Pana Sankranti 2022, ଏଇ ପଣା ସଙ୍କ୍ରାନ୍ତି ଠାରୁ କୋଟିପତି ହେବାକୁ ଯାଉଛନ୍ତି ଏହି 6 ରାଶି, ଖୋଲିବାକୁ ଯାଉଛି ଏମାନଙ୍କ ଭାଗ୍ଯର ତାଲା

ପଣା ସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତିକୁ ଓଡିଆ ନବବର୍ଷ ଭାବେ ସାରା ଓଡିଶାରେ ବହୁ ଧୁମଧାମରେ ପାଳନ କରାଯାଏ । ଆସନ୍ତା ପଣା ସଂକ୍ରାନ୍ତି ଦିନ ଗ୍ରହମାନଙ୍କ ଚଳନରେ ଏକ ବଡ ପରିବର୍ତ୍ତନ ହେବାକୁ ଯାଉଛି । ଯାହାଫଳରେ କିଛି ଭାଗ୍ୟଶାଳୀ ରାଶିଙ୍କ ଉପରେ ଗ୍ରହଙ୍କ ଭଲ ପ୍ରଭାବ ପଡିବାକୁ ଯାଉଛି । ଯାହାଫଳରେ ଏହି ବ୍ୟକ୍ତିବିଶେଷଙ୍କ ଭାଗ୍ୟ ଏହିଦିନ ଠାରୁ ଚମକିବାକୁ ଯାଉଛି । ତେବେ ଚାଲନ୍ତୁ ଜାଣିବା କେଉଁ ଗୁଡିକ ସେହି ଭାଗ୍ୟଶାଳୀ ରାଶି ଯାହାଙ୍କ ଭାଗ୍ୟ ପଣା ସଂକ୍ରାନ୍ତି ଠାରୁ ଖୋଲିବାକୁ ଯାଉଛି ।

ବୃଷ ରାଶି । ଆସନ୍ତା ପଣା ସଂକ୍ରାନ୍ତି ତଥା ଓଡିଆ ନବବର୍ଷ ଠାରୁ ଏହି ରାଶିଙ୍କ ଭାଗ୍ୟରେ ସୁଧାର ଆସିବାକୁ ଯାଉଛି । ଫଳରେ ଏମାନଙ୍କ ଆର୍ଥିକ ପକ୍ଷରେ ସୁଧାର ଆସିବା ସହ କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତିର ମଧ୍ୟ ସମ୍ଭାବନା ରହୁଛି । ଏହି ସମୟରେ ଆପଣ ସମସ୍ତ ନୂଆ ଯୋଜନାରେ ସଫଳ ହେବେ ଓ ଜୀବନରେ ଉନ୍ନତିର ନୂଆ ନୂଆ ବାସର ପ୍ରାପ୍ତ ହେବ ।

କୁମ୍ଭ ରାଶି । ଏମାନଙ୍କ ଭାଗ୍ୟ ମଧ୍ୟ ପଣା ସଂକ୍ରାନ୍ତି ଠାରୁ ଚମକିବାକୁ ଯାଉଛି, ଯାହାଫଳରେ ଏମାନେ ସାମାଜିକ ସ୍ତରରେ ମାନ ସମ୍ମାନ ହାସଲ କରିବେ । ଧାର୍ମିକ ସ୍ଥାକୁ ମଧ୍ୟ ଯାତ୍ରା କରିବେ ଓ ଆର୍ଥିକ ପକ୍ଷ ମଜବୁତ ହେବାକୁ ଲାଗିବ । ସମସ୍ତ ନୂତନ କାର୍ଯ୍ୟରେ ସଫଳ ହେବେ ଓ ଦାମ୍ପତ୍ୟ ଜୀବନ ମଧ୍ୟ ବେଶ ସୁଖମୟ ରହିବ ।

ତୁଳା ରାଶି । ଏହି ପଣା ସଂକ୍ରାନ୍ତି ଠାରୁ ଏହି ରାଶିର ଭାଗ୍ୟର ତାଲା ମଧ୍ୟ ଖୋଲିବାକୁ ଯାଉଛି । ପ୍ରଭୁ ହନୁମାନଙ୍କ କୃପାରୁ ଏମାନଙ୍କୁ ଅଛଣା ଧନ ପ୍ରାପ୍ତି ହେବା ଓ ସ୍ଵାସ୍ଥ୍ୟରେ ସୁଧାର ଆସିବା ସହ ସମାଜରେ ମଧ୍ୟ ମାନ ସମ୍ମାନ ବୃଦ୍ଧି ପାଇବ । ଏହି ସମୟରେ ଭାଗ୍ଯର ସଂପୂର୍ଣ୍ଣ ସହଯୋଗରେ ଆପଣ ଧନବାନ ହେବାକୁ ଯାଉଛନ୍ତି ।

କନ୍ୟା ରାଶି । ନବବର୍ଷ ବା ପଣା ସଂକ୍ରାନ୍ତି ଠାରୁ ଆପଣଙ୍କ ଭାଗ୍ୟ ମଧ୍ୟ ପରିବର୍ତ୍ତନ ହେବାକୁ ଯାଉଛି । ଯେଉଁ ସମସ୍ଯାକୁ ନେଇ ଅନେକ ଦିଆନରୁ ଚିନ୍ତିତ ଥିଲେ ତାହା ସମାଧାନ ହୋଇଯିବ ଓ ବଡ ଭାଇ ଭଉଣୀଙ୍କ ଠାରୁ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ମଧ୍ୟ ମିଳିପାରେ । ଅଯଥା ଖର୍ଚ୍ଚରୁ ବଞ୍ଚିତ ହେବେ ଓ ଧନ ସଞ୍ଚୟ କରିବେ ।

ମିଥୁନ ରାଶି । ପଣା ସଂକ୍ରାନ୍ତି ଠାରୁ ଆପଣଙ୍କ ଭାଗ୍ୟ ମଧ୍ୟ ଆପଣଙ୍କ ପୂର୍ଣ୍ଣ ସହଯୋଗ କରିବାକୁ ଯାଉଛି । ଏହିଦିନ ଠାରୁ ଆପଣଙ୍କ ସମୟ ଅତ୍ୟନ୍ତ ଶୁଭ ହେବାକୁ ଯାଉଛି ଯାହାଫଳରେ ଅପ୍ନା କୌଣସି ନୂଆ ଯାନବାହାନ ମଧ୍ୟ କ୍ରୟ କରିପାରନ୍ତି । ଆପଣଙ୍କୁ ଏବେ ଜୀବନରେ ବହୁତ ସକାରାତ୍ମକ ପରିଣାମ ଦେଖିବାକୁ ମିଳିବ ।

ମକର ରାଶି । ଏହିଦିନ ଠାରୁ ଆପଣଙ୍କ ଭାଗ୍ୟ ମଧ୍ୟ ସଂପୂର୍ଣ୍ଣ ରୂପେ ବଦଳିବାକୁ ଯାଉଛି । ଯାହାଫଳରେ ଆପଣଙ୍କୁ ବହୁତ କିଛି ହାସଲ ହେବାକୁ ଯାଉଛି ଫଳରେ ଆପଣ ସବୁ କ୍ଷେତ୍ରରେ ସକ୍ରିୟ ରହିବେ । ଘରେ ପୂଜାପାଠର ଆୟୋଜନ କରିପାରନ୍ତି । ଏହି ସମୟ ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ହେବାକୁ ଯାଉଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।