୬୦୦ ବର୍ଷ ପରେ ରାହୁ ଓ କେତୁ ଏହି ପାଞ୍ଚୋଟି ରାଶି ଉପରେ ହେଲେ ପ୍ରସନ୍ନ, ହେବ ଅପାର ଧନ ଲାଭ

ଦୁନିଆରେ ସମସ୍ତେ ନିଜର ଭବିଷ୍ୟତ ଜାଣିବାକୁ ଚାହାନ୍ତି । ଏମିତିରେ ଆପଣଙ୍କୁ ଜ୍ୟୋତିଷ ଶାସ୍ତ୍ର ସାହାର୍ଯ୍ୟ କରିଥାଏ । କହିବାକୁ ଗଲେ ରାହୁ ଓ କେତୁଙ୍କୁ ଛାୟା ଗ୍ରହ ରୂପେ ଜଣାଯାଏ । ଜ୍ୟୋତିଷ ଦୁନିଆରେ ଏହି ଗ୍ରହଙ୍କୁ ପାପୀ ଗ୍ରହ ରୂପେ ବୋଲି ବି ବିବେଚନା କରାଯାଏ । ଏହି ଦୁଇ ଗ୍ରହଙ୍କର କୌଣସି ଅସ୍ଥିତ୍ଵ ହିଁ ନାହିଁ । ସେଥିପାଇଁ ସେମାନେ ଯେଉଁ ଗ୍ରହରେ ବସନ୍ତି ସେହି ଅନୁସାରେ ପ୍ରଭାବ ପକାନ୍ତି । ବେଳେ ବେଳେ ଏମିତି କିଛି ସମୟ ଆସିଥାଏ ଯେତେବେଳେ ଏମାନେ ଭଲ ପ୍ରଭାବ ମଧ୍ୟ ପକାନ୍ତି ।

ଯଦି ଜାତକରେ ଏମାନଙ୍କ ସ୍ଥିତି ଠିକ ନ ଥାଏ ତେବେ ଜାତକରେ ଖରାପ ପ୍ରଭାବ ପଡିଥାଏ । ଯଦି ସ୍ଥିତି ଠିକ ଥାଏ ତେବେ ଜାତକରେ ଭଲ ଯୋଗ ହୋଇଥାଏ । ପୁରାଣ କଥାନୁସାରେ ସମୁଦ୍ର ମନ୍ଥନ ବେଳେ ବାହାରିଥିବା ଅମୃତ ବଣ୍ଟନ ସମୟରେ ଜଣେ ରାକ୍ଷସ ରୂପ ବଦଳାଇ ଦେବତାଙ୍କ ଗହଣରେ ଆସି ବସିଗଲା ଓ ଅମୃତ ପାନ କରିଦେଲା । ତାହାର ଏହି ଚାଲାକି ଯେତେବେଳ ସୂର୍ଯ୍ୟ ଓ ଚନ୍ଦ୍ର ଦେବତାଙ୍କୁ ଜଣା ପଡିଗଲା ତେବେ ସେ ସମସ୍ତଙ୍କୁ ସେହି ରକ୍ଷାସର ସତ୍ୟତା କହି ଦେଲେ ।

ଏହା ପରେ ଭଗବାନ ବିଷ୍ଣୁ ଚକ୍ରରେ ସେହି ରକ୍ଷାସର ମସ୍ତକ କାଟି ଦେଲେ । କିନ୍ତୁ ସେ ଅମୃତ ପାନ କରିଥିବାରୁ ତାର ଶରୀରର ଦୁଇ ଖଣ୍ଡ ଜୀବିତ ରହିଗଲା । ଶରୀରର ଉପରି ଭାଗ ମସ୍ତକ ରାହୁ ଓ ତଳ ଭାଗ ଗଣ୍ଡି କେତୁ ନାମରେ ପରିଚିତ ହେଲା । ରାହୁ କେତୁ ଏମିତି ଗ୍ରହ ଯାହାର ନାମ ଶୁଣିବା ମାତ୍ର ହିଁ ମନୁଷ୍ୟ ଭୟଭୀତ ହୋଇଥାଏ । ଏହି ଗ୍ରହର ଛାଇ ପଡିଲେ ବି ଜାତକକୁ ଅଶୁଭ ଫଳ ମିଳିଥାଏ । ଯଦି ଏହି ଗ୍ରହ କାହା ଉପରେ ପ୍ରସନ୍ନ ଥାନ୍ତି ତେବେ ତାଙ୍କର ଭାଗ୍ୟ ଖୋଲି ଯାଏ । ଏହି କ୍ରମରେ ୬୦୦ ବର୍ଷ ପରେ ରାହୁ ଓ କେତୁ ରାଶି ପରିବର୍ତ୍ତନ କରିବା ଦ୍ୱାରା କିଛି ରାଶିଙ୍କ ଉପରେ ଭଲ ପ୍ରଭାବ ପଡିବ । ଚାଲନ୍ତୁ ଏହି ବିଷୟରେ ଜାଣିବା ।

କର୍କଟ ରାଶି

ଶାରୀରିକ ରୂପରେ ଆପଣଙ୍କୁ ସୁସ୍ଥ ଅନୁଭବ ହୋଇପାରେ । କୋର୍ଟ କଚେରି ସମ୍ବନ୍ଧିତ କାମରେ ଆପଣଙ୍କୁ ସଫଳତା ମିଳିପାରେ । ମାନସିକ ଚିନ୍ତା ରହିଲେ ବି ବେଶି ସମସ୍ୟା ଦେଖା ଦେବ ନାହିଁ । ଆର୍ଥିକ ସ୍ଥିତି ଭଲ ରହିବ । ବାହାନ ଚଳାଇଲାବେଳେ ସାବଧାନ ରୁହନ୍ତୁ ।

ମେଷ ରାଶି

ଏହି ରାଶିମାନଙ୍କୁ କୁବେରର ଖଜାନା ମିଳିବାର ଅଛି । ଅର୍ଥାତ ସେମାନେ ଯେଉଁଥିରେ ହାତ ଦେବେ ସେହି କାର୍ଯ୍ୟରେ ସଫଳତା ପାଇବେ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । କୌଣସି କାର୍ଯ୍ୟକୁ ଆପଣ ପୁରା କରିବା ପାଇଁ ଆପଣବହୁତ ଅଧିକ ପରିଶ୍ରମ କରିବାକୁ ପଡିବ ନାହିଁ ।

ବୃଷ ରାଶି

ଏହି ରାଶିର ଲୋକମାନଙ୍କୁ ବହୁତ ସୁଖ ସମୃଦ୍ଧି ମିଳିବ । ଆପଣଙ୍କୁ ଅକସ୍ମାତ ଧନ ମିଳିବ । ଆପଣଙ୍କର ଲଟେରୀ ବି ଲାଗି ପାରେ । ସ୍ୱାସ୍ଥ୍ୟ ଭଲ ରହିବ । ସବୁ କାର୍ଯ୍ୟରେ ସଫଳତା ମିଳିବ । ଜୀବନସାଥିଙ୍କ ସହ ଭଲ ସମ୍ପର୍କ ରଖିବେ ।

ବିଚ୍ଛା ରାଶି

ଏହି ରାଶିର ବ୍ୟକ୍ତିଙ୍କୁ ସବୁ କାର୍ଯ୍ୟରେ ସଫଳତା ମିଳିବ । ଆପଣଙ୍କୁ ଭୌତିକ ସୁଖ ସୁବିଧା ବି ମିଳିବ । କିନ୍ତୁ ଆପଣଙ୍କ ଭାଇ ଭଉଣୀଙ୍କ ସ୍ୱାସ୍ଥ୍ୟ ଭଲ ରହିବ ନାହିଁ । ଏଥିପାଇଁ sବୁଦିନ ପିମ୍ପୁଡି ମାନଙ୍କୁ କଳା ରାଶି ଦିଅନ୍ତୁ ।

ମୀନ ରାଶି

ଏହି ରାଶିର ବ୍ୟକ୍ତିଙ୍କ ପାଇଁ ରାହୁ ଧନର ପେଡି ଖୋଲିଦେବେ । ଅଟକି ଥିବା ସବୁ କାର୍ଯ୍ୟ ଶେଷ ହୋଇଯିବ । ପେଟର ରୋଗ ଦୂର ହୋଇଯିବ । ଧାନ ଲାଭର ସମ୍ଭାବନା ଅଛି । ଛାତ୍ରମାନଙ୍କ ପାଇଁ ଆସନ୍ତା ମାସ ବହୁତ ଭଲରେ ଯିବ ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।