ଉଡାହାଜର ପାଇଲଟ ନିଜ ପାଖରେ କୁରାଢୀ କାହିଁକି ରଖିଥାଏ ? ଜାଣନ୍ତୁ ଏହା ପଛରେ ଥିବା ଅଜବ ରାଜ

ଉଡାଜାହାଜ ବିଭିନ୍ନ ପ୍ରକାରର ହୋଇଥାଏ । ଉଡାଜାହାଜ ଏକ ସଞ୍ଚାଳିତ, ଫିକ୍ସ୍ଦ ୱିଙ୍ଗ ବିମାନ ଅଟେ, ଯାହା ଏକ ଜେଟ ଇଞ୍ଜିନ ବା ରକେଟ ଇଞ୍ଜିନରେ ବହୁତ ଜୋରରେ ଆଗକୁ ବଢିଥାଏ । ଉଡାଜାହାଜ ବିଭିନ୍ନ ଆକାରର ଓ ପଙ୍ଖ ବିନ୍ୟାସରେ ଆସିଥାଏ । ହେଲେ କଣ ଆପଣ ମାନେ ଜାଣିଛନ୍ତି ଉଡାଜାହାଜର ପାଇଲଟ ପାଖରେ କୁରାଢୀ ବା ଟାଙ୍ଗିଆ କାହିଁକି ଥାଏ ଓ ଏମିତି କଣ ପାଇଁ ହୋଇଥାଏ ? ଉଡାଜାହାଜର ପାଇଲଟ ପାଖରେ ବା କକ ପିଟ ରେ କୁରାଢୀ କାହିଁକି ଥାଏ । ଆଜି ଆମେ ଆପଣଙ୍କୁ ଏହାର କାରଣ ବିଷୟରେ କହିବୁ । ତେବେ ଆସନ୍ତୁ ଜାଣିବା ଏହାର ପ୍ରକୃତ କାରଣ ।

google

ସର୍ବ ପ୍ରଥମେ ଆମେ ଆପଣଙ୍କୁ କହିଦେଉଛୁ କି ଏହି କୁରାଢୀ କୌଣସି କାଠ କାଟିବାର କୁରାଢୀ ନୁହେଁ, ଏହା ହେଉଛି ଏକ ଛୋଟ ପୋର୍ଟେବଲ ଉପକରଣ । ଏହା ଶୋଚନୀୟ ପରିସ୍ଥିତି ବା ଏମର୍ଜେନ୍ସି ସମୟରେ କାମରେ ଆସିଥାଏ । ବହୁତ ଦେଶରେ ଆଇନ ଅଛି କି, ପାଇଲଟ ଉଡାଜାହାଜରେ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଏହା କନଫର୍ମ କରିନେବା ଉଚିତ କି ତାହାତ କକଫିଟ ରେ କୁରାଢୀ ଅଛି କି ନାହିଁ ।

google

ଏହି କୁରାଢୀ କୁ କକପିଟରେ ରଖିବାର ମୁଖ୍ୟ କାରଣ ହେଉଛି ଯଦି କୌଣସି ଶୋଚନୀୟ ବା ଏମର୍ଜେନ୍ସି ପରିସ୍ଥିତି ଆସିବା ବା ଡୋର ବନ୍ଦ ହୋଇଯିବ, ତେବେ ଏହି କୁରାଢୀ ର ବ୍ୟବହାର କରାଯିବ । ତେଣୁ ଏହି କାରଣ ପାଇଁ ଉଡାଜାହାଜର ପାଇଲଟ ପାଖରେ ସବୁବେଳେ କୁରାଢୀ ଥାଏ । ଯାହା ଏମର୍ଜେନ୍ସି ସମୟରେ କାର୍ଯ୍ୟକାରୀ ହୋଇଥାଏ ।

ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ । ସାଙ୍ଗମାନେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ, ଧନ୍ୟବାଦ ।