ପାଦରେ ଅଳତା ଲଗାଉଛନ୍ତି କି ! ଜାଣନ୍ତୁ ଭୟଙ୍କର କଥା

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସୁନ୍ଦରତାର ଅଧିକାରିଣୀ ହେଉଛି ନାରୀ । ପ୍ରତ୍ଯେକଟି ନାରୀ ନିଜକୁ ସବୁବେଳେ ସୁସଜ୍ଜିତ କରି ରଖିବା ଦ୍ଵାରା ନାରୀର ସୁନ୍ଦରତ ଯେତିକି ବୃଦ୍ଧି ପାଇଥାଏ । ସେହିଭଳି ନିଜର ସୁନ୍ଦରତା ବଳରେ ନିଜର ଗ୍ରହକୁ ମଧ୍ୟ ଶାନ୍ତି କରି ରଖିପାରିଥାଏ । ଯେପରି ନାରୀର ଷୋଳ ଶୃଙ୍ଗାର ମଧ୍ୟରେ ପାଦରେ ଅଳତା ଲଗାଇବା ହେଉଛି ଅନ୍ୟତମ । ପ୍ରତ୍ଯେକଟି ନାରୀ ନିଜ ପାଦରେ ଅଳତା ଲଗାଇବା ଦ୍ଵାରା ତାଙ୍କର ପାଦର ସୌନ୍ଦର୍ଜ୍ୟତା ବଢିଥାଏ ।

 

ତେବେ ପାଦରେ ଅଳତା ଲଗାଇବା ସମ୍ବଦ୍ଧରେ ଚାଲନ୍ତୁ କିଛି ଆଲୋଚନା କରିନେବା । ଶରୀରରେ ରହିଥିବା ପାଦ ଉପରେ ବୃହସ୍ପତି ଗ୍ରହଙ୍କର ପ୍ରଭାବ ରହିଥାଏ । ବୃହସ୍ପତି ଗ୍ରହ ହେଉଛନ୍ତି ବୁଦ୍ଧି, ଜ୍ଞାନ ଓ ସ୍ଵଭାଗ୍ୟର ପ୍ରତୀକ । ତେବେ ବୃହସ୍ପତିଙ୍କ ଠାରେ ଥିବା ଏହି ସମସ୍ତ ପ୍ରତୀକ ପ୍ରତ୍ଯେକଟି ନାରୀ ପାଖରେ ରହିବା ମଧ୍ୟ ଆବଶ୍ୟକ ପଡିଥାଏ । ତେବେ ଯେତେବେଳେ ନାରୀ ମାନେ ପାଦରେ ଅଳତା ଲଗାଇଥାନ୍ତି । ସେତେବେଳେ ବୃହସ୍ପତି ସେମାନଙ୍କୁ ଶୌଭାଗ୍ୟ ପ୍ରଦାନ କରିଥାନ୍ତି ।

ଏହା ସହିତ ନାରୀ ମାନଙ୍କର ବୃହସ୍ପତି ଗ୍ରହ ଟାଣ ରହିଥାଏ । ତେବେ ପାଦରେ ଲଗାଯାଉଥିବା ଅଳତାର ରଙ୍ଗ ହେଉଛି ନାଲି । ତେବେ ନାଲି । ମଙ୍ଗଳ ଗ୍ରହର ପ୍ରତୀକ ହେଉଛି ନାଲି ରଙ୍ଗ । ଅଳତାର ରଙ୍ଗ ନାଲି ହେବା ସହ ଅଳତା ଏକ ତରଳ ପଦାର୍ଥ । ତେବେ ଅଳତାରେ ପାଣି ମିଶୁଥିବାରୁ ଏହା ଚନ୍ଦ୍ରମାର ପ୍ରତୀକ ରୂପେ ବିବେଚନା କରାଯାଇଥାଏ ।

ତେବେ ବୃହସ୍ପତି, ଚନ୍ଦ୍ରମା ଓ ମଙ୍ଗଳ ଗ୍ରହ ଯେତେବେଳେ ଏକାଠି ହୋଇଯାଇଥାନ୍ତି । ଏହା ବହୁତ ବଡ ଏକ ସଂଯୋଗ ହୋଇଯାଇଥାଏ । ଯାହା ଦ୍ଵାରା ନାରୀଙ୍କ ଭାଗ୍ୟରେ ଏକ ବହୁତ ବଡ ପରିବର୍ତ୍ତନ ଦେଖାଯାଇଥାଏ । ଏହା ନାରୀ ମାନଙ୍କୁ ସୁଖ, ସୌଭାଗ୍ୟ ପ୍ରଦାନ କରିଥାନ୍ତି । ତେଣୁ ପ୍ରତ୍ଯେକଟି ମହିଳା ନିଜର ଅନ୍ୟ ସଜବାଜ ସହିତ ପାଦରେ ମଧ୍ୟ ଅଳତା ପରିଧାନ କରିଥାନ୍ତି । ଯାହାକି ମହିଳା ତଥା ତାଙ୍କର ସଂପୂର୍ଣ୍ଣ ପରିବାର ପାଇଁ ବହୁତ ହିଁ ଶୁଭ ବୋଲି ମନା ଯାଇଥାଏ । ତେଣୁ ମହିଳା ତଥା ନାରୀ ମାନେ ପ୍ରତ୍ଯେକ ଦିନ ଯଦି ପାଦରେ ଅଳତା ଲଗାଇବେ ।

ତାହା ଅତ୍ୟନ୍ତ ଶୁଭ ହୋଇଥାଏ । ଯଦି ଏହା ସମ୍ଭବ ହେଉନଥାଏ । ତେବେ ସପ୍ତାହକୁ ଥରେ ମାତ୍ର ଗୁରୁବାର ମଧ୍ୟ ପାଦରେ ପ୍ରତ୍ଯେକ ମହିଳା ଅଳତା ଲଗାଇପାରିବେ । ଗୁରୁବାର ଅଳତା ଲଗାଇବା ଦ୍ଵାରା ମା’ ଅର୍ଣ୍ଣପୂର୍ଣ୍ଣାଙ୍କର ବିଶେଷ ଆଶ୍ରୀବାଦ ମଧ୍ୟ ଘର ପରିବାରକୁ ପ୍ରାପ୍ତ ହୋଇଥାଏ । ଏହା ସହ ଘରର ସୁଖ ଓ ସମୃଦ୍ଧି ବୃଦ୍ଧି ପାଇଥାଏ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ