PAN Card ବିନା ହେବ ନାହିଁ ଏହି ୧୦ ଟି ମହତ୍ଵପୂର୍ଣ କାମ, ଜାଣନ୍ତୁ ନୂଆ ଏବଂ ପୁରୁଣା ନିୟମ !

ବର୍ତ୍ତମାନ ପ୍ୟାନ କାର୍ଡ ଜାଗାରେ ପ୍ୟାନ ନମ୍ବର ରେ ହିଁ କାମ ହୋଇଯାଇଥାଏ ।

ସରକାରୀ କାଗଜ ପତ୍ରରେ ଆଧାରା ବ୍ୟତିତ ପ୍ୟାନ କାର୍ଡ ବି ବହୁତ ଜରୁରୀ ହୋଇଥାଏ । ଏହାର ବ୍ୟବହାର ବିଭିନ୍ନ ଜାଗାରେ ହୋଇଥାଏ । ଏହା ବିନା କୌଣସି କାମ ସମ୍ଭବ ନୁହେଁ । ପ୍ୟାନ କାର୍ଡର ବ୍ୟବହାର ଫଟୋ ପରିଚୟ ପତ୍ର ରୂପରେ ବ୍ୟବହାର କରାଯାଇଥାଏ । ଟଙ୍କା ନେବା ଦେବାରେ ଏହାର ବ୍ୟବହାର କରାଯାଏ ।

ସେଥିପାଇଁ ଆପଣ ଜାଣିବା ଉଚିତ କି ପ୍ୟାନ କାର୍ଡର ବ୍ୟବହାର ଆଉ କେଉଁଠି କେଉଁଠି ଦରକାର ହୋଇଥାଏ । ଏହି ଆର୍ଟିକୀଳ ଜରିଆରେ ଆମେ ଆଜି ଆପଣଙ୍କୁ ସେହି ଜରୁରୀ ସେବା ବିଷୟରେ କହିବାକୁ ଯାଉଛୁ ଯେଉଁଠି ପ୍ୟାନ କାର୍ଡ ବିନା କୌଣସି କାମ ହୋଇ ପାରିବ ନାହିଁ ।

୧. ଯଦି ଆପଣ ଗୋଟିଏ ବର୍ଷରେ ୨.୫ ଲକ୍ଷ ଟଙ୍କାରୁ ଅଧିକ ଟ୍ରାଂଜୈକ୍ଶନ କରୁଛନ୍ତି ତେବେ ପ୍ୟାନର ଦରକାର ହୋଇଥାଏ ।

୨. ବିଜନେସ ସଂସ୍ଥା ଗୁଡିକରେ ଯାହାର ଟର୍ନଓବର ୫ ଲକ୍ଷ ଟଙ୍କାରୁ ଅଧିକ ହୋଇଥାଏ, ତାହାର ପ୍ୟାନ ଜରୁରୀ ହୋଇଥାଏ । କିନ୍ତୁ ବର୍ତ୍ତମାନ ବିଜନେସ ଆରମ୍ଭ କରିବା ମାତ୍ରେ ହିଁ ପ୍ୟାନ କାର୍ଡ ଦରକାର ହୋଇଥାଏ ।

୩. ଯଦି ଆପଣ କାର, ବାଇକ କିମ୍ବା କୌଣସି ଅନ୍ୟାନ୍ୟ ଗାଡି କିଣୁଛନ୍ତି ତେବେ ପ୍ୟାନର ଦରକାର ହୋଇଥାଏ ।

୪. ୧୦ ଲକ୍ଷ ଟଙ୍କାରୁ ଅଧିକ ଅଚଳ ସମ୍ପତି ବିକ୍ରି କରିବା ପାଇଁ ମଧ୍ୟ ପ୍ୟାନ ଦରକାର ହୋଇଥାଏ ।

୫. ୨ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର କୌଣସି ଜିନିଷ ଏବଂ ସେବା ପାଇଁ ପ୍ୟାନ ଜରୁରୀ ହୋଇଥାଏ ।

୬. ବ୍ୟାଙ୍କ ଆକାଉଣ୍ଟ ଖୋଲିବା ପାଇଁ ମଧ୍ୟ ପ୍ୟାନ ଦରକାର ହୋଇଥାଏ । ଯଦି କୌଣସି ଆକାଉଣ୍ଟରେ ୫୦ ହଜାର ଟଙ୍କାରୁ ଅଧିକ ଟଙ୍କା ଜମା କରୁଛନ୍ତି ତେବେ ପ୍ୟାନ ନମ୍ବର ଦରକାର ହୋଇଥାଏ ।

୭. ଯଦି ଆପଣ ୫୦ ହଜାର ଟଙ୍କାରୁ ଅଧିକ ଲାଇଫ ଇନଶୋରେନ୍ସ ନେଉଛନ୍ତି ତେବେ ବି ପ୍ୟାନ ଦରକାର ହୋଇଥାଏ ।

୮. ଏହା ଛଡା ମ୍ୟୁଚୁଆଲ ଫଣ୍ଡ, ବଣ୍ଡ, ଫରେନ କରେନ୍ସି, କେଉଁଠି ବି ନିବେଶ କରିବା ପାଇଁ ପ୍ୟାନ ଦରକାର ହୋଇଥାଏ ।

୯. ୧ ଲକ୍ଷ ଟଙ୍କାରୁ ଅଧିକ ଟଙ୍କାର ଅନଲିସ୍ଟେଡ ଶେୟର କିଣିବା ପାଇଁ ମଧ୍ୟ ପ୍ୟାନ ଜରୁରୀ ହୋଇଥାଏ ।

୧୦. ନୂଆ ନିୟମ ଅନୁସାରେ ବର୍ତ୍ତମାନ ପ୍ୟାନ କାର୍ଡ ଜାଗାରେ ପ୍ୟାନ ନମ୍ବର ଦ୍ଵାରା ବି କାମ ହୋଇପାରିବ ।

ଏହା ସହିତ ଉପୋରକ୍ତ ସମସ୍ତ କାମରେ ପ୍ୟାନ ନେଇ ଯିବାକୁ ଭୁଲିବେ ନାହିଁ ।

ନୂଆ ନିୟମ ଅନୁସାରେ, ୩୧ ମେ ୨୦୧୯ ସୁଧା ସମସ୍ତେ ନିଜର ପ୍ୟାନ କରିନେବା ଉଚିତ । କହିଦେଉଛୁ ଯେ ପ୍ୟାନ ଇନକମ ଟୈକ୍ସ ଡିପାର୍ଟମେଂଟ ତରଫରୁ ଜାରି କରାଯାଇଛି ।

ପ୍ୟାନ କାର୍ଡ ସବନ୍ଧିତ ଏହି ସୂଚନାକୁ ଅଧିକରୁ ଅଧିକ ଶେୟାର କରନ୍ତୁ ଓ ଯଦି ଆମ ପେଜକୁ ଲାଇକ କରିନାହାନ୍ତି ଆଗକୁ ଅପଡେଟ ରହିବା ପାଇଁ ବର୍ତ୍ତମାନ ହିଁ ଲାଇକ କରିଦିଅନ୍ତୁ ।