଣ ନିଜ  ନାମ ଅର୍ଜନ କରିବାରେ ସକ୍ଷମ ହେବେ ଆପଣ କିଛି ମହତ୍ଵ ପୂର୍ଣ କାମରେ ଏବେ ନିଜକୁ ନିବେଶ କରନ୍ତୁ । ଶନି ଦେବ ଆପଣଙ୍କ ପ୍ରତେକ ଇଚ୍ଛା ପୂରଣ କରିବା ପାଇଁ ଯାଉଛନ୍ତି । ଆପଣଙ୍କୁ ଏହି ସମୟରେ ଆପଣଙ୍କୁ ଚାକିରି ମିଳି ଜୀବ ଆପଣ ନିଜକୁ ଅସାନ୍ତି ପାଖରୁ ଦୂରେଇ ରୁଖନ୍ତୁ ।

ମେଷ ରାଶି – ଆପଣ ନିଜ ପରିବାର ପାଇଁ କିଛି ମହାନ କରିବାକୁ ଯାଉଛନ୍ତି ଏହି ସମୟରେ ଯାହା ପାଇଁ ଆପଣଙ୍କ ମାତା ପିତା ଆପଣଙ୍କ ପାଇଁ ଗର୍ବ ଅନୁଭବ କରିବେ । ଏହା ସହ ଆପଣ ଅନେକ ଦିନରୁ କରୁଥିବା କାମ ଯାହା ଆପଣଙ୍କୁ ଅସଫଳତା ଦେଇଛି ଆପଣ ତାକୁ ଆଉ ଥରେ କରି କି ଦେଖନ୍ତୁ ଏହା ଆପଣଙ୍କୁ ସଫଳତା ଆଣିଦେବ ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ