ବଡ ଖୁଲାସା : ଏୟାର ଷ୍ଟ୍ରାଇକରେ ମରିଥିଲେ ବହୁତ ଗୁଡିଏ ଆତଙ୍କି, ଏହା ହେଉଛି ୫ ଟି ବଡ ପ୍ରମାଣ

ବାଲାକୋଟରେ ଭାରତୀୟ ବାୟୁସେନା ଦ୍ଵାରା କରାଯାଇଥିବା ଏୟାର ଷ୍ଟ୍ରାଇକ ଉପରେ ରାଜନୈତିକ ଖେଳ ଚାଲିଛି । ବାୟୁସେନା ଦ୍ଵାରା କରାଯାଇଥିବା ଏୟାର ଷ୍ଟ୍ରାଇକ ପରେ ଲୋକମାନେ ପ୍ରଶ୍ନ କରୁଛନ୍ତି କି ବାୟୁସେନା ସେଠି କେତେ ଆତଙ୍କିଙ୍କୁ ମାରିଥିଲେ ? ଏହି ପ୍ରଶ୍ନର କେତେକ ପ୍ରକାର ଜବାବ ସାମନାକୁ ଆସୁଛି, କିନ୍ତୁ ଆମେ ଆପଣଙ୍କୁ କିଛି ସଠିକ ପ୍ରମାଣ ବିଷୟରେ କହିବାକୁ ଯାଉଛୁ । ଯାହା ଦ୍ଵାରା ଏହା କ୍ଲିଅର ହୋଇଯିବ କି ବାଲକୋଟାର ଏୟାର ଷ୍ଟ୍ରାଇକରେ କେତେ ଆତଙ୍କି ମୁର୍ତ୍ୟୁ ବରଣ କରିଛନ୍ତି ।

୧. ଇଟଲୀର ପତ୍ରକାର ଅନୁସାରେ

୨୬ ଫେବ୍ରୁୟାରୀ ପରେ ଇଟଲୀର ପତ୍ରକାର ଫ୍ରେଂଚେସ୍କା ମୈରିନୋଙ୍କ ଅନୁସାରେ ଏୟାର ଷ୍ଟ୍ରାଇକରେ ବହୁତ ଆତଙ୍କି ମରିଛନ୍ତି । ସେ ନିଜର ରିପୋର୍ଟରେ ଲେଖିଛନ୍ତି କି, ମୁଁ  ଏହି ସବୁ ଘଟଣାକୁ ଦେଖିଥିବା ଗୋଟିଏ ବ୍ୟକ୍ତି ସହ କଥାବାର୍ତ୍ତା କରିଛି । ସେହି ସମୟରେ ଆକ୍ରମଣ ହେବା ସଙ୍ଗେ ସଙ୍ଗେ ଅଧିକାରୀମାନେ ସେଠି ପହଞ୍ଚି ଯାଇଥିଲେ ଏବଂ ସେନା ସେଠି ଥିବା ସମସ୍ତ ଲୋକଙ୍କ ଠାରୁ ମୋବାଇଲ ଛଡାଇ ନେଇଥିଲେ ।

ଏହା ଛଡା ସେଠିକାର ଲୋକମାନଙ୍କ ଅନୁସାରେ, ଏୟାର ଷ୍ଟ୍ରାଇକର କିଛି ଘଣ୍ଟା ପରେ ହିଁ ଏମ୍ବୁଲେନ୍ସ ଜରିଆରେ ପାଖାପାଖି ୩୫ଟି ଶବକୁ ସେମାନେ ବାହାରକୁ ନେଇ ଯାଉଥିବାର ଦେଖିଛନ୍ତି ।

୨. ମସୁଦ ଅଜହରର ଭାଇର ଅଡିଓ

ଏୟାର ଷ୍ଟ୍ରାଇକ ପରେ ଆତଙ୍କି ମସୁଦ ଅଜହରର ଭାଇର ଏକ ଅଡିଓ ସାମନାକୁ ଆସିଛି, ଯେଉଁଥିରେ ସେ ମାନିଛି କି ଭାରତୀୟ ବାୟୁସେନା ତାଙ୍କ ଠିକଣା ଉପରେ ଆକ୍ରମଣ କରିଛନ୍ତି, ଯେଉଁଠି ଯୁବକ ମାନଙ୍କୁ ଟ୍ରେନିଙ୍ଗ ଦିଆଯାଉ ଥିଲା । ସେହି ସମୟରେ ବି ସେଠି ବହୁତ ଯୁବକ ଥିଲେ ।

୩. ବାୟୁସେନା ପ୍ରମୁଖ ବିଏସ ଧନୋଆଙ୍କର ବୟାନ

ଏୟାର ଷ୍ଟ୍ରାଇକ ପରେ ବାୟୁସେନାର ପ୍ରମୁଖ ବିଏସ ଧନୋଆଙ୍କର ବୟାନ ସବୁଠୁ ବଡ ପ୍ରମାଣ ଅଟେ । ତାଙ୍କର କହିବା ଅଟେ କି ଏୟାର ଫୋର୍ସ ସଫଳତା ପୂର୍ବକ ଟାର୍ଗେଟକୁ ହିଟ କରିଛନ୍ତି ଏବଂ ଏମିତିରେ ତାଙ୍କୁ ଯେତେବେଳ ପଚରାଗଲା କି କେତେ ଆତଙ୍କି ମରିଛନ୍ତି ତେବ ସେ କହିଲେ କି ଆମର କାମ ଟାର୍ଗେଟ ହିଟ କରିବାର ଥିଲା, ନା ହିଁ ଶବ ଗଣିବା । ଆମେ ଆମର ଟାର୍ଗେଟ ପୂରଣ କରିଲୁ ଏବଂ ଏମିତି ହିଁ ଆଗକୁ ଚାଲିବ ।

୪. ସ୍ୟାଟେଲାଇଟର ଫଟୋ

ଏୟାର ଷ୍ଟ୍ରାଇକ ପରେ କିଛି ସ୍ୟାଟେଲାଇଟର ଫଟୋ ବି ସାମନାକୁ ଆସିଛି । ଏମିତିରେ ମିଡିୟା ରିପୋର୍ଟ ଅନୁସାରେ, ବାଲାକୋଟରେ ଯେଉଁଭଳି ଭାବରେ ଆକ୍ରମଣ କରା ଯାଇଛି, ସେଠିକାର ସିଂଥେଟିକ ଏପର୍ଚର ରଡାର (ଏସଏଆର) ଫଟୋ ସରକାର ପାଖରେ ଅଛି, ଯେଉଁଥିରେ ସଫା ସଫା ଦେଖା ଯାଉଛି କି ଏୟାର ଷ୍ଟ୍ରାଇକରେ ଆତଙ୍କି ଠିକଣା ପୂରାପୂରି ନଷ୍ଟ କରି ଦିଆ ଯାଇଛି ।

୫. ପାକିସ୍ତାନର ମନ୍ତ୍ରୀଙ୍କ ବୟାନ

ଏୟାର ଷ୍ଟ୍ରାଇକର ପରେ ପାକିସ୍ତାନର ଏକ ମନ୍ତ୍ରୀଙ୍କର ବୟାନ ଆସିଛି କି ଭାରତୀୟ ବାୟୁସେନା ଭାରି ବମବାରି କରିଛନ୍ତି ଏବଂ ସେଠୁ ଚାଲି ଯାଇଛନ୍ତି, ଯାହା ପରେ ସେ ସେଠିକାର କିଛି ଫଟୋ ବି ଛାଡିଛନ୍ତି, ଯାହା ପରେ ଏହା ସଫା ସଫା ଜଣା ପଡୁଛି କି ଭାରତୀୟ ବାୟୁସେନା ଆତଙ୍କି ଠିକଣା ଗୁଡିକୁ କେଉଁଭଳି ଭାବରେ ନଷ୍ଟ କରିଛନ୍ତି ।

ପୋଷ୍ଟଟିକୁ ସମସ୍ତଙ୍କ ସହିତ ଶେୟର କରନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।