ପଡୋଶୀ ଭାଇ ସହ ମାମୁ ଘରକୁ ଯାଉଥିଲା ଝିଅ, ବାଟରେ ଗାଡି ଅଟକାଇ…

କଳା ରାତିରେ ମଣିଷ ପାଲଟିଲା କାଳ । ବ୍ରିଜ ତଳେ 2 ଘଣ୍ଟା ସଂଘର୍ଷ କରିଲା ନାବାଳିକା । ରତାଇ ଯେତିକି ବାଢୁଥିଲା ଛାତି ସେତିକି ଥଋ ଉଠିଥିଲା । 2 ଘଣ୍ଟା ର ସଂଘର୍ଷ ପରେ ନାବାଳିକା ଆଖି ବୁଜିଲା । ହଁ ଦର୍ଶକ ବନ୍ଧୁ ମଣିଷ ଯେମିତି ନାବାଳିକା ଙ୍କୁ କଷ୍ଟ ଦେଇଛି ଯାହା ଜାଣିଲେ କାହାର ବି ଛାତି ଥଋ ଉଠିବ । ଯେତେବେଳେ ସେହି କଳା ରାତି କଥା ମନେ ପଡିବ କାହାର ବି ଛାତି ଥଋ ଉଠିବ ।

ଘରର ଅଭାବ ଅନଟନ ପାଇଁ ଏ ନାବାଳିକା ଜଣକ ଦୀର୍ଘ 1 ବର୍ଷ ହେବ ତାମିଲନାଡୁ ରେ ରହି କାମ କରୁଥିଲେ । ଏବେ ସେ ଗାଁ କୁ ଫେରିଥିଲେ । ଗାଁ କୁ ଫେରିବା ପରେ ନାବାଳିକା ନିଜ ମାମୁଁ ଘରକୁ ଯିବାକୁ ବାହାରି ଥିଲେ । ନିଜ ଘରୁ ମାମୁଁ ଘରକୁ ଯିବା ପାଇଁ ବାହାରି ପଡିଲେ ସତ ହେଲେ ମାମୁଁ ଘରେ ପହଞ୍ଚି ପାରିଲେ ନାହିଁ । ରାସ୍ତା ରେ ଯିବା ସମୟରେ ଯାହା ହେଲା ଆଣିଲେ ସ୍ତବ୍ଧ ହୋଇଯିବେ ।

ତେବେ ମଣିଷ ରୂପକ ରାକ୍ଷସ ସାଜି ଥିବା ହେଉଛି ନାବାଳିକା ଙ୍କ ପଡୋଶୀ ଭାଇ ପୁପୁନ ପାତ୍ର । ବାଇକ ରେ ଅଭିଯୁକ୍ତ ସହ ମାମୁଁ ଘରକୁ ଯାଉଥିଲେ ନାବାଳିକା । ତା ପରେ ବାଟ ରେ ଗାଡି ରଖିକି ବ୍ରିଜ ତଳକୁ ନେଇଗଲା ଅଭିଯୁକ୍ତ । ତା ପରେ ଅଭିଯୁକ୍ତ ଜଣକ ନାବାଳିକା ଙ୍କ ମୁଣ୍ଡ କୁ ପ୍ରହାର କରିଥିଲା । ପରେ ନାବାଳିକା ସହ ଦୀର୍ଘ 2 ଘଣ୍ଟା ଧରି ଦୁଷ୍କର୍ମ କରି ଚାଲିଲା ।

ଏତିକିରେ ଅଭିଯୁକ୍ତ ର ମନ ଭରିଲା ନାହିଁ ଯେ ଶେଷରେ ନାବାଳିକା କୁ ମାରି ଦେଲା ଅଭିଯୁକ୍ତ ପଡୋଶୀ ଭାଇ । ନାବାଳିକା ଜଣକ ହେଉଛନ୍ତି କେନ୍ଦୁଝର ଜିଲ୍ଲା ଘଷିପୁର ଥାନା ଅନ୍ତର୍ଗତ ମୁରାବାଲି ଅଞ୍ଚଳର । ଅଭିଯୁକ୍ତ କେମିତି ନାବାଳିକା ଙ୍କୁ ମାରିଥିଲା ଏବେ ସେ ସିନ ଦେଖାଉଛି ପୋଲିସ କୁ । ମୃତ ନାବାଳିକା ଙ୍କ ପରିବାର ପକ୍ଷରୁ କୁହା ଯାଇଛି କି ଅଭିଯୁକ୍ତ କୁ ମୃତ୍ୟୁ ଦଣ୍ଡ ଦିଆଯାଉ ।

ଏବେ ଅଭିଯୁକ୍ତ କୁ ଏବେ ପୋଲିସ ଆରେଷ୍ଟ କରି ସାରିଛି । ଆଉ ଘଟଣା ସ୍ଥଳକୁ ନେଇ ପୋଲିସ ଅଭିଯୁକ୍ତ କୁ ପଚରା ଉଚରା କରୁଛି । ତେବେ ଦେଖାଯାଉ ଅଭିଯୁକ୍ତ କୁ କେଉଁ ଦଣ୍ଡ ଦେଉଛି ଆଇନ । ତା ହେଲେ ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।