ଇନ୍ଟରଭିଉ ରେ ଝିଅକୁ ପଚରା ଗଲା PAN CARD କୁ ଓଡିଆ ରେ କଣ କୁହନ୍ତି? ଝିଅଟି ଉତ୍ତର ଦେଲେ !!!

ଆଜିକାଲି ଚାକିରି ପାଇବା ଏତେ ସହଜ ନୁହେଁ ।  ତାହା ପ୍ରାଇଭେଟ ଚାକିରି ହେଉ କିମ୍ବା ସରକାରୀ । ବର୍ତ୍ତମାନ କିଛି ସମୟ ହେବ ଏକ ଖବର ଭାଇରାଲ ହୋଇଛି ଯେଉଁଥିରେ ଆଇପିଏସ ଅଫିସର ଆଇଏସ ହେବା ପ୍ରୟାସରେ ନିଜର ସ୍ତ୍ରୀ ଜରିଆରେ ଚୀଟିଂଗ କରିଲା, କିନ୍ତୁ ଧରାଯିବା ପରେ ସେମାନେ ବର୍ତ୍ତମାନ ଜେଲରେ ଅଛନ୍ତି । ମାନି ନିଅନ୍ତୁ ଯଦି କେହି ବ୍ୟକ୍ତି ଏହି ଟେଷ୍ଟକୁ କ୍ଲିୟର ଭି କରିଦେଲା, ତାକୁ ଅଲଗା ରାଉଣ୍ଡରେ ଇଣ୍ଟରଭିୟୁ ରେ ଡକା ଯାଇଥାଏ । ଏବଂ ସେହି ଇଣ୍ଟରଭିୟୁ ରେ ଏମିତି ଏମିତି ଭୟାନକ ପ୍ରଶ୍ନ ପଚରା ଯାଏ କି ଆମେ ତାହାକୁ ସ୍ଵପ୍ନ ରେ ବି ଭାବିନଥିବୁ । କିଛି ଏମିତି ଘଟଣା ଆମ ସାମ୍ନା ରେ ଆସିଛି ।

ଯେଉଁଠି ଗୋଟିଏ ଝିଅ IAS ର ଟେଷ୍ଟ ପାସ କରିନେଲା । କିନ୍ତୁ ଯେତେବେଳେ ତାକୁ ଇଣ୍ଟରଭିୟୁ ପାଇଁ ଡକା ଗଲା ସେତେବେଳେ ତାକୁ ଏମିତି ପ୍ରଶ୍ନ ପଚରାଗଲା ଯେ ସେହି ପ୍ରଶ୍ନକୁ କେବେ ବି ଆମେ କିମ୍ବା ଆପଣ ଭାବି ପାରିବେନି । ଏମିତି ପ୍ରଶ୍ନ ସେମାନେ କେଉଁଠି ଆଣନ୍ତି । କିନ୍ତୁ ଝିଅଟି ସେହି ପ୍ରଶ୍ନର ଉତ୍ତର କେମିତି ଦେଇଥିଲା ଚାଳନ୍ତୁ ଜାଣିବା ।

ଆଜିର ଜମାନା ବହୁତ ଫାସ୍ଟ ଫରୱର୍ଡ ହେଇଯାଉଛି । ଯେବେଠୁ ଇଣ୍ଟର୍ନେଟ ଆସିଛି, ସେବେଠୁ ପିଲାମାନଙ୍କର ଧ୍ୟାନ ପଢାରୁ ହଟି ଯାଉଛି । ଆଜିକାଲି ପିଲାମାନେ ପଢିବା ଜାଗାରେ ସାରାଦିନ ଫୋନରେ ଚାଟିଙ୍ଗ କରୁଛନ୍ତି କିମ୍ବା ଟିଭି ଦେଖୁଛନ୍ତି । ଆଗ ଜମାନା ଭଳି ଆଜି କାଲୀ ପିଲମାନଙ୍କର ମୁଣ୍ଡ ସେତେ ବିକଶିତ ହେଉ ନାହିଁ । କିନ୍ତୁ ଏଥିରେ ପିଲାମାନଙ୍କର କିଛି ଭୁଲ ନାହିଁ କାରଣ ସମୟ ହିଁ ଏମିତି ଅଟେ । କିଛି ଏମିତି ଘଟଣା ସାମନା କୁ ଆସିଛି ଯେଉଁଠି ଗୋଟିଏ ଝିଅକୁ ଆଇଏସ ପରୀକ୍ଷା ପରେ ଇଣ୍ଟରଭିୟୁ ରେ ଡକାଗଲା ।

ସେଠି ଝିଅକୁ ଏମିତି ଏମିତି ପ୍ରଶ୍ନ ପଚରାଗଲା ଯେ ସେ ଶୁଣି ଅବାକ ହୋଇଗଲା । ଚାଲନ୍ତୁ ଜାଣିବା ସେହି ପ୍ରଶ୍ନ ଏବଂ ତାର ଉତ୍ତର ବିଷୟରେ ।

ପ୍ରଶ୍ନ : ସରକାର ଦ୍ଵାରା ଜାରି କରାଯାଇଥିବା ପ୍ୟାନ କାର୍ଡ କୁ ଓଡିଆରେ କଣ କୁହାଯାଏ ?

ଉତ୍ତର : ସ୍ଥାୟୀ ଖାତା ସଂଖ୍ୟା

ପ୍ରଶ୍ନ : ପୃଥିବୀର ଭୂତଳ ରେ ପ୍ରଚୁର ମାତ୍ରାରେ କେଉଁ ଧାତୁ ମିଳିଥାଏ ?

ଉତ୍ତର : ଆଲୁମିନିୟମ ଧାତୁ

ପ୍ରଶ୍ନ : ଭାରତରେ ଗୁଲାମ ବଂଶ ର ସ୍ଥାପନା କିଏ କରିଥିଲା ?

ଉତ୍ତର : କୁତୁବଦ୍ଦୀନ ଐବକ

ପ୍ରଶ୍ନ : ଆଜି ପର୍ଯ୍ୟନ୍ତ ସୂର୍ଯ୍ୟ ପୃଥିବୀର କେଉଁ ଜିନିଷକୁ ଦେଖି ନାହିଁ ?

ଉତ୍ତର : ଅନ୍ଧକାର