ପଇସାକୁ ଚୁମ୍ବକ ଭଳି ଟାଣେ ଏହି ଗଛ, ମାତ୍ର 24 ଘଣ୍ଟାରେ ବନିଯିବେ କୋଟିପତି, କରନ୍ତୁ ଏହି ଚମତ୍କାରୀ ଉପାୟ !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଟଙ୍କାକୁ ଚୁମ୍ବକ ପରି ଟାଣିଥାଏ ଏହି ଚମତ୍କାରୀ ଗଛ । ତେବେ ସବୁ ମଣିଷ ଟଙ୍କା ପାଇଁ ଅନେକ କିଛି ରୋଜଗାର ପନ୍ଥାକୁ ଆପଣାଇଥାନ୍ତି । ହେଲେ ଆଜିକାଲିର ବ୍ୟୟବହୁଳ ଜୀବନରେ ଯେତେ ଟଙ୍କା ରୋଜଗାର କରିଲେ ମଧ୍ୟ ବହୁ ସମୟରେ ମଣିଷ ଅଭାବ ଅନାଟନର ଶିକାର ହୋଇଥାଏ । ତେବେ ଆଜି ଚାଲନ୍ତୁ ଏପରି ଏକ ଗଛ ବିଷୟରେ ଆଲୋଚନା କରିବା । ଯେଉଁ ଗଛର ଧାର୍ମିକ ସହ ଆୟୁର୍ବେଦିକର ମଧ୍ୟ ଗୁଣ ଭରି ହୋଇ ରହିଛି ।

ତେବେ ସେହି ଚମତ୍କାରୀ ଗଛର ନାମ ହେଉଛି ଅତିବାଲା । ଏହି ଗଛର ଏପରି ନାମ ରହିବାର ଅର୍ଥ ହେଉଛି । ଏଥିରେ ବହୁତ ହିଁ ବଳ ଓ ଶକ୍ତି ରହିଅଛି । ଏହାର ପ୍ରୟୋଗ ବ୍ୟକ୍ତିର ଭାଗ୍ୟକୁ ଟାଣ କରିଦେଇଥାଏ । ତେବେ ଏହି ଅତିବାଲା ଫୁଲକୁ ନେଇ ଏକ ଉପଚାର ଆଜି ଆମେ ଆପଣଙ୍କୁ କହିବା ପାଇଁ ଯାଉଛୁ । ବୃହସ୍ପତି ବାର ଅର୍ଥାତ ଗୁରୁବାର ଦିନ ଆପଣ ସନ୍ଧ୍ୟା ସମୟରେ ଅତିବାଲା ଗଛ ଯଦି ଘର ଆଖପାଖରେ ଥାଏ ତେବେ ସେଠାକୁ ଯିବେ ।

ତାପରେ ସେହି ଗଛରୁ ୫ ଟି ଅତିବାଲା ଫୁଲ ତୋଳିଆଣିବେ । ଏହାପରେ ସେହି ୫ ଟି ଫୁଲକୁ ଏକ ନାଲି କପଡାରେ ବାନ୍ଧି ଦେବେ । ତାପର ସକାଳ ଅର୍ଥାତ ଶୁକ୍ରବାର ଦିନ ଓସ୍ତ ଗଛ ନିକଟକୁ ଏହି ଫୁଲ ବାଧା ହୋଇଥିବା ନାଲି କପଡାର ପୁଟୁଳିକୁ ନେଇକି ଯିବେ ।  ଏହା ସହିତ ଏକ ଘୀଅର ଦୀପ ମଧ୍ୟ ସେହି ସ୍ଥାନକୁ ନେଇକି ଯାଇଥିବେ । ସେହି ଓସ୍ତ ଗଛ ନିକଟରେ ଘିଅର ଦୀପ ଜାଳିଦେବେ ।

ଏହା ସହ ସେହି ଗଛ ନିକଟରେ ଏକ ଗାତ ଖୋଲି ଏହି ନାଲି ପୁଟୁଳିକୁ ସେହି ସ୍ଥାନରେ ପୋତି ଦେଇ ନିଜର ମନକାମନା ସେହି ଗଛ ନିକଟରେ କହି ମୁଣ୍ଡିଆ ମାରି ସେଠାରୁ ଚାଲି ଆସନ୍ତୁ । ତେବେ ଆପଣଙ୍କର ଯଦି ବହୁ ଦିନରୁ ଆର୍ଥିକ ଅବସ୍ଥା ଭଲ ନଥିଲା । ଦେଖିବେ, ଧୀରେ ଧୀରେ ଆଗ ଅପେକ୍ଷା ଅର୍ଥାଭାବ ଆପଣଙ୍କର ଦୂର ହେବାରେ ଲାଗିବ । ବ୍ୟବସାୟରେ ଲାଭବନ ହେବ ।

ନିଜ ନିଜ କାର୍ଯ୍ୟ କ୍ଷେତ୍ରରେ ପରିଶ୍ରମ ଅନୁଯାଇ ଫଳ ପ୍ରାପ୍ତ କରିବେ । ଧାର କରଜରୁ ମଧ୍ୟ ଶୀଘ୍ର ମୁକ୍ତି ପାଇଯିବେ । କାରଣ ଗୁରୁବାର ଓ ଶୁକ୍ରବାର କରାଯାଇଥିବା କାର୍ଯ୍ୟରେ ନିହାତି ଭାବେ ସଫଳ ମିଳିଥାଏ । କାରଣ ବୃହଷ୍ପତ୍ତି ବାର ଭଗବାନ ନାୟରଣଙ୍କର ବାର ହୋଇଥାଏ ।

ଏହା ସହିତ ମା’ ଲକ୍ଷ୍ମୀଙ୍କର ମଧ୍ୟ ଏହି କାର୍ଯ୍ୟରେ ଆପଣଙ୍କ ପ୍ରତି ଆଶ୍ରୀବାଦ ରହିଥାଏ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ