Gk Questions & Answers- ୫ ଓ ୯ ମଧ୍ୟରେ କେଉଁ ଚିହ୍ନ ଲଗାଇଲେ ସଂଖ୍ୟା ଟି ୫ ଠାରୁ ବଡ ଓ ୯ ଠାରୁ ସାନ ହେବ ?

ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ IAS, IPS, UPSC ଭଳି ପରୀକ୍ଷାରେ ଆସିଥିବା ୧୨ ଟି ପ୍ରଶ୍ନ ଉତ୍ତର । ଯଦି ଆପଣ ଏହି ପରୀକ୍ଷା ପାଇଁ ପ୍ରସ୍ତୁତି କରୁଛନ୍ତି ତେବେ ନିଶ୍ଚିନ୍ତ ଭାବରେ ଏହି ପ୍ରଶ୍ନ ଉତ୍ତର ଗୁଡ଼ିକୁ ପଢନ୍ତୁ । ଆଶା କରୁଛୁ ଆପଣଙ୍କୁ ଏହି ପ୍ରଶ୍ନ ଉତ୍ତର ଆଗାମୀ ସମୟରେ ସାହାଯ୍ୟ କରିବ । ତେବେ ଚାଲନ୍ତୁ ଜାଣିବା ୧ – ବିଶ୍ୱର ସବୁଠୁ ଉଚ୍ଚ ପର୍ବତ ଶିଖର କେଉଁଠାରେ ଅବସ୍ଥିତ ? ଉତ୍ତର – ନେପାଳ

୨ – ସବୁଠୁ ଅଧିକ ବିଜୁଳି କେଉଁଠାରେ ମାରିଥାଏ ?

ଉତ୍ତର – ଆଫ୍ରିକା

୩ – କେଉଁ ଦେଶର ଡାକ ଟିକଟ ସେହି ଦେଶର ନାମ ନଥାଏ ?

ଉତ୍ତର – ଗ୍ରେଟ ବ୍ରିଟେନ

୪ – ନୋବେଲ ପୁରସ୍କାର ପାଇଥିବା ପ୍ରଥମ ମହିଳାଙ୍କ ନାମ କଣ ?

ଉତ୍ତର – ମଦର ଟେରେସା

୫ – କାଙ୍ଗାରୁ କେଉଁ ଦେଶର ରାଷ୍ଟ୍ରୀୟ ଚିନ୍ହ ଅଟେ ?

ଉତ୍ତର – ଅଷ୍ଟ୍ରେଲିୟା

୬ – କୁତ୍ତବ ମିନାର ନିର୍ମାଣ କିଏ କରିଥିଲେ ?

ଉତ୍ତର – କୁତବୁଦ୍ଦିନ ଆଇବାକ

୭ –  ଵ୍ରହ୍ମ ସମାଜର ସ୍ଥାପନା କିଏ କରିଥିଲେ ?

ଉତ୍ତର – ରାଜା ରାମମୋହନ ରାୟ

୮ – ଗୁଜୁରାଟ ର ଜୀବନ ରେଖା କେଉଁ ନଦୀ କୁ  କୁହାଯାଏ ?

ଉତ୍ତର – ନର୍ମଦା ନଦୀ

୯ – ଭାରତର ପ୍ରଥମ ବିଧି ଅଧିକାରୀ କାହାକୁ କୁହାଯାଏ ?

ଉତ୍ତର – ମହା ନ୍ୟାୟ ବାଦୀ

୧୦ – କେଉଁ ଯିବ ମୁହଁରେ ପାଣି ପିଇ ନାହିଁ ?

ଉତ୍ତର – ବେଙ୍ଗ

୧୧ – ବିଶ୍ୱର ସବୁଠୁ ଅଧିକ ରବର ଉତ୍ପାଦନ କେଉଁ ଦେଶରେ ହୋଇଥାଏ ?

ଉତ୍ତର – ମାଲେସିୟା

୧୨ – ୧ ଟଙ୍କା ନୋଟ କିଏ ଜାରି କରିଥାଏ ?

ଉତ୍ତର – ଅର୍ଥ ମନ୍ତ୍ରାଳୟ

୧୩ – କେଉଁ ସଭ୍ୟତାକୁ ନୀଳ ନଦୀର ଦାନ ବୋଲି କୁହାଯାଏ ?

ଉତ୍ତର – ମିଶର

୧୪ – ବିହୁ କେଉଁ  ରାଜ୍ୟର ପର୍ବ ଅଟେ ?

ଉତ୍ତର – ଆସାମ

୧୫ – ରାଡାରର ଆବିସ୍କାର କେଉଁ ଦେଶରେ ହୋଇଥିଲା ?

ଉତ୍ତର – ସ୍କଟଲାଣ୍ଡ

୧୬ – ବିଜୁଳିର ଆବିଷ୍କାର କେଉଁ ଦେଶ ରେ ହୋଇଥିଲା ?

ଉତ୍ତର – ଜର୍ମାନୀ

୧୭ – କେଉଁ ଜୀବର ରକ୍ତ ଧଳା ହୋଇଥାଏ ?

ଉତ୍ତର – ଅସରପା

୧୮ – ନକଲି ସୁନା କାହାକୁ କୁହାଯାଏ ?

ଉତ୍ତର – ଆଇରନ ଅକ୍ସାଇଡ଼

୧୯ – ବିଶ୍ୱର ସବୁଠୁ ବଡ ପୁଷ୍ପର ନାମ କଣ ?

ଉତ୍ତର – ରେଫ୍ଲେସିଆ

୨୦ – ଭାରତର ସବୁଠୁ କମ ଜନସଂଖ୍ୟା ଥିବା ଵାଲା ରାଜ୍ୟ ର ନାମ କଣ ?

ଉତ୍ତର –  ଶିକ୍କିମ

୨୧ – ଲାଲ ବାହାଦୂର ଶାସ୍ତ୍ରୀଙ୍କର ସମାଧି ସ୍ଥଳର ନାମ କଣ ?

ଉତ୍ତର – ବିଜୟ ଘାଟ

୨୨- ପାଶୱାର୍ଡକୁ ହିନ୍ଦୀରେ କଣ କୁହା ଯାଏ ।

ଉତ୍ତର – କୁଟ

୨୩ – ସୁର୍ଯ୍ୟ ଅସ୍ତର ଦେଶ କାହାକୁ କୁହାଯାଏ ?

ଉତ୍ତର – ଜାପାନ

୨୪ – କେଉଁ  ଖେଳର ମୈଦାନର ଆକାର ସବୁଠୁ ବଡ଼ ହୋଇଥାଏ ?

ଉତ୍ତର – ପୋଲ

୨୫ – ବନ ଅନୁସନ୍ଧାନ ସଂସ୍ଥା ଭାରତର କେଉଁ ଠାରେ ଅବସ୍ଥିତ ?

ଉତ୍ତର – ଡେରାଡୁନ

୨୬ – ଭାରତର କେଉଁ ରାଜ୍ୟର ସୀମା ସବୁଠୁ ଅଧିକ ରାଜ୍ୟର ସୀମା ସହ ଲଗିକି ଅଛି ?

ଉତ୍ତର – ଉତ୍ତର ପ୍ରଦେଶ

୨୭- ଅନ୍ଧାର କଣା ରୋଗ କେଉଁ ଭିଟାମିନ ର ଅଭାବ ରେ ହୋଇଥାଏ

ଉତ୍ତର – ଭିଟାମିନ A

୨୮ – ଭାରତର ସର୍ବ ପ୍ରଥମ ରାଜ୍ୟର ନାମ କଣ ?

ଉତ୍ତର – ବିହାର

୨୯ – ସୁନାର ଆଭୂଷଣ ତିଆରି କରିବା ବେଳେ ସେଥିରେ କଣ ମିଶାଯାଏ ?

ଉତ୍ତର – ତମ୍ବା

୩୦ – ହିମୋଫିଲିୟା  କି ପ୍ରକାରର ରୋଗ ହୋଇଥାଏ ?

ଉତ୍ତର – ଆନୁବଂଶୀକ

୩୧ – ଭାରତରେ ପ୍ରଥମ ମେଟ୍ରୋ କେବେ ଚାଲିଥିଲା ?

ଉତ୍ତର – ୧୯୮୪

୩୨ – ଭାରତର କେଉଁ ସହର ପାଣିରେ ବୁଡି ଅଛି ?

ଉତ୍ତର – ଦ୍ଵାରିକା ନଗରୀ

୩୩ – ଗୋବର ଗ୍ୟାସ ରେ କେଉଁ ଗ୍ୟାସ ମିଳେ ?

ଉତ୍ତର – ମିଥେନ ଗ୍ୟାସ

୩୪ – ଭାରତର ଭୂଗୋଳ ପୁସ୍ତକ କିଏ ଲେଖିଥିଲେ ?

ଉତ୍ତର – ଟୋଲମୀ

୩୫ – ବିଶ୍ୱ ଖାଦ୍ୟ ଦିବସ କେବେ ପାଳନ କରାଯାଏ ?

ଉତ୍ତର – ୧୬ ଅକ୍ଟୋବର୍

୩୬ – ଡିସ୍କଭରି ଅଫ ଇଣ୍ଡିଆ ପୁସ୍ତକ କିଏ ଲେଖିଥିଲେ ?

ଉତ୍ତର – ଜବାହରଲାଲ ନେହେରୁ

୩୭ – ମାନବ ହୃଦୟ ରେ କଖ୍ୟା ସଂଖ୍ୟା କେତେ ଥାଏ ?

ଉତ୍ତର – ୪

୩୮ – ଭିଟାମିନ ଡ଼ି ର ଅଭାବରେ କେଉଁ ରୋଗ ହୋଇଥାଏ ?

 

ଉତ୍ତର – ରିକେଟସ ରୋଗ

୩୯- କେଉଁ ଦେଶରେ ଅଧିକ ସହକାରୀ ସଂସ୍ଥା ଅଛି ?

ଉତ୍ତର – ଭାରତ

୪୦ – ହିନ୍ଦୁସ୍ତାନର ସର୍ବ ପ୍ରଥମ ରାଜା କିଏ ଥିଲେ ?

ଉତ୍ତର – ଚନ୍ଦ୍ରଗୁପ୍ତ ମୋର୍ଯ୍ୟ

୪୧. ୫ ଓ ୯ ମଧ୍ୟରେ କେଉଁ ଚିହ୍ନ ଲଗାଇଲେ ସଂଖ୍ୟା ଟି ୫ ଠାରୁ ବଡ ଓ ୯ ଠାରୁ ସାନ ହେବ ?

ଉତ୍ତର- ଦଶମିକ ଚିହ୍ନ

ଆଶାକରୁଛୁ ଆମର ଏହି ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ ।