ଯଦି ଆରମ୍ଭ ହୁଏ ଯୁଧ୍ୟ ତେବେ ପାକିସ୍ତାନ ତରଫରୁ ଭାରତ ବିରୁଦ୍ଧରେ ଲଢିବେ ଏହି ୫ ଟି ଦେଶ, କିନ୍ତୁ ଭାରତ ସହିତ ଥିବ ସମସ୍ତଙ୍କର ବାପା, ଦେଖନ୍ତୁ ସେ କେଉଁ ଦେଶ

ପୁରା ବିଶ୍ଵ ଜାଣି ସାରିଛି କି ପୁଲୱାମାରେ ହୋଇଥିବା ଆକ୍ରମଣ ପରେ ଭାରତ ଏବଂ ପାକ ମଧ୍ୟରେ ଶତ୍ରୁତାର ବାତାବରଣ ଅଛି । ଏହା ପରେ ପାକିସ୍ତାନ ନିଜ କାମରୁ ବାଜ ଆସୁ ନାହିଁ ତ ଅନ୍ୟ ପଟେ ଭାରତୀୟ ସେନା ଏହାର ଜବାବ ଦେବାକୁ ବି ପଛକୁ ଫେରୁ ନାହାନ୍ତି । ଏହି ସବୁକୁ ଦେଖି ଲାଗୁଛି କି ଦୁଇ ଦେଶ ମଧ୍ୟରେ ଯୁଦ୍ଧର ପରିସ୍ଥିତି ବଢିବାରେ ଲାଗିଛି । କେତେକ ଲୋକମାନେ ଏହା ବି ବିଚାର କରୁଛନ୍ତି କି ଯଦି ଭାରତ ପାକିସ୍ତାନ ମଧ୍ୟରେ ଯୁଧ୍ୟ ହୁଏ ତେବେ କେଉଁ କେଉଁ ଦେଶ ଭାରତ ଏବଂ ପାକିସ୍ତାନ ସହିତ ଛିଡା ହେବେ ।

ତେବେ ଆସନ୍ତୁ ଜାଣିବା କେଉଁ କେଉଁ ଦେଶ ଅଛନ୍ତି ଯେଉଁମାନେ ପାକିସ୍ତାନ ସହିତ ସାଥ ଦେବେ

ଚୀନ :

ଯଦି ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଧ୍ୟ ହୁଏ ତେବେ ଚୀନ ପ୍ରଥମେ ପାକିସ୍ତାନ ସହିତ ସାଥ ଦେବ । କହିଦେଉଛୁ ଯେ ଚୀନ ପାକିସ୍ତାନରେ ବର୍ତ୍ତମାନ ହିଁ ପାଖାପାଖି ୪୬ ବିଲୟନ ଡଲାରରୁ ଅଧିକ ଟଙ୍କା ନିବେଶ କରିଛି । କହିବାକୁ ଗଲେ ଭାରତ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଉପରେ ଚୀନ ମିଶିକରି ଆତଙ୍କିଙ୍କର ସାମନା କରିବା ପାଇଁ କହିଛି କିନ୍ତୁ ଏହା କେବଳ ଅନ୍ତରାଷ୍ଟ୍ରୀୟ ମଞ୍ଚ ଉପରେ ହିଁ କହିଛି ।

କିନ୍ତୁ ଏହା ପୂର୍ବରୁ ଚୀନ ସବୁବେଳେ ପାକିସ୍ତାନର ଆତଙ୍କିମାନଙ୍କୁ ବଞ୍ଚାଉଥିବାର ନଜର ଆସିଥାଏ ।

ତୁର୍କୀ :

କହି ଦେଉଛୁ ଯେ ତୁର୍କୀ ଏବଂ ପାକିସ୍ତାନ ମଧ୍ୟରେ ପୂର୍ବରୁ ହିଁ ଐତିହାସିକ ସମ୍ବନ୍ଧ ଅଛି । ଏବଂ ଦେଖିବାକୁ ଗଲେ ଦୁଇ ଦେଶ ଇସ୍ଲାମିକ ରାଷ୍ଟ୍ର ଅଟେ ଏବଂ ଅନ୍ତରାଷ୍ଟ୍ରୀୟ ସ୍ତରରେ ବି ଦୁଇଜଣ ପରସ୍ପର ସହିତ ଭଲ ମିତ୍ରତା ବି ରଖିଛନ୍ତି । ବର୍ତ୍ତମାନ ହିଁ ପାକିସ୍ତାନର ପ୍ରଧାନ ମନ୍ତ୍ରୀ ଇମରାନ ଖାନ ତୁର୍କୀର ରାଷ୍ଟ୍ରପତି ରଜବ ତୈୟବ ଏର୍ଦୋଆନଙ୍କ ସହ ସାକ୍ଷାତ କରିଛନ୍ତି ଏବଂ ଭାରତ ପାକ ମଧ୍ୟରେ ଥିବା ବିବାଦ ବିଷୟ ଉପରେ ବି କଥାବାର୍ତ୍ତା କରିଛନ୍ତି ।

ମିସ୍ର :

ବର୍ତ୍ତମାନ ଦ୍ଵିତୀୟ ନମ୍ବରରେ ଆସୁଛିନ୍ତି ଅରବ ଗଣରାଜ୍ଯ ମିସ୍ର ଯିଏକି ପାକିସ୍ତାନ ପକ୍ଷରେ ଛିଡା ହୋଇଥାଏ । ପାକିସ୍ତାନ ସହିତ ଦ୍ଵିପାଖିକ ସମ୍ବନ୍ଧ ବହୁତ ଦଶକ ପର୍ଯ୍ୟନ୍ତ ଅଛି । ସେଥିପାଇଁ ଏହି ଦେଶ ପାକ ସହ ସାଥ ଦେବା ପାଇଁ କେବେ ବି ପଛକୁ ହଟିବ ନାହିଁ ।

ସାଊଦୀ ଅରବ :

ସାଊଦୀ ଅରବର କଥା କହିଲେ ଏହି ଦେଶ ବି ପାକିସ୍ତାନ ପକ୍ଷ ଅଟେ । କାରଣ ବର୍ତ୍ତମାନ ହିଁ ଯେତେବେଳ କ୍ରାଉନ ପ୍ରିଂସ ମୋହମ୍ମଦ ବିନ ସଲମାନ ପାକ ଆସିଥିଲେ ତେବେ ନିଜେ ପିଏମ ଇମରାନ ଖାନ ତାଙ୍କୁ ଡ୍ରାଇଭର ଭଳି ଆଣିଥିଲେ । ଏଥିରୁ ଏହା ପ୍ରମାଣିତ ହୁଏ କି ଏମାନଙ୍କ ମଧ୍ୟରେ ସମ୍ପର୍କ ବହୁତ ଭଲ ଅଟେ ।

ଏହି ଦେଶ ଗୁଡିକ ଛଡା ପାକ ସହିତ ଭାରତ ବିରୁଦ୍ଧରେ ବହରୀନ, କୁୱୈତ, ଓମାନ, ସଂଯୁକ୍ତ ଅରବ ଏମିରେଟ ବି ସାମିଲ ଅଛନ୍ତି ।

ବର୍ତ୍ତମାନ କଥା କହୁଛୁ କି ସେହି ଦେଶ ବିଷୟରେ ଯାହା ଭାରତ ସହିତ ଛିଡା ହେବେ

ଆମେରିକା :

ଆମେରିକା ସେହି ଦେଶ ଅଟେ ଯିଏକି ଦୁନିଆର ସବୁଠୁ ଶକ୍ତିଶାଳୀ ଦେଶ ଅଟେ, ପାକ ଆମେରିକାର କୋଟି କୋଟି ଡଲାରର କରଜରେ ତଳେ ଦବି ଅଛି । ଏତିକି ନୁହେଁ ହତିୟାର ମାମଲାରେ ବି ଆମେରିକା ପାକିସ୍ତାନକୁ ସାହାର୍ଯ୍ୟ କରିଥାଏ । କିନ୍ତୁ ଯଦି ଭାରତର ବିଦେଶ ନୀତି ଉପରେ କଥା ଆସେ ତେବେ ଆମେରିକା ଭାରତ ସହିତ ଆସିବ । କାରଣ ଯଦି ଚୀନ ପାକ ସହିତ ଛିଡା ହେବ ତେବେ ନିଶ୍ଚିତ ରୂପରେ ଆମେରିକା ଭାରତ ସହିତ ଛିଡା ହେବ ।

ରୁସ :

ବର୍ତ୍ତମାନ ରୁସର ଯଦି କଥା କହିବା ତେବେ ଭାରତ ଏବଂ ରୁସ ମଧ୍ୟରେ ଏକ ଲାମ୍ବା ସମୟ ପର୍ଯ୍ୟନ୍ତ ବହୁତ ଭଲ ବନ୍ଧୁତା ରହିଛି । ଭାରତ ଏବଂ ରୁସ ସହିତ ସଙ୍କଟର ସମୟରେ ପରସ୍ପର ସହିତ ଛିଡା ହୋଇଥାଏ । ଏବଂ ରୁସ ସହିତ ଭାରତର ସାମରିକ ଚୁକ୍ତି ବି ଅଛି ।

ଅସ୍ଟ୍ରେଲିୟା :

ଯଦି ଭାରତ ପାକ ମଧ୍ୟରେ ଯୁଧ୍ୟ ହୁଏ ତେବେ ଅସ୍ଟ୍ରେଲିୟା ଭାରତକୁ ସାହାର୍ଯ୍ୟ କରିବ । କାରଣ ପୁଲୱାମା ଆକ୍ରମଣ ପରେ ଅସ୍ଟ୍ରେଲିୟା କହିଥିଲା କି ପାକିସ୍ତାନକୁ ନିଜ କ୍ଷେତ୍ରରେ ଚାଲିଥିବା ସବୁ ଆତଙ୍କି ସଂଗଠନ ଉପରେ ତତ୍କାଳ କାର୍ଯ୍ୟକାରୀ ଆରମ୍ଭ କରିଦେବ ଉଚିତ ।

ଜାପାନ :

ଭାରତ ଏବଂ ପାକ ମଧ୍ୟରେ ଯଦି ଯୁଧ୍ୟ ହୁଏ ତେବ ଜାପାନ ଭାରତକୁ ସାହାର୍ଯ୍ୟ କରିବ । ଭାରତ ଏବଂ ଜାପାନ ମଧ୍ୟରେ ସାମରିକ ଚୁକ୍ତି ଅଛି ଏବଂ ଦୁଇଜଣଙ୍କ ମଧ୍ୟରେ ଭଲ ସମ୍ବନ୍ଧ ବି ଅଛି ।

ଫ୍ରାନ୍ସ :

ଭାରତ ଏବଂ ପାକ ମଧ୍ୟରେ ଯୁଧ୍ୟରେ ଫ୍ରାନ୍ସ ଭାରତକୁ ସାହାର୍ଯ୍ୟ କରିବ । ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ରଣନୀତିକ ଚୁକ୍ତି ବି ହୋଇଛି । ଦୁଇ ଦେଶ ମଧ୍ୟରେ ବହୁତ ପୁରୁଣା ସମ୍ବନ୍ଧ ଅଛି ।

ଇସ୍ରାଇଲ :

ଭାରତ ଏବଂ ପାକ ମଧ୍ୟରେ ଯୁଧ୍ୟ ହେଲେ ଇସ୍ରାଇଲ ବି ଭାରତକୁ ସାହାର୍ଯ୍ୟ କରିବ । ପୁଲୱାମା ଆକ୍ରମଣ ପରେ ଇସ୍ରାଇଲ ଭାରତ ସାମନାରେ ସବୁ ପ୍ରକାର ସାହାର୍ଯ୍ୟ ଦେବା ପାଇଁ କହିଥିଲେ ।

ପୋଷ୍ଟଟି ଭଲ ଲାଗିଲେ ଅନ୍ୟମାନଙ୍କ ସହିତ ଶେୟର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେନି ।