ବଲୀଉଡ ଅଭିନେତ୍ରୀ Padmini Kolhapure ଙ୍କ ଝିଅ ଦେଖିବାକୁ ବହୁତ ହଟ ଓ ବୋଲ୍ଡ , ଫୋଟୋ ଦେଖି ହୋଇଯିବେ ତାଙ୍କ ଦିବାନା

ବଲିଉଡ ଜଗତରେ ଅଭିନୟ କରି କଳାକାର ମାନେ ନିଜର ସାନଦାର ଅଭିନୟ ପାଇଁ ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି । ବହୁତ କମ ବୟସରୁ ଅଭିନୟ କରି ଅନେକ କଳାକାର ମାନେ ଆଜିକା ଡେଟରେ ଖୁବ ଲୋକପ୍ରିୟ ହୋଇ ପାରିଛନ୍ତି । ସେହି ଭଳି କମ ବଯସରୁ ଅଭିନୟ କରି ଅଭିନେତ୍ରୀ ପଦ୍ମିନୀ କୋଲହାପୂରି ବଲିଉଡରେ ନିଜର ଅଲଗା ଜାଗା ସୃଷ୍ଟି କରି ପଡ଼ିଛନ୍ତି ।

ଆଜି ଆମେ ଆପଣ ମାନଙ୍କୁ ତାଙ୍କର ଝିଅ ଓ ତାଙ୍କ ଲାଇଫ ଷ୍ଟାଇଲ ବିଷୟରେ କହିବାକୁ ଯାଉଛୁ । ବଲିଉଡରେ ମାତ୍ର ୧୫ ବର୍ଷରୁ ଅଭିନୟ ଦୁନିଆରେ ପଦ ଦେଇଥିବା ଅଭିନେତ୍ରୀ ପଦ୍ମିନୀ କୋଲହାପୁରି ଅଟନ୍ତି । ସେ ତାଙ୍କର ସୁନ୍ଦର ଅଭିନୟ ପାଇଁ ଦର୍ଶକ ମାନଙ୍କୁ ମୋହିତା କରିନଥିଲେ ବରଂ ଅନେକ ପୁରସ୍କାର ମଧ୍ୟ ହାସଲ କରିଥିଲେ ।

ସେ ତାଙ୍କର ଜବରଦସ୍ତ ଅଭିନୟ ପାଇଁ ବଲିଉଡରେ ବହୁତ ସଫଳତା ହାସଲ କରିଛନ୍ତି । କମ ବୟସରୁ ଅଭିନୟ କରି ସେ ଯେଉଁ କମାଲ ଦେଖାଇଛନ୍ତି ତାହା ଆଜି ଯାଏଁ କହି କରିପାରି ନାହାନ୍ତି । ୮୦ଦଶକର ପଦ୍ମିନୀ ସବୁଠାରୁ ଲୋକପ୍ରିୟ ଅଭିନେତ୍ରୀ ଭାବେ ସ୍ଥାନ ପାଇଥିଲେ । ୧୯୬୫ ନଭେମ୍ବର ୧ରେ ପଦ୍ମିନୀ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ । ୧୯୭୬ରେ “ଜିନ୍ଦେଗୀ” ଫିଲ୍ମରେ ଶିଶୁ କଳାକାର ଭାବେ ବଲିଉଡରେ ପାଦ ଦେଇଥିଲେ ।

ଏହା ପରେ ସେ ୧୯୮୧ରେ “ଆହିସ୍ତା ଆହିସ୍ତା” ଫିଲ୍ମରେ ପ୍ରଥମ ଥର ପାଇଁ ବଲିଉଡରେ ମୁଖ୍ୟ ଅଭିନେତ୍ରୀ ଭାବେ କାମ କରିଥିଲେ । ଏହି ଫିଲ୍ମ କରିବା ପରେ  ତାଙ୍କୁ ଅନେକ ଅଫର ଆସିଥିଲା ଓ ସେ ଅନେକ ହିଟ ଫିଲ୍ମରେ କମ କରିଥିଲେ । ଏହା ପରେ “ପ୍ରେମ ରୋଗ”, “ଯମାନେ କୋ ଦିଖତା ନେହି”, “ଗେହେରାଇ”, “ସତ୍ଯମ ଶିବମ ସୁନ୍ଦରମ”, “ବିଧାତା”, “ଷ୍ଟାର” ଭଳି ଅନେକ ଫିଲ୍ମରେ କାମ କରିସାରିଛନ୍ତି । ଏହା ବ୍ଯତୀତ ସେ ଆହୁରି ଫିଲ୍ମରେ କାମ କରି ସଫଳତା ହାସଲ କରିଥିଲେ। ବର୍ତ୍ତମାନ ମଧ୍ୟ ସେ ତାଙ୍କର ଅଭିନୟ ଜାରି ରଖିଛନ୍ତି ।

ଫିଲ୍ମ “ପାନିପଥ”ରେ ସେ ଗୋପୀ ଚରିତ୍ରରେ ଅଭିନୟ କରିଛନ୍ତି । ଅଭିନେତ୍ରୀ ପଦ୍ମିନୀଙ୍କର ନିଜର କେହି ଝିଅ ନାହାନ୍ତି । କିନ୍ତୁ ସେ ତାଙ୍କ ଭଉଣୀଙ୍କର ଝିଅ ଶ୍ରଦ୍ଧା କପୁରଙ୍କୁ ନିଜ ଝିଅ ଭାବେ ଦେଖନ୍ତି । ଦୁହିଙ୍କ ମଧ୍ୟରେ ବହୁତ ଭଲ ପାଇବା ରହିବା ସହ ଅଭିନେତ୍ରୀ ପଦ୍ମିନୀ ଶ୍ରଦ୍ଧାଙ୍କ ସହ ଅଧିକ ସମୟ ବିତାଇବାକୁ ପସନ୍ଦ କରନ୍ତି । ଅଭିନେତ୍ରୀ ଶ୍ରଦ୍ଧା ଓ ପଦ୍ମିନୀଙ୍କୁ ଦେଖିଲେ ଲାଗେ ଯେ ସେମାନେ ବାସ୍ତବରେ ମା ଓ ଝିଅ ଅଟନ୍ତି ।

ଅଭିନେତ୍ରୀ ଶ୍ରଦ୍ଧା କପୁର ବର୍ତ୍ତମାନ ଏକ ସଫଳ ଅଭିନେତ୍ରୀ ଭାବେ ବଲିଉଡରେ ପରିଚିତ ଅଟନ୍ତି । ଅଭିନେତ୍ରୀ ଶ୍ରଦ୍ଧା ୨୦୧୦ରେ “ତିନ ପତି” ଫିଲ୍ମରୁ ବଲିଉଡରେ ନିଜର ଅଭିନୟ ଦୁନିଆ ଆରମ୍ଭ କରିଥିଲେ । ଏହି ଫିଲ୍ମରେ ଅଭିନେତ୍ରୀ ଶ୍ରଦ୍ଧା ଲୋକପ୍ରିୟ ହେବା ପରେ “ଆଶିକି-୨”, “ଗୋରିଆ ତେରେ ପ୍ୟାର ମେ”, “ଏକ ଭିଲିୟାନ”, “ଲଭ କା ଦି ଏଣ୍ଡ” ଆଦି ଫିଲ୍ମରେ କାମ କରିଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।