ଔଷଧ ଖାଇବା ପରେ କେଉଁ ଫଳ ଖାଇଲେ ମଣିଷ ମୃତ୍ୟୁ ମୁଖରେ ପଡିଥାଏ ? ଏହା ସହ ଜାଣନ୍ତୁ ଆହୁରି 20ti Interesting Question & Answers

ଆମ ଦେଶରେ ପ୍ରତିବର୍ଷ IAS, IPS ଓ UPSC ଆଦି ପରୀକ୍ଷା ପାଇଁ ଲକ୍ଷ ଲକ୍ଷ ପିଲା ପ୍ରସ୍ତୁତି କରିଥାନ୍ତି । କିନ୍ତୁ ଅନେକ ସମୟରେ ପରୀକ୍ଷାରେ ପାସ କରିବା ପରେ ମଧ୍ୟ କେତେକ ପିଲା ଇଣ୍ଟରଭ୍ୟୁ ସମୟରେ ପଚରା ଯାଇଥିବା ଏକ ସାମାନ୍ୟ ପ୍ରଶ୍ନର ଉତ୍ତର ଦେଇ ନ ପାରି ଫେଲ ହୋଇଯାନ୍ତି । ତେବେ ଆପଣ ଯଦି କେଉଁ ଚାକିରି ପାଇଁ ପ୍ରସ୍ତୁତ ହେଉଛନ୍ତି ତେବେ ନିଶ୍ଚୟ ଆମ ପ୍ରଶ୍ନ ଓ ଉତ୍ତର ସବୁ ପଢନ୍ତୁ ଓ ସେଗୁଡିକୁ ନିଜ ବନ୍ଧୁମାନଙ୍କ ସହ ସେୟାର ମଧ୍ୟ କରନ୍ତୁ ।

୧- କେଉଁ ଜୀବ ନିଜ ପିତାମାତା ଉଭୟଙ୍କ କ୍ଷୀର ପାନ କରିଥାଏ ?

ଉ: ଠେକୁଆ

୨- ଭାରତର କେଉଁ ରାଜ୍ୟରେ ସବୁଠୁ ଅଧିକ ରବର ଉତ୍ପାଦନ ହୋଇଥାଏ ?

ଉ: କେରଳରେ

୩- କେଉଁ ପଶୁ ଜୀବନରେ କେବେ ବି ପାଣି ପିଏ ନାହିଁ ?

ଉ: କଙ୍ଗାରୁ ମୂଷା

୪- ଦୁନିଆର ସବୁଠୁ ଛୋଟ ଦେଶ କେଉଁଟି ?

ଉ: ଭେଟିକାନ ସିଟି

୫- ଦୁନିଆର ସବୁଠୁ ପୁରୁଣା ଫଳ ର ନାମ କଣ ?

ଉ: ଅଞ୍ଜିର ବା ଡିମିରି

୬- ଭାରତରେ ସବୁଠୁ ଅଧିକ ଲାଲ ଚନ୍ଦନ ବୃକ୍ଷ ଯେଉଁ ରାଜ୍ୟରେ ମିଳିଥାଏ ?

ଉ: ଆନ୍ଧ୍ରପ୍ରଦେଶରେ

୭- କେଉଁ ଜୀବ କେବେବି ମରେ ନାହିଁ ?

ଉ: ଜେଲିଫିଶ

୮- ପୃଥିବୀରେ ସବୁଠୁ କମ୍ ସମୟ ବଞ୍ଚୁଥିବା ଜୀବର ନାମ କଣ ?

ଉ: ମଶା

୯- ଦୁନିଆର ସବୁଠୁ ଅଧିକ ବର୍ଷ ପର୍ଯ୍ୟନ୍ତ ବଞ୍ଚିଥିବା ମଣିଷ କେଉଁ ଦେଶରେ ମିଳିଥିଲେ ?

ଉ: ଭାରତରେ

୧୦- କେଉଁ ଜୀବର ୫ ଟି ଆଖି ଥାଏ ?

ଉ: ମହୁମାଛି

୧୧- କେଉଁ ପଶୁ ନିଜ ଛୁଆଙ୍କୁ ଖାଇ ଦେଇଥାଏ ?

ଉ: ଠେକୁଆ

୧୨- ଭାରତର ଜଳ ମନ୍ତ୍ରୀ କିଏ ?

ଉ: ଗଜେନ୍ଦ୍ର ସିଂ

୧୩- ଦୁନିଆର ସବୁଠୁ ବଡ ନଦୀ କଣ ଅଟେ ?

ଉ: ଆମାଜନ ନଦୀ

୧୪- ଦୁନିଆର ସବୁଠୁ ଅଧିକ ଆଖୁ ଚାଷ କେଉଁ ଦେଶରେ କରା ଯାଇଥାଏ ?

ଉ: ବ୍ରାଜିଲ

୧୫- କେଉଁ ଦେଶରେ ସବୁଠୁ ଅଧିକ କୁକୁର ଦେଖିବାକୁ ମିଳେ ?

ଉ: ଆମେରିକାରେ

୧୬- ଭାରତର କେଉଁ ସହରରେ ହୀରାର ନିର୍ମାଣ କରା ଯାଇଥାଏ ?

ଉ: ସୁରଟ ରେ

୧୭- ଭାରତର କେଉଁ ରାଜ୍ୟର ଲୋକେ କୁକୁର ମାଂସ ଖାଇଥାନ୍ତି ?

ଉ: ନାଗାଲାଣ୍ଡ

୧୮- ମହାରାଷ୍ଟ୍ରର ପୂର୍ବ ଭାଗରେ କେଉଁ ରାଜ୍ୟ ଅବସ୍ଥିତ ?

ଉ: ଛତିଶଗଡ

୧୯- ଦୁନିଆରେ ମେଟ୍ରୋ ର ଆବିଷ୍କାର କେଉଁ ଦେଶରେ ହୋଇଥିଲା ?

ଉ: ଇଂଲଣ୍ଡ ରେ

୨୦- ବୁଲର ହ୍ରଦ ଭାରତର କେଉଁ ରାଜ୍ୟରେ ଅବସ୍ଥିତ ?

ଉ: କାଶ୍ମୀର ରେ

୨୧- ହୁମାୟୁନଙ୍କ ସମାଧି କେଉଁଠାରେ ଅବସ୍ଥିତ ?

ଉ: ଦିଲ୍ଲୀରେ

୨୨- ଏକ ୧୦ ଟଙ୍କିଆ ନୋଟ ବନାଇବା ପାଇଁ କେତେ ଟଙ୍କା ଖର୍ଚ୍ଚ ହୁଏ ?

ଉ: ୧ ଟଙ୍କା

୨୩- ଔଷଧ ଖାଇବା ପରେ କେଉଁ ଫଳ ଖାଇଲେ ମଣିଷ ମୃତ୍ୟୁମୁଖରେ ପଡିଥାଏ ?

ଉ: ଅଙ୍ଗୁରୁ

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।