କଣ ଆପଣ ଜାଣିଛନ୍ତି କି, ପଣସ କେଉଁ ଦେଶର ଜାତୀୟ ଫଳ ? ଏହା ସହ ଆହୁରି 20 Interesting GK ପ୍ରଶ୍ନୋତ୍ତର

ଆଜିକାଲି ଅନେକ ପ୍ରତିଯୋଗୀତା ମୂଳକ ପରୀକ୍ଷା ତଥା ଇଣ୍ଟରଭ୍ୟୁ ମାନଙ୍କରେ ସାଧାରଣ ଜ୍ଞାନ ସମ୍ବଳିତ ପ୍ରଶ୍ନ ସବୁ ପଚରା ଯାଉଛି । ତେଣୁ ଅନ୍ୟ ସବୁ ବିଷୟର ଜ୍ଞାନ ସହିତ ସାଧାରଣ ଜ୍ଞାନ ମଧ୍ୟ ଭଲ ରହିବା ଉଚିତ । କାରଣ ଅନେକ ସମୟରେ ଏକ ସାଧାରଣ ପ୍ରଶ୍ନର ଉତ୍ତର ଦେଇ ନପାରି ଆବେଦକଙ୍କ ଅଳ୍ପକେ ଚାକିରି ହାତଛଡା ହୋଇଯାଏ । ଆଜି ଆମେ ଆପଣଙ୍କ ପାଇଁ ବଛା ବଛା କିଛି ସାଧାରଣ ଜ୍ଞାନ ପ୍ରଶ୍ନୋତ୍ତର ନେଇ ଆସିଛୁ ଯାହା ଆଜକାଲି ପ୍ରତିଯୋଗୀତା ମୂଳକ ପରୀକ୍ଷାରେ ଅଧିକ ପଚରା ଯାଉଛି ।

୧- କେଉଁ ଖେଳାଳିଙ୍କୁ କ୍ରିକେଟ ଖେଳର ଭଗବାନ କୁହାଯାଏ ?

ଉ: ସଚିନ ତେନ୍ଦୁଲକର

୨- କେଉଁ ଦେଶ ସବୁଠୁ ଅଧିକ ନଡିଆ ଉତ୍ପାଦନ କରିଥାଏ ?

ଉ: ଇଣ୍ଡୋନେସିଆ

୩- ଦୁନିଆର ସବୁଠୁ ଅଧିକ ଖୁସି ଦେଶ କିଏ ?

ଉ: ଫିନଲାଣ୍ଡ

୪- ଭାରତର କେଉଁ ରାଜ୍ୟ ସର୍ବାଧିକ ନଡିଆ ଉତ୍ପନ୍ନ କରିଥାଏ ?

ଉ: କେରଳ

୫- ଭାରତର କେଉଁ ରାଜ୍ୟ ସର୍ବାଧିକ କାଗଜ ଉତ୍ପାଦନ କରିଥାଏ ?

ଉ: ମହାରାଷ୍ଟ୍ର

୬- ଭାରତର କେଉଁ ରାଜ୍ୟରେ ସବୁଠୁ ଅଧିକ ସଂଖ୍ୟକ ମନ୍ଦିର ରହିଛି ?

ଉ: ତାମିଲନାଡୁ

୭- ଭାରତର କେଉଁ ରାଜ୍ୟରେ ସବୁଠୁ ଅଧିକ ଅପରାଧ ହୁଏ ?

ଉ: ଉତ୍ତର ପ୍ରଦେଶ

୮- କେଉଁ ଦେଶରେ କେବଳ ୪୦ ମିନିଟ ପାଇଁ ରାତି ହୁଏ ?

ଉ: ନରୱେ

୯- ବିଜୟ ସ୍ତମ୍ଭ କେଉଁ ରାଜ୍ୟରେ ଅବସ୍ଥିତ ?

ଉ: ରାଜସ୍ଥାନ

୧୦- ଭାରତର ରାଜ୍ୟକୁ ଚାଉଳର ପାତ୍ର କୁହାଯାଏ ?

ଉ: ଆନ୍ଧ୍ର ପ୍ରଦେଶ

୧୧- ଭାରତର କେଉଁ ରାଜ୍ୟରେ ବୃହତ୍ତମ ରେଳ ନେଟୱର୍କ ଅଛି ?

ଉ: ଉତ୍ତର ପ୍ରଦେଶ

୧୨- କେଉଁ ଗଛ ସର୍ବାଧିକ ଅମ୍ଳଜାନ ଦେଇଥାଏ ?

ଉ: ଅଶ୍ଵତଥ ଗଛ

୧୩- ଭାରତର ଜାତୀୟ ବୃକ୍ଷର ନାମ କଣ ?

ଉ: ବରଗଛ

୧୪- ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ କିଏ ?

ଉ: ଯୋଗୀ ଆଦିତ୍ୟନାଥ

୧୫- ଭାରତରେ ବ୍ଯାଙ୍କ ମାନଙ୍କର ବ୍ଯାଙ୍କ କାହାକୁ କୁହାଯାଏ ?

ଉ: ରିଜର୍ଭ ବ୍ଯାଙ୍କ ଅଫ ଇଣ୍ଡିଆ (RBI)

୧୬- ଭାରତରେ ସର୍ବାଧିକ ବର୍ଷା କେଉଁଠି ହୋଇଥାଏ ?

ଉ: ମାସିନରାମ

୧୭- ଭାରତର ଜାତୀୟ ବାକ୍ୟ କଣ ?

ଉ: ସତ୍ୟମେବ ଜୟତେ

୧୮- ଭାରତର ବର୍ତ୍ତମାନ ଗୃହମନ୍ତ୍ରୀ କିଏ ?

ଉ: ଅମିତ ଶାହା

୧୯- ରାବଣର ପ୍ରକୃତ ନାମ କଣ ଥିଲା ?

ଉ: ଦଶାଗ୍ରୀଭ

୨୦- ମସଲା ମାନଙ୍କର ରାଣୀ କାହାକୁ କୁହାଯାଏ ?

ଉ: ଅଳେଇଚ

୨୧- ମୁଖ୍ଯତଃ ରକ୍ତର ରଙ୍ଗ କେତେ ପ୍ରକାର ହୋଇଥାଏ ?

ଉ: ୪ ପ୍ରକାର

୨୨- କେଉଁ ଗ୍ରହକୁ ନୀଳ ଗ୍ରହ କୁହାଯାଏ ?

ଉ: ପୃଥୁବୀ

୨୩- ପୃଥିବୀକୁ କାହିଁକି ନୀଳ ଗ୍ରହ କୁହାଯାଏ ?

ଉ: ଏଠାରେ ଅଧିକ ପାଣି ଥିବାରୁ

୨୪- ପ୍ରସିଦ୍ଧ ସୂର୍ଯ୍ୟ ମନ୍ଦିର କେଉଁ ରାଜ୍ୟରେ ଅବସ୍ଥିତ ?

ଉ: ଓଡିଶା

୨୫- ପଣସ କେଉଁ ଦେଶର ଜାତୀୟ ଫଳ ?

ଉ: ବାଂଲାଦେଶ

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।